ACF ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ମାମଲାରେ ନୂଆ ତଥ୍ୟ ଆସିଲା ସାମ୍ନାକୁ, IIC ବିବେକାନନ୍ଦ ସ୍ଵାଇଁ ଓ OIC ମମତା ପାଣ୍ଡେ କଳା ପଲିଥିନରେ ପୋଡି ଯାଇଥିବା କପଡା କାହିଁକି ସଂଗ୍ରହ କରୁଛନ୍ତି ?

ବହୁ ଚର୍ଚ୍ଚିତ ପାରାଳାଖେମୁଣ୍ଡି ଏସିଏଫ ସୋମ୍ୟରଞ୍ଜନ ମହାପାତ୍ରଙ୍କ ମୃ-ତ୍ୟୁ ଘଟଣା ଅନେକ ଦିନ ବିତି ଯାଇଥିଲେ ମଧ୍ୟ ଏ ଯାଏଁ ପ୍ରକୃତ ଅ-ପ-ରା-ଧୀ କିଏ ତାହା ଜଣାପଡି ନାହି । ବର୍ତ୍ତମାନ ଏକ ନୂଆ ଭି-ଡି-ଓ ଏହି ଘଟଣା ସହ ଜଡିତ ସାମନାଙ୍କୁ ଆସିଛି । ଏହି ଭି-ଡି-ଓ ରେ OIC ମମତା ପଣ୍ଡାଙ୍କ ହାତରେ ରହିଛି କଳା ପଲିଥିନ । ଏହି କଳା ପଲିଥିନ ଭିତରେ ପୋଡି ଯାଇଥିବା କପଡା ଜଣେ ପୋ-ଲି-ସ ବାବୁ ଭର୍ତ୍ତି କରିବାର ନଜର ଆସୁଛନ୍ତି । ଏଠାରେ ଉପସ୍ଥିତ ଅଛନ୍ତି ପାରଳାଖେମୁଣ୍ଡି IIC ବିବେକାନନ୍ଦ ସ୍ଵାଇଁ ।

ଏହା ପରେ ମମତା ପଣ୍ଡା ଓ ବିବେକାନଦ ସ୍ଵାଇଁ ହାତରେ ଡାଏରୀ ସହ କିଛି ପ୍ରମାଣ ନେଇ ସୋମ୍ୟଙ୍କ ବାସ ଭବନରୁ ବାହାରି ଆସୁଛନ୍ତି ଯାହା ଏହି ଭି-ଡି-ଓ ରେ ଦୃଶ୍ୟ ହେଉଛି । ଏହି ଭି-ଡି-ଓ ସାମନାକୁ ଆସିବା ପରେ ପ୍ରଶ୍ନ ଉଠୁଛି କଣ ପାଇଁ ପୋଡା କପଡା ମମତା ପାଣ୍ଡେ ନେଉଛନ୍ତି ଓ ସୋମ୍ୟଙ୍କ ଭବନର ଚାବି ବି କଣ ପାଇଁ ମମତା ପଣ୍ଡାଙ୍କ ପାଖରେ ରହିଥିଲା । ସୋମ୍ୟଙ୍କ ଭବନଙ୍କୁ କଣ ପାଇଁ ଚାବି ପକାଇ ବନ୍ଦ କରା ଯାଉଛି କଣ ପାଇଁ ସିଲ କରାଗଲା ନାହି ? ଏହି ଭି-ଡି-ଓ ଦେଖିଲେ ଜଣା ପଡୁଛି ଯେ ଏହା ଜୁଲାଇ ୧୨ରେ ଘଟିଥିବା ଘଟଣାର ଭି-ଡି-ଓ ।

ଏ ଭି-ଡି-ଓ କୁ ନେଇ ଅନେକ ସାରା ପ୍ରଶ୍ନ ଉଠାଇଛନ୍ତି ସୁବ୍ରତ କୁମାର ଦାସ ଯିଏ ଜଗସିଂପୁର ଜିଲ୍ଲା ଭାରତୀୟ ବିକାଶ ପରିଷଦର ସଭାପତି । ସେ ମତ ଦେଇଛନ୍ତି ଯେ ଏହି ଭି-ଡି-ଓ ସେ ଦାଖଲ କରିଛନ୍ତି । ଏହି ଭି-ଡି-ଓକୁ ତଦନ୍ତ ପରିସର ଭୁକ୍ତ କରାଗଲେ ସୋମ୍ୟଙ୍କ ମୃ-ତ୍ୟୁ ମାମଲାର ପରଦା ଉଠି ପାରିବ । ଏହା ସହ ସୋମ୍ୟଙ୍କୁ ନ୍ୟାୟ ଦେବା ପାଇଁ ସୋମ୍ୟଙ୍କ ପରିବାର ହାଇକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି ଓ ସିବିଆଇ ତଦନ୍ତ ପାଇଁ ନିବେଦନ କରିଛନ୍ତି । ଯେତେବେଳେ ମମତା ପାଣ୍ଡେଙ୍କୁ ଗଜପତି ରେ ଜେରା କରା ଯାଇଥିଲା ସେହି ସମୟରେ ସେ କିଛି ବି ଉତ୍ତର ଦେଇ ନ ଥିଲେ ।

ଦିତୀୟ ପ୍ରଶ୍ନ ଉଠୁଛି ଯେ କଣ ପାଇଁ ମତମା ପାଣ୍ଡେଙ୍କର ଲାଏ ଡିକ୍ଟେସନ ଟେଷ୍ଟ କରାଯାଇ ନାହି ? ଅନୁ କ୍ଷେତ୍ର ରେ ବିବେକାନଦା ସ୍ଵାଇଁ ମଧ୍ୟ ପ୍ରଶ୍ନ ଘେରକୁ ଆସିଥିଲେ । ତେବେ ଉଭୟଙ୍କର ଏହି ଭି-ଡି-ଓ ରେ କଣ ସମ୍ପର୍କ ରହିଛି ତାହା ବର୍ତ୍ତମାନ ପ୍ରଶ୍ନ ଉଠୁଛି । କାହିଁକି ଓ କଣ ପାଇଁ ଏହି ପ୍ରମାଣ ସଂଗ୍ରହ ହେଉଥିଲା ? ଏଥିରୁ କଣ ତଥ୍ୟ ସାମନାକୁ ଆସିବ ? ପୋ-ଲି-ସ ବିଭାଗ ଏ ନେଇ କିଛି ସୂଚନା ଦେବେ କି ? ଏହିଭଳି ଅନେକ ପ୍ରଶ୍ନ ସାମାନାକୁ ଆସୁଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *