କାହାର ନାମ ଭାବି ବାଛନ୍ତୁ ଗୋଟେ ନମ୍ବର ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି (Tarot Card Reading)

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ନିଜ ଭାଗ୍ୟ ବିଷୟରେ ଜାଣିବାକୁ ଆଗ୍ରହୀ ହୋଇଥାନ୍ତି । ସେଥିପାଇଁ ସେମାନେ ଜ୍ଯୋତିଷ ଶାସ୍ତ୍ରର ସାହାରା ନେଇଥାନ୍ତି ଯାହା ଦ୍ଵାରା ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଅନେକ କଥା ଜାଣି ହୁଏ । କିନ୍ତୁ ଆପଣ ମାନେ ଟାର୍ଟୋ କାର୍ଡ ଜରିଆରେ ମଧ୍ୟ ନିଜର ଭବିଷ୍ୟତ ବିଷୟରେ ଜାଣିପାରିବେ । ସେଥିପାଇଁ ଆପଣଙ୍କ ଆଗରେ ରହିଛି 4ଟି ନମ୍ବର । ସେଥିମଧ୍ୟରୁ ଆପଣଙ୍କୁ କୌଣସି ଗୋଟେ ବାଛିବାକୁ ପଡିବ । ତା ପରେ ଆପଣ ଜାଣିପାରିବେ ଆପଣଙ୍କ ପାଇଁ ତାଙ୍କ ମନରେ କଣ ଅଛି ।

1- ପ୍ରଥମ ନମ୍ବର : ଯଦି ଆପଣ ପ୍ରଥମ ନମ୍ବର ଚୁଜ କରିଛନ୍ତି ତେବେ ଆପଣଙ୍କ ପର୍ଶନ ଆପଣଙ୍କୁ ନେଇ ପଜେଟିଭ ଚିନ୍ତା କରୁଛନ୍ତି । ସେ ଜାଣିଛନ୍ତି ଆପଣ ଯାହା କୁହନ୍ତି କଣ କରନ୍ତି ସବୁ ସତ କଥା । ସେ ଆପଣଙ୍କ ଉପରେ ବହୁତ ବିଶ୍ଵାସ କରୁଛନ୍ତି । କିନ୍ତୁ ଆପଣ ଦୁହିଙ୍କ ମଧ୍ୟରେ ଏମିତି କିଛି ହୋଇଛି ଯାହା ପାଇଁ ସେ ଟିକେ ସନ୍ଦେହ କରୁଛନ୍ତି ଆପଣଙ୍କୁ । ଆପଣ ଦେଖିବାକୁ ବହୁତ ସୁନ୍ଦର ଏମିତି ସେ ଭାବୁଛନ୍ତି । କେବେ କେବେ ଲାଗୁଛି ଯାହା ଆପଣ ଜାଣିଛନ୍ତି ତାହାକୁ ବିଶ୍ଵାସ କରୁ ନାହାନ୍ତି ।

2- ଦ୍ଵିତୀୟ ନମ୍ବର : ଆପଣ ଯାହା ପାଇଁ ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି ସେ ଆପଣଙ୍କୁ ବହୁତ ଭଲ ମଣିଷ ଭାବୁଛନ୍ତି । ଆପଣ ବହୁତ ମେହନତୀ, ନିଜ ଜୀବନରେ ଆଗକୁ ବଢିଥାନ୍ତି ଆପଣ । ଆପଣ ବହୁତ ଜିଦି ସ୍ଵଭାବର ଅଟନ୍ତି । କିନ୍ତୁ ଆପଣ ବହୁତ ବୁଦ୍ଧିମାନ ଏମିତି ସେ ଭାବୁଛନ୍ତି । ଆପଣ ଭବିଷ୍ୟତକୁ ନେଇ ପଜେଟିଭ ରୁହନ୍ତୁ । ଆପଣ ତୀବ୍ର ବୁଦ୍ଧିର ବ୍ୟକ୍ତି ଅଟନ୍ତି । ଆପଣଙ୍କ ଥରେ ଅଧିକ ଜ୍ଞାନ ଅଛି । ସେଥିପାଇଁ ଜୀବନରେ ବହୁତ କିଛି ହାସଲ କରିବେ ଆପଣ । ଆପଣ ଯେଉଁ ଫିଲ୍ଡରେ ଅଛନ୍ତି ଲୋକେ ଆପଣଙ୍କ କଥାକୁ ବୁଝିଥାନ୍ତି । ପୂଜା ପାଠରେ ଆପଣଙ୍କର ରୁଚି ଅଧିକ ରହିଛି ।

3- ତୃତୀୟ ନମ୍ବର : ଆପଣ ଯାହା ପାଇ ତୃତୀୟ ନମ୍ବର ଚୟନ କରିଛନ୍ତି ଆପଣଙ୍କ ପର୍ଶନ ଆପଣଙ୍କୁ ନେଇ ବହୁତ ଭଲ ଭାବୁଛନ୍ତି । ଆପଣ ଜୀବନରେ ସଫଳତା ହାସଲ କରିଛନ୍ତି । ଯଦି କରି ନାହାନ୍ତି ତେବେ ସଂଘର୍ଷ ବହୁତ କରିଛନ୍ତି । ଆପଣ ମିଛ କୁହନ୍ତି ନାହି । ଆପଣ ଯାହା ତାହା ଦେଖାଇବାକୁ ଚେଷ୍ଟା କରନ୍ତି । ଆପଣ ଅଳ୍ପ ବହୁତ ଡ୍ରାମା କରନ୍ତି । ଆପଣଙ୍କ ମନରେ କଣ ଚାଲିଛି ତାହା ଜାହିର କରନ୍ତି ନାହି ।

4- ଚତୁର୍ଥ ନମ୍ବର : ଯଦି ଆପଣ ଚତୁର୍ଥ ନମ୍ବର ଚୁଜ କରିଛନ୍ତି ତେବେ ଆପଣଙ୍କ ପର୍ଶନ ଆପଣଙ୍କୁ ନେଇ ଭାବୁଛନ୍ତି ଆପଣ ମେହନତୀ ମଣିଷ ଅଟନ୍ତି । ଜୀବନରେ ଅନେକ ସଂଘର୍ଷ କରିଛନ୍ତି । ବହୁତ କିଛି ହାସଲ କରିଛନ୍ତି ନିଜର ପରିଶ୍ରମ ଦ୍ଵାରା । ଆପଣଙ୍କ ଜୀବନରେ ଯାହା ବି ସ୍ଥିତି ରହିଛି ବିପରୀତ ରହିଛି । ଆପଣ ନିଜ ପାଇଁ ସ୍ଥାନ ବାଛିଛନ୍ତି । ଆପଣଙ୍କର ସ୍ଵଭାବ ବହୁତ ଭଲ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *