କାହାର ନାମ ଭାବି ବାଛନ୍ତୁ ଗୋଟେ ନମ୍ବର ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି, ଆଗାମୀ ସ୍ଟେପ କଣ ହେବ ? Tarot Card Reading

ବନ୍ଧୁଗଣ ଆପଣଙ୍କ ଲାଇଫରେ କେହି ନା କେହି ସାଥି ବା ହମସଫର ନିଶ୍ଚୟ ଥିବେ । ଯିଏ ଆପଣଙ୍କର ସୁଖ ଦୁଖରେ ସାଥ ଦେଉଥିବେ । ତେବେ ଆପଣଙ୍କ ସାଥୀଙ୍କୁ ନେଇ ଆପଣ ପଜେଟିଭ ମଧ୍ୟ ଥିବେ । କିନ୍ତୁ ଆପଣଙ୍କ ସାଥି ଆପଣଙ୍କୁ ନେଇ କେତେ ପଜେଟିଭ ଅଛନ୍ତି ତାହା ଜାଣିବାକୁ କେବେ ଚେଷ୍ଟା କରିଛନ୍ତି କି ?

ଯଦି ନାଁ ତେବେ ଆଜି ଜାଣି ନିଅନ୍ତୁ ଆମର ଏହି ଟାର୍ଟୋ କାର୍ଡ ଜରିଆରେ । ଏଥିପାଇଁ ଆପଣଙ୍କୁ 3ଟି ନମ୍ବର ମଧ୍ୟ ରୁ କୌଣସି ଗୋଟେ ଚୁଜ କରିବାକୁ ହେବ । ତା ପରେ ଆପଣ ନିଜ ସାଥିଙ୍କ ମନର ବିଚାର ବା ଚିନ୍ତାଧାରା ବିଷୟରେ ବେଶ ଭଲ ଭାବେ ଜାଣି ପାରିବେ । 1- ଯଦି ଆପଣ ପ୍ରଥମ ନମ୍ବର ଟି ଚୁଜ କରିଛନ୍ତି ତେବେ ଆପଣଙ୍କ ପର୍ଶନଙ୍କ ସହ ଆପଣଙ୍କର ଲଭ ରିଲେସନସିପ ଅଛି ।

ଆପଣଙ୍କୁ ନେଇ ବହୁତ ସିରିଏସ ଅଛନ୍ତି । ସେ ଆପଣଙ୍କୁ ନେଇ ଅଧିକ ଧ୍ୟାନ ଦେଉଛନ୍ତି । ଆପଣଙ୍କର ଆଗାମୀ ଷ୍ଟେପ କଣ ହେବ, କଣ କରୁଛନ୍ତି କଣ ନାହିଁ ସବୁ କିଛି ଟିକିନିଖି ଦେଖୁଛନ୍ତି । ସେ ନିଜର ଭବିଷ୍ୟତକୁ ନେଇ ମଧ୍ୟ କେୟାରଫୁଲ ଅଛନ୍ତି । ସେ ଏବେ ତାଙ୍କ ଜୀବନରେ ଅଧିକ ବ୍ୟସ୍ତ ରହୁଛନ୍ତି । ଆପଣଙ୍କ ପାଇଁ ଓ ନିଜ ପାଇଁ ସେ ସବୁ କିଛି କରିବାକୁ ଚେଷ୍ଟା କରୁଛନ୍ତି ।

2- ଆପଣ ଯାହାଙ୍କ ପାଇଁ ଦ୍ଵିତୀୟ ନମ୍ବର ଟି ଚୟନ କରିଛନ୍ତି ତେବେ ବର୍ତ୍ତମାନର ସ୍ଥିତି ବହୁତ ଭଲ ଅଛି । ନିଜକୁ କଣ୍ଟ୍ରୋଲ ରଖିଛନ୍ତି । ରାଜାଙ୍କ ଭଳି ଜୀବନରେ ସଫଳତା ହେବାକୁ ଚାହୁଁଛନ୍ତି । ଏହାକୁ ନେଇ ସେ ଗର୍ବ କରିଥାନ୍ତି । ତାଙ୍କ ଲାଇଫରେ ସବୁ କିଛି ତାଙ୍କ ହିସାବରେ ଚାଲିଛି । ଆପଣଙ୍କୁ ନେଇ ସବୁ କିଛି କ୍ଲିୟର ଅଛି ।

ତାଙ୍କର ଆଗାମୀ ସ୍ଟେପ ହେଉଛି କିଛି ଏମିତି କରିବାକୁ ଯାଉଛନ୍ତି ଯାହା ଆପଣଙ୍କ ପାଇଁ ସରପ୍ରାଇଜ ହେବ । ଏହାକୁ ନେଇ ଅଧିକ ବିଚାର ବିମର୍ଶ କରୁଛନ୍ତି । ସେ ନିଜକୁ ଆତ୍ମବିଶ୍ଵାସ ଭରା ମନେ କରୁଛନ୍ତି । ସେ କନଫର୍ମ ଅଛନ୍ତି ଏହି କାମ ନିଶ୍ଚୟ କରି ନେବେ ।

3- ଆପଣ ନିଜ ପର୍ଶନଙ୍କ ପାଇଁ ତୃତୀୟ ନମ୍ବରଟି ଚୟନ କରିଥିଲେ ଯଦି ସେ ବିଦ୍ୟାର୍ଥୀ ତେବେ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଛନ୍ତି । ଘର ପରିବାରରେ କିଛି ସମସ୍ଯା ଚାଲିଛି । ଆପଣଙ୍କ ସହ ମଧ୍ୟ ଝଗଡା ହେଉଛି । କିନ୍ତୁ ଆପଣଙ୍କ ସାଥି ବହୁତ ରାଗି ହୋଇଥିଲେ ବି ତାଙ୍କ ଠାରେ ଆତ୍ମବିଶ୍ଵାସ ରହିଛି । ସେ କେବେ ଅଧିକ ଖୁସି ହୋଇଛନ୍ତି ତ ଆଉ କେବେ ଦୁଖୀ ହେଉଛନ୍ତି ।

ସେ ନିଜକୁ ଉଦାସ ମନେ କରୁଛନ୍ତି । ତାଙ୍କର ବିଶ୍ଵାସ ଅଛି ଜୀବନରେ ଖୁସି ଆସିବ କିନ୍ତୁ ତାଙ୍କୁ ଅପେକ୍ଷା କରିବାକୁ ହେବ । ତାଙ୍କୁ ଏବେ ଶାନ୍ତ ରହିବା ସହ ଲୋକଙ୍କ ଠାରୁ ଦୂରେଇ ରହିବା ଉଚିତ । ବନ୍ଧୁଗଣ ଆପଣ କେଉଁ ନମ୍ବରଟି ଚୁଜ କରିଲେ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *