ବଲୀଉଡ ଏମିତି ଗୋଟେ ଦୁନିଆ ଯେଉଁଠାରେ ନା ବନେଇବା ପାଇଁ ବହୁତ ଲୋକଙ୍କ ସ୍ଵପ୍ନ ରହିଥାଏ କିନ୍ତୁ ବହୁତ କମ ଲୋକଙ୍କ ଏହି ସ୍ଵପ୍ନ ସାକାର ହୋଇଥାଏ । ତେବେ ଯାହାର ବାପା ମା ବଲୀଉଡରେ ନାହାନ୍ତି ତାଙ୍କୁ ଏହି ଦୁନିଆରେ ବହୁତ ଅଧିକ ସଂଘର୍ଷ କରିବାକୁ ପଡିଥାଏ, କିନ୍ତୁ କିଛି ଏମିତି ଲୋକ ମଧ୍ୟ ଅଛନ୍ତି ଯିଏ ନିଜ ପରିଶ୍ରମ ଦ୍ଵାରା ନିଜ ନା ବଲୀଉଡ ଟପ ଅଭିନେତ୍ରୀ ମାନଙ୍କ ମଧ୍ୟରେ ରଖି ପାରିଛନ୍ତି । ଆଜି ଆମେ ଆପଣଙ୍କୁ ଏମିତି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ସାସୁ ମା ତାଙ୍କ ଠାରୁ ବି ବହୁତ ସୁନ୍ଦରୀ ଅଟନ୍ତି ।
୧. ଦୀପିକା ପାଦୁକୋଣ :
ଦୀପିକା ପାଦୁକୋଣ ବଲୀଉଡ ବହୁତ ସୁନ୍ଦର ଆଉ ଟ୍ୟାଲେନଟେଡ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି, ତାଙ୍କ ଅଭିନୟ ଆଉ ସୁନ୍ଦରତା ଲୋକଙ୍କ ମନ କିଣି ପାରିଛି । ତେବେ ପିକୁ ଠାରୁ ଆରମ୍ଭ କରି ଐତିହାସିକ ପଦମାବତ ଚଳଚିତ୍ର ଭଳି ବହୁତ ଭଲ ଆଉ ସୁପର ହିଟ ଫିଲ୍ମ ଅଭିନେତ୍ରୀ ଦୀପିକା ବଲୀଉଡ ଜଗତକୁ ଦେଇଛନ୍ତି କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ତାଙ୍କ ସାସୁ ମାନଙ୍କ ନାମ କଣ ତାଙ୍କ ଶାଶୁଙ୍କ ନାମ ଅଞ୍ଜୁ ଭଗନାନୀ ଅଟେ ସେ ଜଣେ ହାଉସ ୱାଇଫ କିନ୍ତୁ ତାଙ୍କୁ ଲାଇମ ଲାଇଟରେ ରହିବା ବହୁତ ପସନ୍ଦ ଅଟେ, ତାଙ୍କ କପଡା ଆଉ ଷ୍ଟାଇଲ ଦେଖି ଆପଣ କହିବେ ନାହିଁ ଯେ ତାଙ୍କ ପୁଅ ଏତେ ବଡ ଅଟନ୍ତି ସେ ଦେଖିବା ପାଇଁ ଦୀପିକାଙ୍କ ସୁନ୍ଦରତାକୁ ଟକର ଦେଇଥାନ୍ତି । ଦୁହିଙ୍କ ମଧ୍ୟରେ ବହୁତ ଭଲ ପାଇବା ଅଛି, ଦୀପିକାଙ୍କ ସାସୁ ତାଙ୍କୁ ଝିଅ ଭଳି ରଖିଥାନ୍ତି ।
୨. ପ୍ରିୟଙ୍କା ଚୋପଡା :
ପ୍ରିୟଙ୍କା ଚୋପଡା କ୍ୱ୍ବାଳ ବଲୀଉଡ ନୁହେଁ ହଲିଉଡରେ ମଧ୍ୟ ନିଜ କଳା ଦେଖେଇଛନ୍ତି ଆଉ ତାଙ୍କ ଅଭିନୟ ଆଉ ସୁନ୍ଦରତାକୁ ଦର୍ଶକ ବହୁତ ପସନ୍ଦ ମଧ୍ୟ କରିଛନ୍ତି । ସେଥିପାଇଁ ବଲୀଉଡରେ ସବୁଠାରୁ ଅଧିକ ଟଙ୍କା ନଉଥିବା ଅଭିନେତ୍ରୀ ପ୍ରିୟଙ୍କା ଅଟନ୍ତି ଆଉ ସେ ୨୦୧୯ରେ ଆମେରିକା ସିଙ୍ଗର ନିକ ଜନ୍ସ ସହ ବିବାହ କରିଥିଲେ, ପ୍ରିୟଙ୍କାଙ୍କ ସାସୁ ମା ନାମ ଡେନିସ ମିଲାର ଜନ୍ସ ଅଟେ । ପ୍ରିୟଙ୍କାଙ୍କ ସାସୁ ମା ଜଣେ ସ୍କୁଲ ଟିଚର ଅଛନ୍ତି, ଦୁହିଙ୍କ ମଝିରେ ବହୁତ ଭଲ ପାଇବା ଅଛି ।
୩. କରିନା କପୁର ଖାନ :
କରିନା କପୁର ବଲୀଉଡ ଦୁନିଆରେ ବେବୋ ନାରେ ବହୁତ ପ୍ରସିଦ୍ଧ ଅଛନ୍ତି, ସେ ନିଜ ଦମଦାର ଅଭିନୟ ଦ୍ଵାରା ସମସ୍ତଙ୍କ ମନ କିଣି ପାରିଛନ୍ତି । ତେବେ କରିନା କପୁର ବଲୀଉଡ ଅଭିନେତା ଶେଫ ଅଲି ଖାନ ସହ ବିବାହ କରିଛନ୍ତି ଆଉ କଣ ଆପଣ ଜାଣିଛନ୍ତି ତାଙ୍କ ସାସୁମା କିଏ ତାଙ୍କ ସାସୁ ମା ଶର୍ମିଲା ଟେଗୋର ଅଟନ୍ତି ଯିଏ ୯୦ ଦଶକ ସମୟରେ ସମସ୍ତଙ୍କ ମନ କିଣିଥିଲେ ।