ହେ ଭଗବାନ! Kajal Aggarwal ଙ୍କ ସ୍ଵାମୀ Priyanka Chopraର ସ୍ଵାମୀ ଠାରୁ ମଧ୍ୟ ଧନୀ

କାଜଲ ଅଗ୍ରୱାଲଙ୍କୁ କିଏ ଅବା ଜାଣି ନାହିଁ ବଲୀଉଡ, ଟଲିଉଡ ଓ ତାମିଲ ସବୁ ଚଳଚିତ୍ର ଦୁନିଆରେ ଅଭିନେତ୍ରୀ କାଜଲ ଅଗ୍ରୱାଲ ବହୁତ ପ୍ରସିଦ୍ଧ ଅଛନ୍ତି କାହିଁକିନା ତାଙ୍କ ଅଭିନୟ ଓ ସୁନ୍ଦରତା ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥାଏ ।

କାଜଲ ବଲୀଉଡରେ ଏତେ ଭଲ କାମ କରିଛନ୍ତି ଯାହା ପରେ ତାଙ୍କୁ ମିଡିଆ ଦ୍ଵାରା ସବୁବେଳେ ଏହି ପ୍ରଶ୍ନ କରା ଯାଉଥିଲା ଯେ ସେ ବିବାହ କେବେ କରିବେ ଓ କାହା ସହ କରିବେ ତେବେ କାଜଲ ଆଗ କିଛି କଂଫର୍ମ ନଥିଲେ କିନ୍ତୁ ଗତ ବର୍ଷ ସେ ମିଡିଆ ରେ କହିଥିଲେ ।

Image Courtesy: Google

ସେ ଏମିତି କାହା ସହ ବିବାହ କରିବାକୁ ଚାହାନ୍ତି ଯିଏ ଚଳଚିତ୍ର ଦୁନିଆର ନହେଉ ଓ ସବୁବେଳେ ମୋର ଓ ନିଜ ପରିବାର ଧ୍ୟାନ ରଖୁ ସମସ୍ତଙ୍କୁ ସୁଖୀରେ ରଖିବା ପାଇଁ ତା ମନ ହେଉ । ତେବେ ଖବର ଅନୁଯାଇ କିଛି ମାସ ତଳେ କାଜଲ ଗୁପ୍ଚୁପ ଭାବରେ ନିର୍ବନ୍ଧ କରିଛନ୍ତି ବୋଲି ଖବର ଆସିଛି ।

Image Courtesy: Google

ତେବେ ଏହା ପରେ ନିଜେ କାଜଲ ନିଜ ବିବାହ ପାଇଁ ଟ୍ବିଟ କରିଛନ୍ତି ଓ ଲେଖିଛନ୍ତି “ ମତେ ଆପଣ ମାନଙ୍କୁ ଏହା ଜଣେଇବା ପାଇଁ ବହୁତ ଖୁସି ଲାଗୁଛି ଯେ ମୁଁ ଗୌତମ କିତ୍ଚ୍ଲୁ ସହ ୩୦ ଅକ୍ଟୋବର କୁ ବିବାହ କରିବାକୁ ଯାଉଛି, ତେବେ ଏହି ବିବାହ ମୁମ୍ବାଇରେ ହବ ତେବେ ସ୍ଥିତି ଖରାପ ହବାରୁ ଆମେ ଏହାକୁ କେବଳ ଫ୍ଯାମିଲି ମେମ୍ବର ମାନଙ୍କ ଆଗରେ କରିବୁ । ତେବେ ସ୍ଥିତି ଖରାପ ହବାରୁ ମୁଁ ମୋ ଫ୍ୟାନ୍ସ ମାନଙ୍କୁ ଡାକି ପାରି ନାହିଁ କିନ୍ତୁ ମୁଁ ଜାଣିଛି ଆପଣଙ୍କ ଭଲ ପାଇବା ମୋ ସହ ସବୁବେଳେ ଅଛି ଆଉ ଆପଣଙ୍କ ସପୋର୍ଟ ଓ ଭଲ ପାଇବା ମୋ ଜୀବନରେ ବହୁତ ମୂଲ୍ୟବାନ ଅଟେ । ସେଥିପାଇଁ ଆମ ବିବାହରେ ଆମକୁ ଆଶୀର୍ବାଦ ଓ ପ୍ରେମ ନିଶ୍ଚିନ୍ତ ଦେବେ ।

Image Courtesy: Google

ତେବେ କାଜଲ ନିଜ ଟ୍ବିଟରେ ଏହା ମଧ୍ୟ କହିଛନ୍ତି ଯେ ସେ ବିବାହ ପରେ ମଧ୍ୟ ଚଳଚିତ୍ର ଦୁନିଆରେ କାମ କରିବେ ଓ ନିଜ ଦର୍ଶକ ମାନଙ୍କୁ ଏଣ୍ଟରଟେନ କରିବେ । ତେବେ କାଜଲ ଅଗ୍ରୱାଲଙ୍କ ସ୍ଵାମୀ ବର୍ତମାନ ଇଣ୍ଟେରିଅର ଡିଜାଇନର ଅଟନ୍ତି, ତେବେ ୱେବ ଫରନିସ ୱାଇସ ପ୍ରେସିଡେନ୍ଟ ଓ ଦ ଏଲିଫେଣ୍ଟ କମ୍ପାନୀ ସିଇଓ ରହି ସାରିଛନ୍ତି ।

Image Courtesy: Google

ତେବେ ଆପଣ ଜାଣି ପାରୁଥିବେ ଫରେନ କମ୍ପାନୀ ସିଇଓ ଥିଲେ ଗୌତମ ତା ମାନେ ସେ ବହୁତ ଟ୍ୟାଲେନଟେଡ ଅଟନ୍ତି ଓ ନିଜ ପରିଶ୍ରମ ଦ୍ଵାରା ଆଜି ସବୁ କିଛି ପାଇଛନ୍ତି । କାଜଲ ନିଜ ନୂଆ ଜୀବନ ଆରମ୍ଭ କରିବା ପାଇଁ ବହୁତ ଖୁସି ଅଛନ୍ତି ଓ ନିଜ ଦର୍ଶକ ମାନଙ୍କୁ ମଧ୍ୟ ଷପୋର୍ଟ କରିବା ପାଇଁ କହିଛନ୍ତି ।

Leave a Reply

Your email address will not be published. Required fields are marked *