ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ବର୍ତ୍ତମାନର ସବୁ ଠାରୁ ବଡ ଦୁଖଦ ଖବର ଓଲିଉଡ ଇଣ୍ଡଷ୍ଟ୍ରି ର ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଦେ-ହା-ନ୍ତ ହୋଇ ଯାଇଛି । ଗତ କାଲି ରାତି ରେ ହାଇଦ୍ରାବାଦ ର ଯଶୋଦା ହସ୍ପିଟାଲ ରେ ସେ ତାଙ୍କର ଶେ-ଷ ନି-ଶ୍ଵା-ସ ତ୍ୟା-ଗ କରିଛନ୍ତି । ଗତ କାଲି ରାତି 11ଟା 25 ମିନିଟ ରେ ସେ ସବୁ ଦିନ ପାଇଁ ଦୁନିଆରୁ ବିଦାୟ ନେଇଛନ୍ତି ।
ବର୍ତ୍ତମାନ ତାଙ୍କ ମୃ-ତ୍ୟୁ କୁ ନେଇ ସାରା ଓଡିଆ ଇଣ୍ଡଷ୍ଟ୍ରି ରେ ଶୋ-କ-ର ବା-ଦ-ଲ ଖେଳି ଯାଇଛି । ତେବେ ପିଣ୍ଟୁ ଙ୍କ ମୃ-ତ୍ୟୁ କୁ ନେଇ ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ଗଣମାଧ୍ୟମ ରେ ନିଜର ବଡ ବୟାନ ଦେଇଛନ୍ତି । ଇଏ ହେଉଛି ସେହି ରାନୀ ପ୍ରିୟଦର୍ଶିନୀ ଯିଏ କି ପିଣ୍ଟୁ ନନ୍ଦ ଙ୍କ ଚିକିତ୍ସା ପାଇଁ ଭିକ ମାଗିଥିଲେ ଯାହାର ଭିଡିଓ ଭାଇରାଲ ହୋଇଥିଲା ଗତ କିଛି ଦିନ ପୂର୍ବ ରୁ ।
ଅଭିନେତ୍ରୀ ରାନୀ କାନ୍ଦି କାନ୍ଦି କହିଛନ୍ତି ଯେ “ପିଣ୍ଟୁ ନନ୍ଦ ମୋର ବଡ ଭାଇ ଥିଲେ । ମୁଁ ତାଙ୍କୁ ବହୁତ ସମ୍ମାନ କରେ । ତାଙ୍କର ଚିକିତ୍ସା ପାଇଁ ମୁଁ ମୋର ସକ୍ଷମ ଅନୁଯାୟୀ ଆର୍ଥିକ ସହାୟତା କରିଥିଲି । ମୁଁ ଭାଇ ଙ୍କ ସହ କଥା ହେବାକୁ ଚାହିଁ ଥିଲି କିନ୍ତୁ ସେ ଆଉ କଥା ହୋଇପାରୁ ନ ଥିଲେ । ମୁଁ ତାଙ୍କ ବା ଭାଇ ଙ୍କ ସହ କଥା ହୋଇଥିଲେ ଦୁଇ ତିନି ଦିନ ତଳେ ।
ଆଉ ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଏତେ ଭଲ ନ ଥିବା କଥା କହିଥିଲେ ପିଣ୍ଟୁ ଙ୍କ ବଡ ଭାଇ । ପିଣ୍ଟୁ ଭାଇ ଙ୍କ ସ୍ୱାସ୍ଥ୍ୟ ଭଲ ହେବା ପାଇଁ ମୁଁ ବହୁତ ଚେଷ୍ଟା କରିଥିଲି । ସମସ୍ତେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ ମଧ୍ୟ । କିନ୍ତୁ ସେ ଆମ ସମସ୍ତଙ୍କୁ ଛାଡି ଏମିତି ହଠାତ ଛାଡି ଗଲେ ମୁଁ ଏବେ ବି ବିଶ୍ଵାସ କରି ପାରୁ ନାହି । ପିଣ୍ଟୁ ଭାଇ ଙ୍କୁ ମୁଁ ଲିଭର ଦେବାକୁ ଚାହୁଁ ଥିଲି କିନ୍ତୁ ଡାକ୍ତର କହିଲେ ଖାଲି ତାଙ୍କ ପରିବାର ଲୋକ ହିଁ ଦେଇ ପାରିବେ ।
ସେମିତି କଣ ହୁଏ ? ଖାଲି ପରିବାର ଲୋକେ ଲିଭର ଦେଲେ ହେବ ନ ହେଲେ ନାହି” । ତେବେ ପିଣ୍ଟୁ ନନ୍ଦ ଓଡିଆ ସିନେମା ଜଗତରେ ଅନେକ ସାରା ଫିଲ୍ମ ରେ ଖୁବ ନିଖୁଣ ଅଭିନୟ କରିଛନ୍ତି । ତାଙ୍କର ଅଭିନୟ କୁ ଦର୍ଶକ ମାନେ ବେଶ ପସନ୍ଦ ମଧ୍ୟ କରିଥାନ୍ତି । କିନ୍ତୁ ତାଙ୍କର ଅ-କା-ଳ ବି-ୟୋ-ଗ ରେ ଏବେ ସବୁ ଆଡେ ସ୍ତବ୍ଧ ଖେଳି ଯାଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।