କାହାର ନାମ ଭାବି ବାଛନ୍ତୁ ଗୋଟିଏ ନମ୍ବର ଓ ଜାଣନ୍ତୁ ତାଙ୍କ ହୃଦୟରେ କଣ ରହିଛି ଆପଣଙ୍କ ପାଇଁ- Tarot Card Reading

ନମସ୍କାର ବନ୍ଧୁଗଣ, ଅନ୍ୟ କାହା ମନରେ ଆପଣଙ୍କୁ ନେଇ ଚାଲିଥିବା ଭାବନା ସମ୍ପର୍କରେ ଜାଣିବାର ଇଚ୍ଛା ନିଶ୍ଚୟ ରହିଥିବ । କାହା ମନର ଭାଷା ପଢିବା ଏତେ ସହଜ ହୋଇନଥାଏ । କିନ୍ତୁ ଆଜି ଆପଣ ମାନେ ଆମର ଏହି ପୋଷ୍ଟ ମାଧ୍ୟମରେ ଏକ ନମ୍ବର ବାଛି ଜାଣିବାକୁ ପାଇବେ ଆପଣଙ୍କ ସାଥିଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ବା ଆପଣ ଯାହାଙ୍କ ହୃଦୟ ପଢିବାକୁ ଚାହୁଁଛନ୍ତି ତାଙ୍କ ମନର କଥାକୁ ମଧ୍ୟ ଜାଣିପାରିବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

1: ଯଦି ଆପଣ ଏହି ନମ୍ବରଟି ବାଛିଛନ୍ତି ତେବେ ଟାରୋଟ କାର୍ଡ ସୂଚନା ଦେଉଅଛି କି ସେ ଆପଣଙ୍କ ପାଇଁ ବହୁତ ଦୁଃଖୀ ଅଛନ୍ତି । ବହୁତ ନିରାଶ ମଧ୍ୟ ଅନୁଭବ କରୁଛନ୍ତି । ସେ ଆପଣଙ୍କ ବନ୍ଧୁ ହୁଅନ୍ତୁ ବା ପ୍ରେମର ସାଥି ଆପଣଙ୍କ ସେହି ସମ୍ପର୍କରେ ଫାଟ ସୃଷ୍ଟି ହେବା ତାଙ୍କ ମନରେ ବହୁତ କଷ୍ଟ ଦେଇଛି ।

2: ଟାରୋଟ କାର୍ଡ ଏହା ସୂଚନା ଦେଉଅଛି କି ଆପଣଙ୍କୁ ସେ ସୌଭାଗ୍ୟ ବୋଲି ମନେ କରୁଛନ୍ତି । ଆପଣ ତାଙ୍କ ଭାଗ୍ୟର ଚାବିକାଠି ବୋଲି ସେ ଭାବୁଛନ୍ତି । ତାଙ୍କୁ ଏହା ମଧ୍ୟ ଅନୁଭବ ହେଉଛି କି ଆପଣଙ୍କ ପାଇଁ ହିଁ ତାଙ୍କ ଜୀବନରେ ଖୁସି ଭରି ହୋଇ ରହିଛି । ଆପଣଙ୍କ ବିନା ତାଙ୍କ ଖୁସିର ଜୀବନ ଅସମ୍ଭବ ।

3: ଆପଣଙ୍କୁ ଟାରୋଟ କାର୍ଡ ଏହା ସୂଚନା ଦେଉଅଛି କି ଆପଣଙ୍କ ସାଥି ତାଙ୍କ ଜୀବନରେ ଆପଣଙ୍କୁ ଆଶାର ଆଲୋକ ଭାବେ ଦେଖୁଛନ୍ତି । ପରସ୍ପରକୁ ଖୁବ କମ ସମୟ ଦେଉଥିଲେ ଯାହାଫଳରେ ଆପଣଙ୍କ ସମ୍ପର୍କ ନଷ୍ଟ ହୋଇଛି । ଏହି କଥାର ଭାବନା ତାଙ୍କ ମନରେ ଚାଲିଛି । ତେଣୁ ଆପଣ ତାଙ୍କୁ ସମୟ ଦେବା ଜରୁରୀ ।

4: ଆପଣଙ୍କୁ ଟାରୋଟ କାର୍ଡ ଏହା ସୂଚନା ଦେଉଅଛି କି ସେ ଆପଣଙ୍କ ପାଇଁ ସବୁକିଛି କରିଛନ୍ତି ତାଙ୍କ ଦ୍ଵାରା ଯେତିକି ସମ୍ଭବ ସେ ସବୁ କିଛି କରି ସମ୍ପର୍କକୁ ବଞ୍ଚାଇବା ପାଇଁ ବହୁତ ପ୍ରଚେଷ୍ଟା କରିଛନ୍ତି । କିନ୍ତୁ ତାଙ୍କ ସୀମା ବାହାର ଟପି ସାରିବା ପରେ ସେ ଆଶା ଭରସା ଛାଡିଦେଇଛନ୍ତି । ବାସ ଏବେ ସେ ହାରସ ହୋଇ ଚୁପ ରହିଯାଇଛନ୍ତି କିନ୍ତୁ ସମ୍ପର୍କ ଭାଙ୍ଗିବା କଥା ଭାବିନାହାନ୍ତି ।

5: ଆପଣଙ୍କୁ ଟାରୋଟ ଏହା ସୂଚନା ଦେଉଅଛି କି ସବୁକିଛି ମିଳିବା ପରେ ମଧ୍ୟ ସେ ଦୁଃଖୀ ଅଛନ୍ତି । ସେ ଆପଣଙ୍କ ଠାରୁ ଅନେକ କିଛିର ଆଶା ରଖିଥିଲେ । କିନ୍ତୁ ଆପଣ ନିଜ ଜୀବନରେ ବହୁତ ଧିମା ଅଟନ୍ତି । ଆପଣଙ୍କର ଏହି ସ୍ଵାଭାବ ତାଙ୍କୁ ବିଲକୁଲ ମଧ୍ୟ ଭଲ ଲାଗୁନାହିଁ । ଏହି କାରଣ ପାଇଁ ସେ ଆପଣଙ୍କ ଉପରେ ନିରାଶ ଅଛନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *