କାହିଁକି କମ ବୟସରେ ମହିଳା ବିଧବା ହୁଅନ୍ତି ? ଏହା ପଛରେ କଣ ରହିଛି କାରଣ? ଜାଣିବା ପାଇଁ ଦେଖନ୍ତୁ

ଦର୍ଶକ ବନ୍ଧୁ ହିନ୍ଦୁ ପରମ୍ପରା ଅନୁଯାୟୀ ଜଣେ ସ୍ତ୍ରୀ ପାଇଁ ବିଧବା ହେବା କୌଣସି ଅଭିଶାପ ଠାରୁ କମ ନୁହେଁ । ସମାଜ ଦ୍ଵାରା ପୀଡିତ ସ୍ତ୍ରୀ ମନରେ ପ୍ରଶ୍ନ ଆସିଥାଏ କି ଏମିତି କେଉଁ କାରଣ ପାଇଁ ହୋଇଥାଏ । କେଉଁ କାରଣ ପାଇଁ ବା କେଉଁ କର୍ମ କରିଥିଲେ ସ୍ତ୍ରୀ ବିଧବା ହୋଇଥାନ୍ତି । ଗରୁଡ ପୁରାଣ ରେ ସ୍ତ୍ରୀ ର ମୃତ୍ୟୁ ପୂର୍ବରୁ ସ୍ବାମୀର ମୃତ୍ୟୁ ବିଷୟରେ ବିଶେଷ ଭାବେ କୁହା ଯାଇଛି । ଏହି ରହସ୍ୟ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଗରୁଡ ପୁରାଣ ରେ ଏମିତି ୩ଟି କର୍ମ ବିଷୟରେ କୁହା ଯାଇଛି ଯାହା ସ୍ତ୍ରୀ ର ବିଧବା ହେବାର ପ୍ରମୁଖ କାରଣ ଅଟେ । ପ୍ରଥମ ଟି ହେଉଛି ଯେବେ କୌଣସି ସ୍ତ୍ରୀ ନିଜ ସ୍ବାମୀର ଲମ୍ବା ଆୟୁଷ ପାଇଁ କୌଣସି ବ୍ରତ ରଖିଥାଏ । ତେବେ ସ୍ତ୍ରୀ କୁ ନିଷ୍ଠା ସହକାରେ କରିବା ଉଚିତ । ଗରୁର ପୁରାଣ ଅନୁଯାୟୀ ଯେଉଁ ସ୍ତ୍ରୀ ବ୍ରତ ନୀତି ନିୟମ ଅନୁଯାୟୀ ପୂଜା କରେ ନାହିଁ।

ବିଧିର ଉଲଂଘନ କରିଥାଏ, ଯେଉଁ ସ୍ତ୍ରୀ ବ୍ରତ ସମୟରେ ଚୋରୀ କରି ଭୋଜନ ବା ଜଳର ସେବନ କରିଥାଏ କିମ୍ବା ନିଜେ ପାପକୁ ଲୁଚାଇଥାଏ ସେଭଳି ସ୍ତ୍ରୀ ସ୍ବାମୀର ଆୟୁଷ କମ କରିଥାଏ । ଯାହା ଭବିଷ୍ୟତରେ ସ୍ବାମୀର ମୃତ୍ୟୁର କାରଣ ହୋଇଥାଏ । ଯେଉଁ ସ୍ତ୍ରୀ ବ୍ରତ ସମୟ ରେ ଭୋଜନ କଥା ଚିନ୍ତା କରିଥାଏ ଅନେକ ଜନ୍ମ ଯାଏଁ ସେ ସ୍ଵାମୀ ସୁଖ ରୁ ବଞ୍ଚିତ ହୋଇଥାଏ ।

ଦ୍ଵିତୀୟ ଟି ହେଉଛି ଯେଉଁ ସ୍ତ୍ରୀ କଥା କଥାରେ ସ୍ବାମୀର ମିଛ ରାଣ ଖାଇଥାଏ , ସର୍ବଦା ମିଛ କହିଥାଏ, ବିନା କାରଣରେ କଳହ କରିଥାଏ ବା ସ୍ଵାମୀ କୁ ଅପଶବ୍ଦ କହିଥାଏ ସେଭଳି ସ୍ତ୍ରୀ ପାପର ଭାଗୀଦାର ହୋଇଥାଏ । ଯାହାର ପରିଣାମ ସ୍ୱରୂପ ସେହି ସ୍ତ୍ରୀ ର ସ୍ଵାମୀ ର ଅକାଳ ମୃତ୍ୟୁ ହୋଇଥାଏ ।

ଗରୁଡ ପୁରାଣ ଅନୁଯାୟୀ ଯେଉଁ ସ୍ତ୍ରୀ ନିଷ୍ଠାରେ ବ୍ରତ କରିଥାଏ କିନ୍ତୁ ସ୍ବାମୀର ଅପମାନ କରିବା ସହ ଅପଶବ୍ଦ କହିଥାଏ ସେଭଳି ସ୍ତ୍ରୀ ସ୍ଵାମୀ ଶୁଖାରୁ ବଞ୍ଚିତ ହୋଇଥାଏ । ତୃତୀୟ କଥା ଟି ହେଉଛି ଯଦି କୌଣସି ସ୍ତ୍ରୀ ମାଂସ ଭୋଜନ କରିଥାଏ ବ୍ରତ କରି ତେବେ ତାଙ୍କ ସ୍ଵାମୀ ଉପରେ ନିୟମିତ ଭାବେ ସମସ୍ଯା ଆସିଥାଏ । ଏହି ଛୋଟ ଛୋଟ ଭୁଲ କାରଣରୁ ସ୍ଵାମୀ ର ଆୟୁଷ କମ ହୋଇଥାଏ ଓ ସ୍ଵାମୀ ଅଳ୍ପ ବୟସରୁ ମୃତ୍ୟୁବରଣ କରିଥାଏ ।

ଏହା ବାଦ ଗୁରୁବାର ଦିନ ସ୍ତ୍ରୀ କେଶ ଧୋଇବା କାରଣରୁ ସ୍ଵାମୀ ଙ୍କ ଉପରେ ବିପଦ ଆସିଥାଏ ଓ ମୃତ୍ୟୁ ହୋଇଥାଏ । ଯେଉଁ ସ୍ତ୍ରୀ ସ୍ବାମୀର ସୁରକ୍ଷା ପାଇଁ ମଙ୍ଗଳସୂତ୍ର ବା ସିନ୍ଦୁର ପିନ୍ଧେ ନାହିଁ ସେଭଳି ସ୍ତ୍ରୀ ର ସ୍ବାମୀଙ୍କର ଆୟୁଷ କମ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *