କଣ ପାଇଁ ମହିଳାଙ୍କ ମଧ୍ୟରେ ସଂଭୋଗ କରିବା ଇଛା ସମାପ୍ତ ହୋଇଯାଏ ? ଏହା ପଛରେ ଅଛି ଏହି ବଡ କାରଣ…

ନମସ୍କାର ବନ୍ଧୁଗଣ । ମା-ନ-ସି-କ ଚି-ନ୍ତା ବା ଥକି ଯିବା କାରଣରୁ ସେ-କ୍ସ ଇଚ୍ଛା କମ ହୋଇଯିବା ଏକ ସାଧାରଣ କଥା ଅଟେ । କିନ୍ତୁ ଅଧିକ ସମୟ ଯାଏଁ ସେ-କ୍ସ ରେ କମି ଆସିବା ଏହା ଏକ ଚି-ନ୍ତା-ଜ-ନ-କ କଥା ଅଟେ । ଏହି ସ-ମ-ସ୍ଯା କୁ HSSD ବା ହାଇପୋଏକ୍ଟିବ ସେ-କ୍ଷୁ-ଆ-ଲ ଡି-ଜା-ୟ-ର ଡି-ଶ-ଅ-ର୍ଡ-ର କୁହାଯାଏ । ଏହି ସମସ୍ଯା ଅଧିକାଂଶ ମହିଳାଙ୍କ ଥରେ ଦେଖାଯାଏ । ସେ-କ୍ସ କୁ ନେଇ ଏବେ କିଛି ମହିଳା ମାନେ ଖୋଲି କରି କହି ପାରନ୍ତି ନାହି ।

ମହିଳା ମାନେ ଏହାକୁ ନଜର ଅନ୍ଦାଜ କରି ଡାକ୍ତରଙ୍କ ପାଖ କୁ ଯିବା ପାଇଁ କୁ-ଣ୍ଠା-ବୋ-ଧ- କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହାର ଡି-ଶ-ଅ-ର୍ଡ-ର କଣ ରହିଛି ଓ ଏହାକୁ କିପରି ଦୂର କରାଯାଇ ପାରିବ ସେହି ବିଷୟରେ କହିବାକୁ ଯାଉଛୁ । HSSD ସମସ୍ଯା ମହିଳା ମାନଙ୍କ ଥରେ ଏକ ସାଧାରଣ କଥା ଅଟେ । ଏଥିରେ ମହିଳାଙ୍କ ଠାରେ ସେ-କ୍ସ-ର କମି ଦେଖାଯାଏ । ଯେଉଁ ମହିଳାଙ୍କ ଠାରେ ଏହି ଡି-ଶ-ଅ-ର୍ଡ-ର ଦେଖାଯାଏ ସେମାନଙ୍କ ଠାରେ ସେ-କ୍ଷୁ-ଆ-ଲ ଆକ୍ଟିଭୀଟିରେ କମି ଦେଖାଯାଏ ।

ଏହି ମହିଳା ମାନଙ୍କୁ ସେ-କ-ସୁ-ଆ-ଲ ଫେ-ଣ୍ଟେ-ସି-ର ମଧ୍ୟ ଅନୁଭବ ହୁଏ ନାହି । ସେ-କ୍ସ ଡ୍ରା-ଇ-ଭ-ରେ କମି ଯୋଗୁ ଅନେକ ପ୍ରକାରର ମା-ନ-ସି-କ ଚି-ନ୍ତା ସୃଷ୍ଟି ହୋଇଥାଏ । ଏହି କାରଣରୁ କିଛି ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ମନାନ୍ତର ଦେଖାଯାଏ । ମୁଣ୍ଡରେ ଅଧିକ ଟେ-ନ-ସ-ନ ନେଲେ ସେ-କ୍ସ କମି ହୋଇଥାଏ । ସାଧାରଣତ ମେନୋପୋଜ ପରେ ସେ-କ୍ସ କମି ଆସିଥାଏ । କେବେ କେବେ ଔଷଧ ବା ରୋ-ଗ ଯୋଗୁ ଏହା ଦେଖାଯାଏ । ଏହା ଛଡା ଚି-ନ୍ତା ବା ଡି-ପ୍ରେ-ସ-ନ ପାଇଁ ମଧ୍ୟ ସେ-କ୍ସ କମି ହୋଇଥାଏ ।

ପ୍ରେଗନେଣ୍ଟ ହେବା ପରେ ଛୁଆ ହେବା ବା ପାର୍ଟନର ସହ ଖ-ରା-ପ ସ-ମ୍ପ-ର୍କ ଥିବାରୁ ମଧ୍ୟ ଏହି କମି ହୋଇଥାଏ । ସାମାନ୍ଯ ସେ-କ୍ସ ଡ୍ରା-ଇ-ଭ ଉପରେ କୌଣସି ପରିଭାଷା ନାହି କାରଣ ଏହା ପ୍ରତେକ ବ୍ୟକ୍ତି ଉପରେ ଅଲଗା ଅଲଗା ଭାବେ ନିର୍ଭର କରିଥାଏ । ବ୍ୟକ୍ତି ସେତେବେଳେ ଏହା ଜାଣିଥଏ ଯେବେ ତା ଶରୀରରେ ସେ-କ୍ସ କମି ହୋଇଥାଏ । ଯଦି ଆପଣ ଚି-ନ୍ତା, ଡି-ପ୍ରେ-ସ-ନ ବା ମେଡିକାଲ କ-ଣ୍ଡି-ସ-ନରେ ଅଛନ୍ତି ତେବେ ଏହାର ପ୍ରଭାବ ପଡିଥାଏ । ଯଦି ଆପଣଙ୍କ ଠାରେ ଲି-ବି-ଡୋ-ର କମି ଥାଏ ତେବେ ଆପଣ HSSDDର କମି ଅନୁଭବ କରିବେ ।

ଯଦି ଆପଣଙ୍କୁ HSSDD ର କମି ଅନୁଭବ ହେଉଛି ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ମହିଳା ମାନେ ମେଡ଼ିସିନ ଦ୍ଵାରା ଲି-ବି-ଡୋ- ସମସ୍ୟାରୁ ମୁ-କ୍ତି ପାଇ ପାରିବେ । ଏହା ଛଡା ମହିଳା ମାନେ ପୁରୁଷ ସହ ଭଲ ପରିବେଶରେ ରହିଲେ ସେ-କ୍ସ ହୋଇଥାଏ । ଏହା ଛଡା ମନୋବୈଜ୍ଞାନିକ ଥେ-ରା-ପି ଦ୍ଵାରା ମଧ୍ୟ ଏହାକୁ ଦୂର କରାଯାଇ ପାରିବ । ସେ-କ୍ସ ଚିକିତ୍ସକଙ୍କ ସହାୟତାରେ ଆତମ୍ବିଶ୍ଵାସକୁ ମଧ୍ୟ ପୁଣି ଥରେ ଅଣା ଯାଇପାରିବ । ଏହିଭଳି ଡି-ଶ-ଅ-ର୍ଡ-ର-ରେ ମହିଳା ମାନଙ୍କ ଠାରେ କାଙ୍ଗୀନୀଟିବ ବିହୋବେରିୟଲ ଥେରାପି ବହୁତ ଅସର ହୋଇଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *