ହେଲୋ ସାଙ୍ଗ ମାନେ କେମିତି ଅଛନ୍ତି ଆପଣ ମାନେ । ଆଶା କରୁଛୁ ବହୁତ ଭଲରେ ଥିବେ । ଆଜିର ଯେଉଁ ରିଡିଙ୍ଗ ଅଛି ଆପଣଙ୍କୁ ବହୁତ ପସନ୍ଦ ଆସିବ ଏହା ଆମର ଆଶା । ଆଜି ଆମେ ଆପଣଙ୍କୁ କହିବୁ ଆପଣ ଯାହା ବିଷୟରେ ଭାବୁଛନ୍ତି ସେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି । ଏଥିପାଇଁ ଆପଣଙ୍କୁ ୫ଟି ନମ୍ବର ମଧ୍ୟରୁ କୌଣସି ଗୋଟେ ବାଛନ୍ତୁ । ଆପଣ ଏହି ୫ ନମ୍ବର ୫ ଜଣଙ୍କ ପାଇଁ ଚୁଜ କରିପାରିବେ ।
ଏହା ଏକ ପ୍ରକାର ଜେନେରାଲ ରିଡିଙ୍ଗ ଅଟେ । ହୋଇପାରେ ଆପଣଙ୍କ ସହ କନେକ୍ଟ ହୋଇପାରେ । ତେବେ ଆସନ୍ତୁ ଆରମ୍ଭ କରିବା । ୧- ଯଦି ଆପଣ ପ୍ରଥମ ନମ୍ବରଟି ଚୁଜ କରିଛନ୍ତି ତେବେ ଆପଣଙ୍କ ସାଥୀକୁ କେବେ ଆପଣଙ୍କ କଥା ଭଲ ଲାଗୁଛି ତ କେବେ ଭଲ ଲାଗୁନି । ସେ ଆପଣଙ୍କୁ ନେଇ ପଜେଟିଭ କି ନେଗେଟିଭ ରହିବେ ତାହା ଚିନ୍ତାରେ ପଡିଛନ୍ତି । ଆପଣ ଦୁହେଁ ପରସ୍ପରକୁ ମନ କଥା ପ୍ରକାଶ କରନ୍ତି ନାହିଁ । ଆପଣ ଏମିତି ବ୍ୟକ୍ତି ଯାହାଙ୍କୁ ବୁଝିବା କଷ୍ଟକର । ସେ ଏବେ ଆପଣଙ୍କୁ ବିଶ୍ଵାସ କରୁ ନାହାନ୍ତି ।
୨- ଯଦି ଆପଣ ଦ୍ଵିତୀୟ ନମ୍ବରଟି ବାଛିଛନ୍ତି ତେବେ ଆପଣଙ୍କ ପର୍ଶନ ଭାବୁଛନ୍ତି କି ଯାହା ବି କିଛି ହୋଇଛି ପୂର୍ବରୁ ତାହା ଶେଷ କରିବାକୁ ଚାହୁଁଛନ୍ତି । ସେ ଆପଣଙ୍କୁ ନେଇ ପେଜଟିଭ ଭାବୁଛନ୍ତି । ଆପଣଙ୍କ ପାଇଁ ତାଙ୍କ ମନରେ ଭଲ ପାଇବା ଅଛି । ବିନା ସ୍ଵାର୍ଥ ରେ ଆପଣ କିଛି କରନ୍ତି ନାହିଁ । ଯଦି ଆପଣ ରିଲେସନରେ ଅଛନ୍ତି ତେବେ ସେ ଏମିତି ଭାବୁଛନ୍ତି ।
୩- ଆପଣ ଯାହାଙ୍କ ପାଇଁ ତୃତୀୟ ନମ୍ବର ଚୟନ କରିଛନ୍ତି ସେ ଭାବୁଛନ୍ତି କି ଆପଣ ଯାହା ଚାହିଁଥାନ୍ତି ତାହା କରନ୍ତି । ଆପଣ ନିଜ ହିସାବରେ ଚାଲିବାକୁ ପସନ୍ଦ କରନ୍ତି । ଯଦି ଆପଣ ରିଲେସନରେ ଅଛନ୍ତି ତେବେ ନିଜକୁ ଆଗରେ ରଖୁଛନ୍ତି । କେବେବି ଆପଣ ଅନ୍ୟ ମାନଙ୍କୁ ସମାନ ଭାବୁ ନାହାନ୍ତି । ଆପଣ ଭୁଲ ଥିଲେ ବି ନିଜର ମନ ମୁତାବିକ କାମ କରନ୍ତି ।
୪- ଆପଣ ଯାହାଙ୍କ ପାଇଁ ଚତୁର୍ଥ ନମ୍ବରଟି ଚୁଜ କରିଛନ୍ତି ତେବେ ଆପଣ ବହୁତ ଦୁଖୀ ଅଛନ୍ତି । ଆପଣ ଜୀବନରେ ସଂଘର୍ଷ କରିଛନ୍ତି । ସେ ଏ ସବୁ ସେ କରିବାକୁ ଚାହୁଁଛନ୍ତି । ଆପଣ ଦୁହିଙ୍କ ମଧ୍ୟରେ କଥାବାର୍ତ୍ତା ହେଉ ନାହିଁ । ଯାହାକୁ ନେଇ ଆପଣଙ୍କ ସାଥି ଚିନ୍ତାରେ ଅଛନ୍ତି । ଆପଣଙ୍କୁ ନେଇ ସେ ଉଦାସ ଅଛନ୍ତି । ଆପଣଙ୍କୁ ନେଇ ପଜେଟିଭ ଅଛନ୍ତି ।
୫- ଆପଣ ଯଦି ପଞ୍ଚମ ନମ୍ବର ବାଛିଛନ୍ତି ତେବେ ଆପଣ ପରିବାରକୁ ସାଥିରେ ନେଇ ଚାଲିଥାନ୍ତି । ସମସ୍ତଙ୍କର କେୟାର ନେବା ସହ ସମାନ କରନ୍ତି । ଆପଣ ଏମିତି ମଣିଷ ଜାହଙ୍କ ସହ ରିଲେସନ ରଖାଯାଇପାରିବ । ଆପଣ ଯେ କୌଣସି ଦାୟିତ୍ଵକୁ ପରଫେକ୍ଟ ନିଭାଇଥାନ୍ତି । ଆପଣ ଲୋକଙ୍କୁ ଭଲ ପାଇବା ଦେଇଥାନ୍ତି । ଆପଣଙ୍କ ଉପରେ ଭରସା କରାଯାଇପାରିବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।