ବନ୍ଧୁଗଣ ଆପଣ କାହାର ନାଁ ଭାବି ବାଛନ୍ତୁ ୩ଟି ନମ୍ବର ମଧ୍ୟରୁ ଯେ କୌଣସି ଗୋଟିଏ ନମ୍ବର । ଆଉ ଏହା ପରେ ଆପଣ ଜାଣିପାରିବେ ଆପଣଙ୍କ ସାଥିଙ୍କ ମନରେ କରେଣ୍ଟ ବା ବର୍ତ୍ତମାନ ସମୟରେ କଣ ଚାଲିଛି ଆପଣଙ୍କ ପାଇଁ । ତେବେ ଆସନ୍ତୁ ଆରମ୍ଭ କରିବା । ୧- ପ୍ରଥମ କାର୍ଡ : ଯଦି ଆପଣ ପ୍ରଥମ କାର୍ଡ ଚୁଜ କରିଛନ୍ତି ତେବେ ଆପଣ ଯାହା ବିଷୟରେ ଭାବୁଛନ୍ତି ସେ ମଧ୍ୟ ଆପଣଙ୍କ ବିଷୟରେ ଭାବୁଛନ୍ତି । ସେ ଆପଣଙ୍କୁ ତାଙ୍କ ମନ କଥା ଓ ହକ କରିବାକୁ ଚାହୁଁଞ୍ଚନ୍ତି । ସେ ଆପଣଙ୍କ ପାଇଁ ଇମୋସ୍ନାଲି ଅନୁଭବ କରୁଛନ୍ତି ।
ଏମିତି ବି ହୋଇପାରେ ଆପଣଙ୍କ ଦୁହିଙ୍କ ମଧ୍ୟରେ ବହୁତ ଦୂରତା ରହିଛି ଯାହା ପାଇଁ ସେ ଆପଣଙ୍କ ସହ ଦେଖା କରିବାକୁ ଚାହୁଛନ୍ତି । ସେ ଆପଣଙ୍କ ପାଇଁ କିଛି ପ୍ଲାନିଙ୍ଗ କରୁଛନ୍ତି କେମିତି ସମ୍ପର୍କ ଆଗକୁ ନେବେ । ତାଙ୍କର ଇଚ୍ଛା ରହିଛି ସେ କେମିତି ଆପଣଙ୍କୁ ପାଇବେ । ତାଙ୍କର ଏକ ମାତ୍ର ସ୍ଵପ୍ନ ହେଉଛି ଆପଣଙ୍କୁ ନିଜର କରିବା । ସେ ଆପଣଙ୍କୁ ଫୋନ କରି କଥା କହିବାକୁ ଇଚ୍ଛା କରୁଛନ୍ତି । ଅନ ଲାଇନରେ ସେ ଆପଣଙ୍କୁ ଲଗାତାର ଦେଖିକି ରହୁଛନ୍ତି । ଏମିତି ହୋଇପାରେ ଆପଣଙ୍କ ସାଥି ଏମିତି କପଲଙ୍କୁ ଦେଖୁଛନ୍ତି ଯାହାଙ୍କୁ ଦେଖି ସେ ଆପଣଙ୍କୁ ଫିଲ କରୁଛନ୍ତି ।
୨- ଦ୍ଵିତୀୟ କାର୍ଡ : ଯେଉଁ ମାନେ ଦ୍ଵିତୀୟ କାର୍ଡ ଚୁଜ କରିଛନ୍ତି ତେବେ ଆପଣଙ୍କ ସାଥି ଆପଣଙ୍କ ସହ ଅତୀତରେ ବିତାଇଥିବା ସମୟକୁ ମନେ ପକାଉଛନ୍ତି । ଆପଣଙ୍କ ସାଥି ଆପଣଙ୍କୁ କିଛି କହିବାକୁ ଚାହୁଁଛନ୍ତୁ କିନ୍ତୁ କହିପାରୁ ନାହାନ୍ତି । ଆପଣଙ୍କ ସାଥିଙ୍କ ମନରେ ଏମିତି କିଛି କଥା ଅଛି କିନ୍ତୁ ସାହସ ନାହି ଆପଣଙ୍କୁ କହିବାକୁ । ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନେ ଆପଣଙ୍କ ସମ୍ପର୍କରେ ବାଧା ସୃଷ୍ଟି କରୁଛନ୍ତି ।
ଯାହା ପାଇଁ ଆପଣଙ୍କ ସାଥି ସାହସ କରି ମନ କଥା କହିପାରୁ ନାହାନ୍ତି । ସେ ଭାବୁଛନ୍ତି ଆଉ କିଛି ବି ଠିକ ହେବ ନାହି । ସେ ଆପଣଙ୍କୁ ତାଙ୍କର ଦୁନିଆ ମନେ କରୁଛନ୍ତି ଆପଣଙ୍କୁ ଭୁଲି ପାରିବେ ନାହି । ଆପଣଙ୍କ ସାଥି ଭୟ କରୁଛନ୍ତି କାରଣ ଆପଣ ଯେମିତି ହରାଇ ନ ଦିଅନ୍ତୁ ।
୩- ତୃତୀୟ କାର୍ଡ : ଯଦି ଆପଣ ତୃତୀୟ କାର୍ଡ ଚୁଜ କରିଛନ୍ତି ତେବେ ଆପଣଙ୍କ ସାଥି ଆପଣଙ୍କ ସହ ମ୍ୟାରେଜ କରିବାକୁ ଭାବୁଛନ୍ତି । ଏହି ସଂପର୍କକୁ ନୂଆ ନାମ ଦେବାକୁ ଚିନ୍ତା କରୁଛନ୍ତି । ଆପଣଙ୍କ ସାଥିଙ୍କ ପାଖରେ ୨ଟି ଅପସନ ରହିଛି ଯେମିତିକି ପରିବାର ଲୋକେ କେଉଁଠି ମ୍ୟାରେଜ ସ୍ଥିର କରିଛନ୍ତି କିନ୍ତୁ ସେ ଆପଣଙ୍କୁ ମ୍ୟାରେଜ କରିବାକୁ ଚାହୁଛନ୍ତି ।
ମ୍ୟାରେଜ କୁ ନେଇ ସେ ବହୁତ ଉଦାସ ଅଛନ୍ତି । ସେ ଆପଣଙ୍କ ପାଖକୁ ଫେରିବାକୁ ଚାହୁଁଛନ୍ତି । କାରଣ ଦୁହିଙ୍କ ଭିତରେ ଦୂରତା ଅଧିକ ରହିଛି । ଯାହା ବି ଭୁଲ ବୁଝାମଣା ରହିଛି ଥା ସେ ଦୂର କରିବାକୁ ଚାହୁଁଞ୍ଚନ୍ତି । ତାଙ୍କୁ ଲାଗୁଛି ଆପଣ ରାଗିକି ଅଛନ୍ତି ତାଙ୍କ ଉପରେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।