ଦଶମ ଶ୍ରେଣୀ ଝିଅ Rashmi କାହିଁକି ଏମିତି କଲା ? ଛାତି ପିଟି କାନ୍ଦୁଛି ମାଆ’… ଦୃଶ୍ୟ ଦେଖିଲେ ଆଖିରେ ଲୁହ ରହିବନି

ରଶ୍ମୀ ମାଳା ପାଢି ଦଶମ ଶ୍ରେଣୀରେ ପଢୁଥିଲେ । ମାଟ୍ରିକ ପରୀକ୍ଷାର ଶେଷ ପରୀକ୍ଷା ଥିଲା । ହେଲେ ଏମିତି କଣ ହେଲା କେଜାଣି ନିଜ ଜୀବନ ହାରି ଦେଲେ ଦଶମ ଶ୍ରେଣୀ ର ଛାତ୍ରୀ ରଶ୍ମୀ ବାଳା ପାଢି । ହଁ ଦର୍ଶକ ବନ୍ଧୁ ସେଥିପାଇଁ ତ ଦଶମ ଶ୍ରେଣୀର ଛାତ୍ରୀ ରଶ୍ମୀବାଳା ଆଜି ଖବର ର ଶୀର୍ଷରେ ପହଞ୍ଚିଛି । ହଁ ଦର୍ଶକ ବନ୍ଧୁ ମେଡିକାଲ ବରାନଦା ରେ ମା ଛାତି ଫଟାଇ କାନ୍ଦୁଛି ଆଉ କହୁଛି କାହିଁକି ଏମିତି କରିଲୁ ଲୋ ମା ?

କି ଭୁଲ କରିଥିଲି ମୁଁ ତୋର ତୁ କାହିଁକି ଏମିତି କରିଲୁ ଲୋ ମା ?  ଏମିତି କିଛି କହି ମେଡିକାଲ ବାରଣ୍ଡାରେ ଛାତି ପିଟି ଗାଡି ଯାଉଛି ଝିଅକୁ ହରାଇ ତା ମା । କେମିତି ବା ନ କାନ୍ଦିବ ଏ ଝିଅ ଯେବେ ଜନ୍ମ ହୋଇଥିଲା ତା ଘରକୁ ଲକ୍ଷ୍ମୀ ଆସିଲା ବୋଲି ସମସ୍ତେ କହୁଥିଲେ । ଖୁସିରେ ଘର ଟା ଫାଟି ପଡୁଥିଲା ସମସ୍ତଙ୍କ ମୁହଁରେ ଖୁଶିର ଆନନ୍ଦ ଖେଳି ଯାଇଥିଲା ।

ଆଉ ସେହି ଝିଅ ଯେବେ ସମସ୍ତଙ୍କୁ ପର କରି ଅଫେରା ରାଇଜକୁ ରାଜକୁମାରୀ ପାଲଟି ଯାଇଛି ଆଖିରେ ଲୁହ ବା କେମିତି ରହିବ ? ବୋଲ ମାନୁନି ଆଖିର ଲୁହ । ଅମାନିଆ ଲୁହ ଆଖିରୁ ଝଋ ଯାଉଛି । ସୂଚନା ଅନୁଯାୟୀ ପରୀକ୍ଷା କେନ୍ଦ୍ରରେ ଛାତ୍ରୀଙ୍କର ମୃ-ତ୍ୟୁ ହୋଇଥିବା ଜଣା ପଡିଛି । ମାଟ୍ରିକ ପରୀକ୍ଷା କେନ୍ଦ୍ର ରେ ଜୀ-ବ-ନ ହା-ରି-ଛ-ନ୍ତି ଦଶମ ଛାତ୍ରୀ । ଯାଜପୁର ଟାଉନ ଥାନା ବରହଟା ପାଇଲ ସାହି ଗାଁ ର ରଶ୍ମୀ ବାଳା ପାଢି ।

ସେ ଯାଜପୁର ଜିଲ୍ଲା ମୁନସିପାଲିଟି ହାଇ ଦଶମ ଶ୍ରେଣୀର ସ୍କୁଲରେ ପରୀକ୍ଷା ଦେଉଥିଲେ । ତେବେ ଛାତ୍ରୀ ଜଣଙ୍କର ହଠାତ ମୃ-ତ୍ୟୁ ହେଲା । ଏ ଯାଏଁ ମୃ-ତ୍ୟୁ-ର କାରଣ ସ୍ପଷ୍ଟ ହୋଇ ନାହି । ହେଲେ ପରିବାର ଲୋକେ କହୁଛନ୍ତି ଇଂରାଜୀ ପରୀକ୍ଷା କୁଆଡେ ରଶ୍ମୀଙ୍କର ଖରାପ ହୋଇଥିଲା । ଏଥିପାଇଁ ଘରେ କିଏ ଟିକେ ପାଟି କରିଥିଲେ । ଆଉ ତା ପରେ ଛାତ୍ରୀ ଜଣକ ଏମିତି କିଛି କାମ କରିଥିଲେ ।

ଯାହାକୁ ସହଜରେ ବିଶ୍ଵାସ କରିପାରୁ ନାହାନ୍ତି ପରିବାର ଲୋକେ । ନିଜକୁ କ୍ଷମା କରିପାରୁ ନାହି ତା ମା । ହେଲେ ସବୁ ଭିତରେ କିନ୍ତୁ ରଶ୍ମୀ ବାଳା ପାଢି ଙ୍କର ମୃ-ତ୍ୟୁ ହୋଇଛି । ତେବେ ପୋଲିସର ତଦନ୍ତ ପରେ ଯାଇ ସ୍ପଷ୍ଟ ହେବ ରଶ୍ମୀ ବାଳା ଙ୍କର କାହିଁକି ମୃ-ତ୍ୟୁ ହୋଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *