କାହିଁକି ଚଢାଯାଏ ଭଗବାନ ଶିବଙ୍କ ନିକଟରେ ଗଞ୍ଜେଇ ? Shiva Purana

ଆପଣ ମାନେ ଜାଣିଥିବେ ଭା-ଙ୍ଗ ବା ଗ-ଞ୍ଜେ-ଇ ଭଗବାନ ଶିବଙ୍କ ପାଖରେ ପ୍ରସାଦ ବାବେ ଚଢାଯାଏ । ଭଗବାନ ଶିବ ଙ୍କର ଫୋଟୋରେ ମଧ୍ୟ ଚି-ଲ-ମ ନେବାର ଦେଖା ଯାଇଥାଏ । ତେବେ ପ୍ରଶ୍ନ ଉଠୁଛି କଣ ଭଗବାନ ଶିବଙ୍କର ଏହି ସବୁ ନି-ଶା ସହ କୌଣସି ସ-ମ୍ପ-ର୍କ ରହିଛି । ଗ୍ରନ୍ଥରେ ଭଗବାନ ଶିବଙ୍କ ନାଁ ରେ କଣ ସବୁ ବର୍ଣ୍ଣନା କରା ଯାଇଛି । ତେବେ ଆସନ୍ତୁ ଜାଣିବା ଏହା ପଛରେ କଣ ସତ୍ୟତା ରହିଛି । ଯଦି ଆପଣ ମାନେ ଭାବୁଥିବେ କି ଭଗବାନ ଶିବଙ୍କର ଗ-ଞ୍ଜେ-ଇ ସହ କୌଣସି ସ-ମ୍ପ-ର୍କ ରହିଛି ତେବେ ଏହା ମି-ଥ୍ୟା ଅଟେ ।

ଯେଉଁ ବ୍ୟକ୍ତି ଏହି ନି-ଶା ସେବନ କରୁଥାଏ ସେ ଯେତେବେଳେ କହିଥାଏ କି ଭଗବାନ ଶିବ ନି-ଶା କରିଥାନ୍ତି ତେବେ ହୁଏ ତ ସେହି ବ୍ୟକ୍ତି ଜାଣି ନ ଥାଏ କି ଭଗବାନ ଶିବଙ୍କର ବିରାଟ ସ୍ୱରୂପ କଣ ରହିଛି ଓ ଗ୍ରନ୍ଥରେ କଣ ଉଲ୍ଲେଖ ରହିଛି । ଶିବ ପୁରାଣ, ବିଶୁଣୁ ପୁରାଣ, ସ୍କନ୍ଧ ପୁରାଣ ଆଦିରେ ଭଗବାନ ଶିବଙ୍କର ଚରିତ୍ର ବି-ଷୟରେ ବିସ୍ତାର ଭାବେ ବର୍ଣ୍ଣନା କରା ଯାଇଛି । ଏହି ସବୁ ପୁରାଣରେ ଭଗବାନ ଶିବଙ୍କୁ ଗ-ଞ୍ଜେ-ଇ ବା ଭା-ଙ୍ଗ ଚଢା ଯିବାର କୌଣସି କଥା ଲେଖା ଯାଇନାହି । କିନ୍ତୁ ଭଗବାନ ଶିବଙ୍କୁ ଭା-ଙ୍ଗ ପତ୍ର ଅର୍ପଣ କରାଯାଏ ଯାହା ଶିବ ପୁରାଣରେ ଲେଖା ଯାଇଅଛି ।

ଏହା ପଛରେ ଏକ କାହାଣୀ ରହିଛି ଯାହା ସମୁଦ୍ର ମନ୍ଥନ ସହ ଜଡିତ ହୋଇଛି । ଯେବେ ସମୁଦ୍ର ମନ୍ଥନ ହୋଇଥିଲା ତେବେ ସେଥିରୁ ବି-ଷ ବାହାରି ଥିଲା ଯାହାକୁ ସେବନ କରିବାକୁ ସମସ୍ତେ ଡ-ରି-ଥିଲେ । ସେହି ସମୟରେ ଭଗବାନ ଶିବ ସେହି ବି-ଷକୁ ସେବନ କରିଥିଲେ । ବି-ଷ ପିଇବା ପରେ ଭଗବାନ ଶିବଙ୍କର ଗଳା ନୀଳ ପଡିଯିବାରୁ ତାଙ୍କର ଅନ୍ୟ ଏକ ନାମ ହେଉଛି ନୀଳକଣ୍ଠ । ଯେବେ ଭଗବାନ ଶିବଙ୍କର ଗଳା ନୀଳ ପଡି ଯାଇଥିଲା ସେତେବେଳେ ତାଙ୍କୁ ଶାନ୍ତ କରିବା ପାଇଁ ଭା-ଙ୍ଗ ପତ୍ରରେ କ୍ଷୀର ମିଶାଇ ସେବନ କରିବାକୁ ଦିଆ ଯାଇଥିଲା ।

ଏହି କାରଣ ଯୋଗୁ ଭଗବାନ ଶିବଙ୍କ ପାଖରେ ଭା-ଙ୍ଗ ଅର୍ପଣ କରାଯାଏ । ତେବେ ଯେଉଁ ମାନେ କୁହନ୍ତି କି ଭଗବାନ ଶିବ ଗ-ଞ୍ଜେ-ଇ ବା ଭା-ଙ୍ଗ ସେବନ କରିଥାନ୍ତି ତାହା ଏକ ଭ୍ରାନ୍ତ ଧାରଣା ଅଟେ । ଏହ ଏକ ମିଥ୍ୟା ପ୍ରଚାର ଅଟେ ଯାହା କିଛି ଲୋକ ମାନେ ପ୍ରଚାର କରୁଛନ୍ତି । ନି-ଶା କରିବା ଏକ ବ୍ୟକ୍ତିଗତ କାରଣ ଅଟେ । ଯାହାର ଯେଉଁ ପ୍ରକୃତି ତାହାର ତାର ମୃ-ତ୍ୟୁ ପର୍ଯ୍ଯନ୍ତ ରହିଥିବ ଏଥିରେ କୌଣସି ସନ୍ଦେହ ନାହି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *