ଖାନଙ୍କ ପୁଅ Aryanଙ୍କ ପାଇଁ ବଢିଲା ଅଡୁଆ, ଚିନ୍ତାରେ Shah Rukh Khan

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବଲିଉଡ କିଙ୍ଗ ଖାନ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଡ୍ର-ଗ୍ସ ମା-ମ-ଲାରେ ଗି-ର-ଫ ହୋଇଛନ୍ତି । ତାଙ୍କ ସହ ତାଙ୍କର ୯ ଜଣ ବନ୍ଧୁ ମଧ୍ୟ ଏହି ମା-ମ-ଲାରେ ଗି-ର-ଫ ହୋକିହନ୍ତି । ବର୍ତ୍ତମାନର ଖବର ଅନୁଯାୟୀ କିଙ୍ଗ ଖାନଙ୍କ ପୁଅ ପାଇଁ ଅଡୁଆ ବଢିଆବରେ ଲାଗିଛି । ଆସନ୍ତା ୭ ତାରିଖ ଯାଏଁ NCB ରି-ମା-ଣ୍ଡରେ ରହିବେ ଆର୍ୟାନ । ଏନସିବୀ ଆସନ୍ତା ୧୧ ତାରିଖ ଯାଏଁ ରି-ମା-ଣ୍ଡ ମାଗିଥିବା ବେଳେ କୋର୍ଟ ୭ ତାରିଖ ଯାଏଁ ଅନୁମତି ମିଳିଛି । କୋର୍ଟକୁ ନିଜ ସଫେଇରେ ଆର୍ୟାନ କହିଛନ୍ତି ଯେ ତାଙ୍କର ଡ୍ର-ଗ୍ସ  ମ-ମା-ଳା ସହ କୌଣସି ସ-ମ୍ପ-ର୍କ ନାହି କି ସେ ଡ୍ର-ଗ୍ସର ସେବନ କରନ୍ତି ନାହି ।

ସେଦିନ ରାତିରେ ସେ ସେହି ପାର୍ଟିରେ ଅତିଥି ଭାବେ ଯାଇଥିଲେ । ଡ୍ର-ଗ୍ସ ମା-ମ-ଲାରେ ମୂଳ ଯାଏଁ ଫଞ୍ଚିବାକୁ ହେଲେ ଗି-ର-ଫ ଆର୍ୟାନ, ଅରବାଜ ଓ ମୁନମୁନଙ୍କୁ ଅଧିକ ଜେରା ଆବଶ୍ୟକ ବୋଲି ଲକ୍ଷ ରଖିଥିଲେ ଏନସିସବୀ ଓକିଲ । ଏନସିବୀ ଫୋକସରେ ଅନ୍ତରାଷ୍ଟ୍ରୀୟ ଡ୍ର-ଗ୍ସ ରିୟାକେଟ । କୃଜ ଡ୍ର-ଗ୍ସ ପାର୍ଟିର ଚେର ବାହାର ଦେଶକୁ ଲମ୍ବି ଥିବାର ସୁ-ରା-ଗ ଲାଗିଛି ନା-ର-କୋ-ଟି-ସ ବ୍ଯୁରୋ ହାତରେ । ସୂଚନା ଅନୁସାରେ ଗି-ର-ଫ ହୋଇଥିବା ଅହିଯୁକ୍ତଙ୍କ ମୋବାଇଲରୁ ମିଳିଛି ଅନେକ ତଥ୍ୟ ଯାହା ଅନ୍ତରାଷ୍ଟ୍ରୀୟ ଡ୍ର-ଗ୍ସ ଆଡକୁ ଇସାରା କରୁଛି । ଏହାର ଅଧିକ ତ-ଦ-ନ୍ତ ପାଇଁ ଏବେ ଅଣ୍ଟା ଭିଡିଛି ଏନସିବୀ ।

ରି-ମା-ଣ୍ଡ କପିରେ ଏନସିବୀ ଦର୍ଶାଇଛି ଯେ ବିଦେଶରୁ ବହୁ ପରିମନାରେ ଡ୍ର-ଗ୍ସ କିଣିବାକୁ ହୋଇଥିଲା ଡିଲ । ଏହି ମା-ମ-ଲା ରେ ଯେଉଁ ଅ-ଭି-ଯୁ-କ୍ତ ମାନେ ଗି-ର-ଫ ହୋକିହନ୍ତି ସେମାନେ ସମ୍ପୃକ୍ତ ବୋଲି ଏନସିବୀ କହିଛି । କେବଳ ଏମିତି ନୁହେଁ ବରଂ ଡ୍ର-ଗ୍ସ କାରବାରର ପୁରା ରି-ୟା-କେ-ଟ କାମ କରୁଛି ବୋଲି ସୂଚନା ମିଳିଛି । ତେଣୁ ଏହି ଘଟଣା କୁ ସାମନାକୁ ଆଣିବାକୁ ହେଲେ ଅଧିକ ଜେ-ରା ଆବଶ୍ୟକ ବୋଲି ଏନସିବୀ ସୂଚନା ଦେଇଛି । ତେବେ ଶାହରୁଖ ଙ୍କ ପାଇଁ ବର୍ତ୍ତମାନ ତାଙ୍କ ପୁଅ ଆର୍ୟନ ଆସନ୍ତା ୭ ଯାଏଁ ରି-ମା-ଣ୍ଡ ରହିବ ଏକ ଅଡୁଆର ବିଷୟ ହୋଇ ପଡିଛି ।

ତେବେ ନିଜ ପୁଅକୁ ଏହି ମା-ମ-ଲାରୁ ମୁକୁଳାଇବା ପାଇଁ କିଙ୍ଗ ଖାନ ନିଜର ସବୁ ଉଦ୍ୟମ ଜାରି ରଖିଛନ୍ତି । ଏମିତି କି ସେ ନିଜର ଫିଲ୍ମ ଶୁ-ଟି-ଙ୍ଗ ବାତିଲ କରି ଆସିଛନ୍ତି । ଏହା ସହ ବଲିଉଡ ବାହାଇଜାନ ସଲାମନା ଖାନ ମଧ୍ୟ କିଙ୍ଗ ଖାନଙ୍କର ଏହି ବିପଦ ସମୟରେ ତାଙ୍କୁ ଶାନ୍ତୁନା ଦେବା ପାଇଁ ମାନତାରେ ପହଞ୍ଚି ଥିଲେ । ତେବେ ଆଗକୁ ଏହି ଘଟଣା କେଉଁ ମୋଡ ନେବ ତାହା ଦେଖିବାର ଅଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *