କାହାର ନାମ ଭାବି ବାଛନ୍ତୁ କୌଣସି ନମ୍ବର ଓ ଜାଣନ୍ତୁ ତାଙ୍କ ହୃଦୟରେ ଆପଣଙ୍କ ପାଇଁ କଣ ଅଛି ? Love Quiz

ବନ୍ଧୁଗଣ ଆଶା କରୁଛୁ ଆପଣ ମାନେ ବହୁତ ଭଲରେ ଥିବେ । ଜୀବନରେ ଯାହା ବି ଇଚ୍ଛା ଅଛି ଆପଣଙ୍କର ତାହା ନିଶ୍ଚୟ ଆପଣଙ୍କୁ ମିଳିବ । ଆଜିର ଆମର ବିଷୟ ବସ୍ତୁ ରହିଛି ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି । ତେବେ ଏଥିପାଇଁ ଆପଣଙ୍କୁ ୪ଟି ନମ୍ବର ମଧ୍ୟରୁ ଯେ କୌଣସି ଗୋଟିଏ ଚୁଜ କରିବାକୁ ହେବ । ଆପଣ ଚାହିଁଲେ ଏକରୁ ଅଧିକା ଲୋକଙ୍କ ପାଇଁ ନମ୍ବର ଚୁଜ କରିପରିବେ । ଏହା ଏକ ଜେନେରାଲ ରିଡିଙ୍ଗ ଅଟେ । ଏହା ଆପଣଙ୍କ ସହ କନେକ୍ଟ ହୋଇପାରେ ନ ହୋଇପାରେ ମଧ୍ୟ । ତେବେ ତାଙ୍କ ମନରେ ରିୟଲ ଫିଲିଙ୍ଗ୍ସ କଣ ରହିଛି ଆପଣଙ୍କ ପାଇଁ ଆସନ୍ତୁ ଜାଣିବା ।

୧- ପ୍ରଥମ ନମ୍ବର : ଆପଣ ଯାହାଙ୍କ ପାଇଁ ପ୍ରଥମ ନମ୍ବର ଚୁଜ କରିଛନ୍ତି ସେ ଆପଣଙ୍କ ବିଷୟରେ ଏତେ ବି ଖରାପ ଭାବୁ ନାହାନ୍ତି । ଆପଣ ବହୁତ ଦୁଖୀ ଅଛନ୍ତି । ନିଜ ଲୋକଙ୍କ ଠାରୁ ଧୋକା ଖାଇଛନ୍ତି ଡିପ୍ରେସନରେ ଅଛନ୍ତି । ସେ ଭାବୁଛନ୍ତି ଆପଣ ଏମିତି କିଛି କରିଛନ୍ତି ଯାହା ପାଇଁ ଚିନ୍ତାରେ ଅଛନ୍ତି । ସେ ଆପଣଙ୍କୁ ବୁଝୁଛନ୍ତି କିନ୍ତୁଆ ଆପଣଙ୍କ କର୍ମର ଫଳ ଆପଣ ଭୋଗୁଛନ୍ତି ଏମିତି ସେ ଭାବୁଛନ୍ତି । ତେଣୁଆ ଆପଣ ସ୍ଥିତିକି ଗ୍ରହଣ କରନ୍ତୁ ।

୨- ଦ୍ଵିତୀୟ ନମ୍ବର : ଆପଣ ଦ୍ଵିତୀୟ ନମ୍ବର ଚୁଜ କରିଥିଲେ ଆପଣ ଗର୍ବୀ ହେଉଛନ୍ତି ଏମିତି ସେ ଭାବୁଛନ୍ତି । ଆପଣଙ୍କ ପାଇଁ ସିଏ ଯାହା କରୁଛନ୍ତି ଆପଣଙ୍କୁ କମ ଲାଗୁଛି । ସେ ଆପଣଙ୍କୁ ଏମିତି ଭାବୁଛନ୍ତି କି ଆପଣଙ୍କ ପାଇଁ ଯାହା ବି କିଛି କରିଲେ ଆପଣ ଖୁସି ହୁଅନ୍ତି ନାହି । ଆପଣ ନିଜ ବିଷୟରେ କହିବାକୁ ଭଲ ଲାଗେ କିନ୍ତୁ ସାମାନବାଲା କିଛି କହିଲେ ସେଥିରେ ଭୁଲ ବାହାର କରନ୍ତି ଆପଣ ଏମିତି ସେ ଭାବୁଛନ୍ତି ।

୩- ତୃତୀୟ ନମ୍ବର : ଯଦି ଆପଣ ତୃତୀୟ ନମ୍ବର ଚୁଜ କରିଛନ୍ତି ଆପଣ ଲୋକଙ୍କୁ ସମ୍ମାନ ଦେଉଛନ୍ତି, ଭଲ ପାଉଛନ୍ତି, ସ୍ଵାର୍ଥୀ ନୁହେଁ ଆପଣ, ଯେମିତି ସ୍ଥିତି ହେଲେ ବି ଆପଣ ଲୋକଙ୍କର ସହଯୋଗ କରିଥାନ୍ତି ଏମିତି ସେ ଭାବୁଛନ୍ତି ଆପଣଙ୍କ ବିଷୟରେ । ଆପଣ ଯେଉଁ ସମ୍ପର୍କ ଯୋଡିଥାନ୍ତି ତାର କଦର କରିଥାନ୍ତି । ଯାହା ସହ ବନ୍ଧୁତା କରନ୍ତୁ ବିନା ସ୍ଵାର୍ଥରେ କରନ୍ତି । ଆପଣ ସଂସ୍କାରୀ ବୋଲି ସେ ଭାବୁଛନ୍ତି । ପଜେଟିଭ ଏନର୍ଜି ରହିଛି ଆପଣଙ୍କ ପାଇଁ ତାଙ୍କ ମନରେ ।

୪- ଚତୁର୍ଥ ନମ୍ବର : ଯଦି ଆପଣ ଚତୁର୍ଥ ନମ୍ବର ଚୁଜ କରିଛନ୍ତି ଆପଣଙ୍କ ବିଷୟରେ ସେ ଭାବୁଛନ୍ତି କି ଆପଣ ବହତ ପଜେଟିଭ ଅଟନ୍ତି । ଇଶ୍ଵର ଆପଣଙ୍କୁ ସବୁ କିଛି ଦେଇଛନ୍ତି କିନ୍ତୁ ଆପଣଙ୍କ ଆଖରେ କିଛି ନାହି ଏମିତି ସେ ଭାବୁଛନ୍ତି । ଆପଣଙ୍କ ପାଖରେ ଯାହା ଅଛି ଆପଣ ଇଗନୋର କରନ୍ତି ଅଭାବ ଅନୁଭବ କରନ୍ତି । ଆପଣ ନେଗେଟିଭ ନୁହନ୍ତି । ଏହା ସହ ସେ ଆପଣଙ୍କୁ ଭଲ ସ୍ଵଭାବର ମଣିଷ ଭାବୁଛନ୍ତି । ଆପଣଙ୍କ ହୃଦୟ ବହୁତ ଭଲ ଏମିତି ସେ ଭାବୁଛନ୍ତି ।  ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *