ଯେତେ ପୁରୁଣା କଫ ହୋଇଥିଲେ ବି ଚୁଟକିରେ ହେବ ସଫା- Swami Ramdev

ଆଜି ଆମେ ଆଲୋଚନା କରିବା କଫ ବିଷୟରେ, ଯଦି ଆପଣଙ୍କ ଛାତିରେ କଫ ଜମା ହୋଇକି ରହୁଥାଏ ଓ ବହୁତ ଦିନରୁ ଚେଷ୍ଟା କରୁଛନ୍ତି କଫ କେମିତି ବାହାରିବ । ସେଥିପାଇଁ ଆପଣ ଆୟୁର୍ବେଦିକ, ଏଲୋପାଥିକ, ହୋମୀୟପାଥିକ ଭଳି ଚିକିତ୍ସା କରିସାରିଲେଣି ତଥାପି ଆପଣଙ୍କ କଫ ବାହାରକୁ ବାହାରୁନି । ତ ଜମା ବ୍ୟସ୍ତ ହୁଅନ୍ତୁ ନାହିଁ, ଆଜୁ ଆମେ ବତାଇବୁ କଫ ହେବାର କାରଣ ଓ ତାର ଘରୋଇ ଉପଚାର । ଚଲାନ୍ତୁ ଜାଣିବା ଏହାର କାରଣ ।

ଆମ ଶରୀରରେ ତିନୋଟି ଦୋଷ ଥାଏ ଯାହାକୁ ତ୍ରିଦୋଷ କୁହାଯାଏ । ସେଗୁଡିକ ହେଲା ବାତ, କଫ, ପିତ । ଆପଣଙ୍କ ଛାତିରେ ଯେଉଁ କଫ ଜମା ହୋଇଥାଏ ଏହା ସେତିକି ବେଳେ ହୋଇଥାଏ ତେବେ କଫ ଇମବ୍ଯାଲେନ୍ସ  ହୋଇଥାଏ । ମଣିଷ ଶରୀରରେ ଗୋଟିଏ କେମିକାଳ ରହିଥାଏ ଯାହାର ନାମ ହେଲା ଫସଫରସ ଯେତେବେଳେ ଶରୀରରେ ଫସଫରସର ମାତ୍ରା କମ ହୋଇଥାଏ ।

Image Courtesy: Google

ସେତେବେଳେ କଫ ଇମବ୍ଯାଲେନ୍ସ ହୋଇଥାଏ ଓ କଫ ସେଥିପାଇଁ ଜମା ହୋଇଥାଏ । କଫ ଇମବ୍ଯାଲେନ୍ସ ହେଲେ ବହୁତ ଗୁଡିଏ ରୋଗ ଦେଖାଯାଏ । ଯଦି ଶରୀରରେ ଫସଫରସ ମାତ୍ରା କମ ହେଉଛି ତେବେ ଆପଣ ଏହାକୁ ବଢେଇବା ପାଇଁ ଏମିତି ଜିନିଷ ଅଛି ଯାହାକୁ ବ୍ୟବହାର କରି ଆପଣ ବଢାଇ ପାରିବେ ।

Image Courtesy: Google

ସେହି ଜିନିଷର ନା ହେଉଛି ଦେଶୀ ଗୁଡ । ଦୁଇପ୍ରକାର ଗୁଡ ଥାଏ ଗୋଟିଏ ହେଲା ଲିକୁଇଡ ଗୁଡ ଓ ଅନ୍ୟଟି ହେଲା ସଲିଡ ଗୁଡ । କିନ୍ତୁ ଲିକୁଇଡ ଗୁଡରେ ଫସଫରସର ମାତ୍ରା ଅଧିକ ଥାଏ । ଆପଣଙ୍କ ପାଖରେ
ଯେଉଁ ଗୁଡ ଅଛି ଆପଣ ବ୍ୟବହାର କରିପାରିବେ । ଗୁଡକୁ କେମିତି ଖାଇବେ ସେହି ବିଷୟରେ ଜାଣିବା ।

Image Courtesy: Google

ଘରୋଇ ଟିପ୍ସ:-

ଏହି ଗୁଡକୁ ବ୍ୟବହାର କରି କେମିତି ଏହି କଫ ରୋଗରୁ ମୁକ୍ତି ପାଇପାରିବେ। ଏହି ଗୁଡକୁ ଦିନକୁ ୫୦ ଗ୍ରାମରୁ ଶହେ ଗ୍ରାମ ପର୍ଯ୍ୟନ୍ତ ଖାଇ ପାରିବେ । କେତେବେଳେ ବି ଆପଣ ଏହାକୁ ଖାଇପାରିବେ ଏହାର କିଛି ସମୟ ନାହିଁ ।  ଗୋଟେ ପାନନେବେ ଓ କିଛି ସୁଣ୍ଠି ନେବେ ଓ ଏହା ସହିତ ଅଳେଇଚ, ଲବଙ୍ଗ ନେବେ । ତାପରେ ଯେମିତି ପାନ ଖାଆନ୍ତି ସେହିଭଳି ପାନ ଭିତରେ ସୁଣ୍ଠି, ଲବଙ୍ଗ, ଅଳେଇଚକୁ ରଖିବେ ଓ ପାନକୁ ମୋଡି ଖାଇବେ । ପାଖାପାଖି ଏହି ପାନକୁ ଦସ ମିନିଟ ପର୍ଯ୍ୟନ୍ତ ଚୋବେଇ ଚୋବେଇ ଖାଇବେ ।

Image Courtesy: Google

କିଛି ଡାଲଚିନି ଗୁଣ୍ଡ କରି ସେଥିରେ କିଛି ମହୁ ମିଶାଇବେ । ଯେମିତି ଅଟାଚକୁଟିବା ବେଳେ ପାଣି ସେହି ହିସାବରେ ମିସାଇବ ଯେମିତି ଗୋଲ ହୋଇପାରିବ । ସେହି ହିସାବରେ ମହୁନେବା ଯେମିତି ତାକୁ ମିସାଇଲା ପରେ ଡାଲଚିନି ଛୋଟ ଛୋଟ ଗୁଳା ହୋଇପାରୁଥିବ । ଚକ୍ଳେଟ ଯେମିତି ଖାଆନ୍ତି ସେମିତି ଗୁଳାକୁ ଚାଟି ଚାଟି ଖାଇବେ । ଖାଇ ସାରିଲା ପରେ ଅଧ ଗ୍ଳାସ ଉଷୁମ ପାଣି ପିଇବେ ।

Image Courtesy: Google

ଯେମିତି ଚା ପିଉଛନ୍ତି ସେହିପରି ଦିନରେ ସକାଳୁ ନେଇ ରାତି ପର୍ଯ୍ୟନ୍ତ ୫ ଥର ଗରମ ପାଣି ପିଇବେ ଓ ଦଶମିନିଟ ପର୍ଯ୍ୟନ୍ତ ଗରମ ପାଣିରେ ଟିକେ ଲୁଣ ପକାଇ ଦିନକୁ ୩ ଥର  ଗାର୍ଗୀଲୀଙ୍ଗ କରିବେ । ଯଦି ଆପଣ ଚାହୁଁଛନ୍ତି ଛାତିର କଫକୁ ବାହାର କରିବା ପାଇଁ ଏହି ସମ୍ପୂର୍ଣ ଜିନିଷକୁ ଫଲ୍ଲୋ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *