କାହାର ନାଁ ଭାବି ବାଛନ୍ତୁ ଗୋଟେ ନମ୍ବର ଦେଖନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି, ଆଗାମୀ ପଦକ୍ଷେପ ତାଙ୍କର କଣ ରହିବ-Tarto Card Reading

ହେଲୋ ସାଙ୍ଗ ମାନେ । ଆପଣ କଣ କେବେ ନିଜ ଲାଇଫରେ କାହାକୁ ହୃଦୟ ଦେଇଛନ୍ତି । ଦେଇଥିବେ ନିଶ୍ଚୟ । କାରଣ ଦୁନିଆରେ ଏମିତି କେହି ମଣିଷ ନାହାନ୍ତି ଯାହା ଜୀବନରେ ସାଥିଟି ନାହି । ତେବେ ଯଦି ଆପଣ କାହାକୁ ଭଲ ପାଇଛନ୍ତି ବା ଏବେ ଭଲ ପାଉଛନ୍ତି ତେବେ ତାଙ୍କ ବିଷୟରେ ଜାଣିବାକୁ ବେଶ ଆଗ୍ରହୀ ହେଉଥିବେ ।

ତେବେ ନିଜ ସାଥିଙ୍କ ମନରେ ଆପଣଙ୍କ ପାଇଁ କଣ ବିଚାର ବା ଚିନ୍ତାଧାରା ରହିଛି ତାହା ଜାଣିବାକୁ ଚାହୁଁ ଛନ୍ତି କି ? ତେବେ ବାଛି ନିଅନ୍ତୁ ଏଥିପାଇଁ ୨ଟି ଚିତ୍ର ମଧ୍ୟରୁ କୌଣସି ଗୋଟିଏ । ଆଉ ତା ପରେ ଜାଣି ନିଅନ୍ତୁ ଆପଣଙ୍କ ସବୁ ପ୍ରଶ୍ନ ର ଉତ୍ତର । ୧- ଯଦି ଆପଣ ପ୍ରଥମ କପ ର ଚିତ୍ର କୁ ଚୁଜ କରିଛନ୍ତି ତେବେ ଆପଣଙ୍କ ପର୍ଶନ ଙ୍କୁ ଲାଗୁଛି କି ଆପଣ ତାଙ୍କ ଲାଇଫର ଏକ କିରଣ ସହ ସମାନ ଅଟନ୍ତି ।

ଆପଣ ତାଙ୍କ ଜୀବନରେ ଅଛନ୍ତି ତ ସବୁ କିଛି ଅଛି । ସମ୍ପର୍କ କୁ ନେଇ ସେ ଚିନ୍ତାରେ ଅଛନ୍ତି । ସେ କନଫର୍ମ ହେଉ ନାହାନ୍ତି । ଆପଣଙ୍କୁ ନେଇ କନଫର୍ମ ଅଛନ୍ତି କିନ୍ତୁ ରିଲେସନ ର ଭବିଷ୍ୟତକୁ ନେଇ ସେ ଚିନ୍ତାରେ ଅଛନ୍ତି । ଆପଣ ପରସ୍ପରକୁ ପସନ୍ଦ କରୁଛନ୍ତି କିନ୍ତୁ ମନ କଥା ଖୋଲି କି କହୁ ନାହାନ୍ତି । ହୋଇପାରେ ଏବେ ଯାଏଁ ସେ ଆପଣଙ୍କୁ ପ୍ରପୋଜ କରି ନାହାନ୍ତି ।

ସେ ଭାବୁଛନ୍ତି ଆପଣ ତାଙ୍କୁ ଋଜେକ୍ଟ କରିପାରନ୍ତି । ତାଙ୍କର ଆଗାମୀ ସ୍ଟେପ ହେଉଛି ସେ ଆପଣଙ୍କର ଅପେକ୍ଷା ରେ ଅଛନ୍ତି । ସେ ଅପେକ୍ଷା କରିଛନ୍ତି ଆପଣ ନିଜ ଆଡୁ କଥା ଆରମ୍ଭ କରନ୍ତୁ । ତାପରେ ସେ ଆଗାମୀ ଷ୍ଟେପ ନେବେ । ସେ ଆପଣଙ୍କୁ ନେଇ ବହୁତ କିଛି ଭାବିଛନ୍ତି । ସବୁ କିଛି ପଜେଟିଭ ଅଛନ୍ତି ଆପଣଙ୍କର ସମ୍ପର୍କକୁ ନେଇ ।

୨- ଆପଣ ନିଜ ପର୍ଶନଙ୍କ ପାଇଁ ଦ୍ଵିତୀୟ କପ ର ଚିତ୍ରକୁ ବାଛିଛନ୍ତି ତେବେ ଲାଇଫରେ ତାଙ୍କର ସବୁ କିଛି ଠିକ ଠାକ ଚାଲିଛି । କିଛି ନୂଆ କରିବାକୁ ଚାହୁଁଛନ୍ତି । ଏମିତି କିଛି ହେଉଛି ଯାହା ତାଙ୍କ ଲାଇଫରେ ପୂର୍ବରୁ ହୋଇ ନାହିଁ । ତାଙ୍କ ଲାଇଫରେ ଖୁବ ଚେଞ୍ଜେସ ଆସିଛି । ଆପଣଙ୍କୁ ନେଇ ସେ ଅପେକ୍ଷାରେ ଅଛନ୍ତି । ସେ ତାଙ୍କ ମନ କଥା ଜାହିର କରନ୍ତି ନାହିଁ ।

ତାଙ୍କୁ ବୁଝିବା ଆପଣଙ୍କ ପକ୍ଷେ ସମ୍ଭବ ନୁହେଁ । ନିଜ ଆଡୁ ସେ କୌଣସି ଷ୍ଟେପ ନେଇ ନାହାନ୍ତି ଆପଣଙ୍କୁ ନେଇ । ତାଙ୍କର ଆଗାମୀ ଷ୍ଟେପ ହେଉଛି ସେ ତାଙ୍କ ଲାଇଫରେ ସାହସ ରଖି ସବୁ କିଛି କରିବାକୁ ଚାହୁଁ ଛନ୍ତି । ଆପଣଙ୍କର ସମ୍ପର୍କ କୁ ନେଇ ବଡ ନିସ୍ପତି ନେବେ । ଆପଣଙ୍କର ରିଲେସନସିପ ଲଭ ରିଲେସନସିପ ହୋଇପାରେ । ଆପଣ ଦୁହିଙ୍କର ଭବିଷ୍ୟତ ଖୁବ ସୁନ୍ଦର ଅଛି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *