ପାରାଲିସିସ୍ କାହିଁକି ହୁଏ ? ଜାଣନ୍ତୁ ଏହାର କାରଣ ଏବଂ କେମିତି ବଞ୍ଜିବେ ଏଥିରୁ… ଯଦି ପାରାଲିସିସ୍ ହୁଏ ତେବେ ସଙ୍ଗେ ସଙ୍ଗେ କରନ୍ତୁ ଏଇ ଗୋଟିଏ କାମ

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏକ ସୂଚନା ଦେବୁ । କଣ ଆପଣ ଜାଣିଛନ୍ତି ପାରାଲିସିସ୍ କାହିଁକି ହୁଏ ? ଯଦି ଜାଣି ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବୁ । ଆପଣ ଜାଣିଥିବେ ପାରାଲିସିସ୍ ଗୋଟିଏ ବହୁତ ବଡ ସମସ୍ୟା, ଏହା ଆମ ଦେଶରେ ପ୍ରାୟେ ୬୫ ପ୍ରତିଶତ ଲେକଙ୍କୁ ହୋଇଥାଏ । ଆଜିକାଲି ବହୁତ ଲୋକ ଏହି ରୋଗର ଶିକାର ହେଉଛନ୍ତି । କିଛି ଲୋକ ତ ଏହି ରୋଗରେ ମୃତ୍ୟୁବରଣ କଲେଣି ।

ଅନେକ ଚିକିତ୍ସା ପରେ ବାଧ୍ୟ ବହୁତ ଲୋକ ଭଲ ହେଇ ପାରୁ ନାହାନ୍ତି । ତେବେ ଏହା କାହିଁକି ହୁଏ ଓ କେମିତି ଆପଣ ଏଥିରୁ ବଞ୍ଚି ପାରିବେ ସେ ବିସାୟରେ ଆଜି ଆମେ ଆଲୋଚନା କରିବା ।

ତେବେ ଏହି ରୋଗ ହେଉଛି ଏମିତି ଏକ ରୋଗ ଯାହା ଦ୍ଵାରା ମଣିଷର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ କାମ କରିବା ବନ୍ଦ କରି ଦିଏ । ଏହା ବ୍ଯତୀତ ସେହି ବ୍ୟକ୍ତି ନା ଠିକ ଭାବରେ ଖାଇ ପାରେ ନା କଥା କହିପାରେ ।  ତେବେ ଏହା ଏକ ବାୟୁଜନିତ ଶାରୀରିକ ରୋଗ  ଅଟେ । ପାରାଲିସସ୍ ବ୍ୟକ୍ତିଙ୍କୁ ତୁରନ୍ତ ମହୁ ଏବଂ ରସୁଣ ଖାଇବା କୁ ଦିଅନ୍ତୁ ।

ଏପରି କରିବା ଦ୍ବାରା ତାଙ୍କର ଅଚଞ୍ଚଳ ଅଙ୍ଗ ଗୁଡିକ ଏବଂ ତାଙ୍କ ସ୍ନାୟୁ ର କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଦି ପାଇଥାଏ ଯାହାଫଳରେ ସେ ସୁସ୍ଥ ହୋଇନଥିଲେ ମଧ୍ୟ କିଛି ମାତ୍ରାରେ ଆଫଣ ତାଙ୍କୁ ସୁରକ୍ଷା ଦେଇପାରିବେ । ଏହା କରିବା ଦ୍ଵାରା ଆପଣ ସଂପୂର୍ଣ୍ଣ ସୁସ୍ଥ ହୋଇଯିବେ । ତେବେ ପାରାଲିସିସ୍ ଆଟାକ ଆସୁଥିବା ବ୍ୟକ୍ତିଙ୍କୁ ସଙ୍ଗେ ସଙ୍ଗେ ରସୁଣ ଏବଂ ମହୁ ଖାଇବାକୁ ଦେବା ସହ ତାଙ୍କ ଅଙ୍ଗରେ ବିଶେଷ କରି ପାଦରେ ତେଲ ମାଲିସ କରନ୍ତୁ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *