ହେଲୋ ସାଙ୍ଗ ମାନେ । ଆପଣଙ୍କ ଲାଇଫରେ କେହି ନା କେହି ହମସଫର ନିଶ୍ଚୟ ଥିବେ । ତେବେ ସେହି ହମସଫର ବେଳେବେଳେ କିଛି ନ କହି ଆପଣଙ୍କୁ କିଛି ମ୍ଯାସେଜ ଦେବାକୁ ଚେଷ୍ଟା କରିଛନ୍ତି ଇସାରା ରେ । ଯାହାକୁ କିଛି ପ୍ରେମୀ ଯୁଗଳ ବୁଝିପାରନ୍ତି ତ ଆଉ କେହି ବୁଝିପାରନ୍ତି ନାହିଁ । ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ 4ଟି ନମ୍ବର । ସେଥିମଧ୍ୟରୁ ଆପଣଙ୍କୁ କୌଣସି ଗୋଟେ ବାଛିବାକୁ ପଡିବ । ଆଉ ତା ପରେ ଆପଣ ଜାଣିପାରିବେ ଆପଣଙ୍କ ପର୍ଶନ ଆପଣଙ୍କୁ କେଉଁ ମ୍ଯାସେଜ ଦେବାକୁ ଚାହୁଁ ଛନ୍ତି । ଯାହା ଆପଣ ବୁଝିବା ଦରକାର ।
1- ଆପଣ ପ୍ରଥମ ନମ୍ବରଟି ଚୁଜ କରିଥିଲେ ଆପଣଙ୍କ ପର୍ଶନ ଆପଣଙ୍କ ସହ କିଛି ସମୟ ବିତାଇବାକୁ ଚାହୁଁଛନ୍ତି । ଯାହା ବି ପୂର୍ବରୁ ହୋଇଛି ସେ ସବୁ ମନେ ନ ପକାଇ ଆପଣଙ୍କ ସହ ଟାଇମ ସ୍ପେନ୍ଡ କରିବାକୁ ଚାହୁଁଛନ୍ତି । ଯେମିତି ଆପଣଙ୍କର ଦେଖା ହେବା ପରେ ଆରମ୍ଭ ହୋଇଥିଲା । ଏ କଥା ସେ ଆପଣଙ୍କୁ କହିପାରନ୍ତି କି ନ କହିପାରନ୍ତି । ସେ ଆପଣଙ୍କ ସହ ଏମିତି କିଛି ଅନୁଭବ କରିବାକୁ ଚାହୁଁଛନ୍ତି ।
2- ଆପଣ ନିଜ ପର୍ଶନଙ୍କ ପାଇଁ ଦ୍ଵିତୀୟ ନମ୍ବରଟି ବାଛିଛନ୍ତି ତେବେ ଆପଣଙ୍କୁ ନେଇ ସେ କ୍ଲିୟର ନୁହଁନ୍ତି । ଏବେ ନିଜେ ସେ କିଛି ବୁଝିପାରୁ ନାହାନ୍ତି । ସେ ଏବେ ସମୟ ଚାହୁଁଛନ୍ତି । ଆପଣଙ୍କ ପର୍ଶନ ମ୍ଯାସେଜ ଦେଉଛନ୍ତି କି ଆପଣଙ୍କୁ ଇଗନୋର କରୁଛନ୍ତି । ଆପଣ ତାଙ୍କ କଥାକୁ ବୁଝିବାକୁ ଚେଷ୍ଟା କରୁଛନ୍ତି । ସେ କନଫର୍ମ ହେବାକୁ ଚାହୁଁଛନ୍ତି ଆପଣଙ୍କୁ ନେଇ ।
3- ଆପଣ ଯାହାଙ୍କ ପାଇଁ ତୃତୀୟ ନମ୍ବରଟି ଚୁଜ କରିଛନ୍ତି ଆପଣଙ୍କ ପର୍ଶନ ଭାବୁଛନ୍ତି କି ଆପଣ ସମ୍ପର୍କକୁ ମଜବୁତ କରିବା ପାଇଁ ଇଶ୍ଵର ନିଶ୍ଚୟ କୃପା କରିବେ । ଯେବେ ଟାଇମ ଆସିବ ସବୁ କିଛି ହୋଇଯିବ । ଆପଣ ଯେତେ ଚେଷ୍ଟା କରିଲେ ବି ସବୁ ଜଲ୍ଦି ହେବ ନାହିଁ । ସେ ସବୁ କିଛି ଭଗବାନଙ୍କ ଉପରେ ଛାଡି ଦେଇଛନ୍ତି । ସେ ଆପଣଙ୍କୁ ମ୍ଯାସେଜ ଦେଉଛନ୍ତି ଏବେ ଅପେକ୍ଷା କରିବା ପାଇଁ ।
4- ଆପଣ ଯଦି ଚତୁର୍ଥ ନମ୍ବର ବାଛିଛନ୍ତି ତେବେ ଆପଣଙ୍କ ପର୍ଶନ ବହୁତ ଚିନ୍ତାରେ ଅଛନ୍ତି । ସେ ଆଉ ବୋଝ ସହିପାରୁ ନାହାନ୍ତି । ସେ ଏକା ଅନୁଭବ କରୁଛନ୍ତି । ତାଙ୍କ ଲାଇଫରେ କିଛି ସମସ୍ଯା ନାହିଁ କିନ୍ତୁ ଭିତରୁ ସେ ଭାଙ୍ଗି ପଡିଛନ୍ତି । କିଛି ଦାୟିତ୍ଵ ତାଙ୍କ ଉପରେ ପଡିଯାଇଛି ଯାହା ପାଇଁ ସେ ନିରାଶ ହୋଇଯାଇଛନ୍ତି । ସେ ସନ୍ଦେଶ ଦେଉଛନ୍ତି ଏବେ ତାଙ୍କ ଲାଇଫରେ କେହି ନାହାନ୍ତି ।
4- ଆପଣ ଯାହାଙ୍କ ପାଇଁ ଚତୁର୍ଥ ନମ୍ବର ଚୁଜ କରିଛନ୍ତି ଆପଣଙ୍କ ପର୍ଶନ କହିବାକୁ ଚାହୁଁଛନ୍ତି ଆପଣଙ୍କ ଦ୍ଵାରା କିଛି ଭୁଲ ହୋଇଛି ଯାହା ସେ କହିବାକୁ ଚାହୁଁଛନ୍ତି । ଜାଣି ଜାଣି ଆପଣ କିଛି ଭୁଲ କରୁଛନ୍ତି । କିନ୍ତୁ ଆପଣ ଯେମିତି ଅଛନ୍ତି ସେ ପସନ୍ଦ କରୁଛନ୍ତି । ସେ ଆପଣଙ୍କର ଦୁର୍ବଳତାକୁ ଜାଣିଛନ୍ତି । ବନ୍ଧୁଗଣ ଆପଣ କେଉଁ ନମ୍ବରଟି ବାଛିଲେ ଆମକୁ କମେଣ୍ଟରେ ଜଣାଇବେ, ଧନ୍ୟବାଦ ।