କାହାର ନାମ ନେଇ ବାଛନ୍ତୁ ଗୋଟେ ନମ୍ବର ଦେଖନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି-Tarto card Reading

ହେଲୋ ସାଙ୍ଗ ମାନେ କେମିତି ଅଛନ୍ତି ଆପଣ ମାନେ । ଆଶା କରୁଛୁ ବହୁତ ଭଲରେ ଥିବେ । ଆଜିର ଯେଉଁ ରିଡିଙ୍ଗ ଅଛି ଆପଣଙ୍କୁ ବହୁତ ପସନ୍ଦ ଆସିବ ଏହା ଆମର ଆଶା । ଆଜି ଆମେ ଆପଣଙ୍କୁ କହିବୁ ଆପଣ ଯାହା ବିଷୟରେ ଭାବୁଛନ୍ତି ସେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି । ଏଥିପାଇଁ ଆପଣଙ୍କୁ 3ଟି ନମ୍ବର ମଧ୍ୟରୁ କୌଣସି ଗୋଟେ ବାଛନ୍ତୁ ।

ଆପଣ ଏହି 3 ନମ୍ବର 3 ଜଣଙ୍କ ପାଇଁ ଚୁଜ କରିପାରିବେ । ଏହା ଏକ ପ୍ରକାର ଜେନେରାଲ ରିଡିଙ୍ଗ ଅଟେ । ହୋଇପାରେ ଆପଣଙ୍କ ସହ କନେକ୍ଟ ହୋଇପାରେ । ତେବେ ଆସନ୍ତୁ ଆରମ୍ଭ କରିବା । 1- ଆପଣ ଯଦି ପ୍ରଥମ ନମ୍ବରଟି ଚୁଜ କରିଛନ୍ତି ତେବେ ଆପଣଙ୍କ ପର୍ଶନ ଆପଣଙ୍କୁ ନେଇ ପଜେଟିଭ ରହୁଛନ୍ତି । ଆପଣ ଯେଉଁଠି କି ଯିବେ ସେଠାରେ ସଫଳ ହେବେ ।

କିନ୍ତୁ ଏମିତି ଲାଗୁଛି କି ଆପଣଙ୍କ ବିଷୟରେ କିଛି ଏମିତି କଥା ଅଛି ଯାହା ସେ ଜାଣି ନାହାନ୍ତି । ଆପଣ ଲାଇଫର କିଛି କଥା ତାଙ୍କୁ ଲୁଚାଉଛନ୍ତି । ସେ ଆପଣଙ୍କର ଲଭ ପାର୍ଟନର ହୋଇଥିଲେ ଆପଣ ତାଙ୍କୁ ସବୁ କିଛି ସେୟାର କରନ୍ତୁ ଏମିତି ସେ ଚାହୁଁଛନ୍ତି । ସେ ଆପଣଙ୍କୁ ନେଇ ବହୁତ ଭଲ ଭାବୁଛନ୍ତି । ଆପଣ ଲାଇଫରେ ଖୁସିରେ ରୁହନ୍ତୁ । ଆପଣଙ୍କୁ ସେ ସଂପୂର୍ଣ୍ଣ ରୂପେ ଜାଣିବାକୁ ଚେଷ୍ଟା କରୁଛନ୍ତି ।

2- ଯଦି ଆପଣ ନିଜ ପର୍ଶନଙ୍କ ପାଇଁ ଦ୍ଵିତୀୟ ନମ୍ବରଟି ଚୟନ କରିଛନ୍ତି ତେବେ ସେ ଆପଣଙ୍କୁ ନିଜର ଭଲ ବନ୍ଧୁ ଭାବୁଛନ୍ତି । ଏମିତି ବନ୍ଧୁ କି ଯେବେ ତାଙ୍କୁ କଷ୍ଟ ହୁଏ ସେ ଆପଣଙ୍କୁ ମନେ ପକାଇଥାନ୍ତି । କେବେ କେବେ ତାଙ୍କୁ ଲାଗୁଛି ଆପଣଙ୍କ ପାଇଁ ସେ କିଛି ଭଲ କରି ନାହାନ୍ତି । ସେ ଆପଣଙ୍କୁ କାହିଁକି ଇଗନୋର କରିଛନ୍ତି ଏମିତି ସେ ଭାବୁଛନ୍ତି । ସେ ନିଜର ଭୁଲ ଭାବୁଛନ୍ତି । ଯେବେ ଆପଣ ଏକା ଥିଲେ, ସମସ୍ୟାରେ ଥିଲେ ଆପଣଙ୍କର ସାଥ ଦେଇ ନାହାନ୍ତି । ସେ ଆପଣଙ୍କୁ ଏବେ ଭଲ ଭାବେ ବୁଝିବାକୁ ଚେଷ୍ଟା କରୁଛନ୍ତୁ ।

3- ଯଦି ଆପଣ ତୃତୀୟ ନମ୍ବରଟି ବାଛିଛନ୍ତି ତେବେ ଆପଣଙ୍କ ପର୍ଶନ ଆପଣ ଏମିତି ମଣିଷ ଯିଏ ଜୀବନରେ ଉନ୍ନତି କରିବେ । କିନ୍ତୁ ଆପଣଙ୍କ ଠାରେ ଟିକେ ଅବହେଳା ରହିଛି । ଆପଣଙ୍କୁ ଯେତେ ରୋକାଗଲେ ବି ଆପଣ ରୁହନ୍ତି ନାହିଁ । ଆପଣ ଜିଦି ସ୍ଵଭାବର ବ୍ୟକ୍ତି ଅଟନ୍ତି । ଆପଣଙ୍କ ଠାରେ ଗର୍ବ ଅଧିକ ରହିଛି ।

ସେ ଆପଣଙ୍କ ଘର ପରିବାରର ସଦସ୍ୟ, ଭାଇ, ଭଉଣୀ ବା ପ୍ରିୟଜନ ହୋଇପାରନ୍ତି । ସେ ଆପଣଙ୍କର ଲଭ ପାର୍ଟନର ବା ସ୍ଵାମୀ ସ୍ତ୍ରୀ ହୋଇପାରନ୍ତି । ସେ ଆପଣଙ୍କୁ ବୁଝାଇପାରୁ ନାହାନ୍ତି । ଆପଣ ନିଶ୍ଚୟ ସଫଳ ହେବେ କିନ୍ତୁ ସେ ଆପଣଙ୍କ ସହ ଝଗଡା କରିବାକୁ ଚାହୁଁ ନାହାନ୍ତି । ବନ୍ଧୁଗଣ ଆପଣଙ୍କୁ କେଉଁ ନମ୍ବର ଟି ପସନ୍ଦ ଆସିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *