Special Story: ମରିକି ବି ମରି ନାହାନ୍ତି ଏହି ମହିଳା, ଗୋଟେ ଶରୀର ତ୍ୟାଗ କଲେ କିନ୍ତୁ 7ଟି ଶରୀରରେ ଛାଡିଗଲେ ନିଜ ଅଙ୍ଗ

ନିଜ ଜୀବନ ବଦଳରେ ଅନ୍ୟ କାହାର ଜୀବନ ବଞ୍ଚାଇବା ଏହା କେବଳ ଆପଣ ଫିଲ୍ମରେ ଦେଖିଥିବେ । କିନ୍ତୁ ଅସଲ ଜୀବନରେ ବି ଏହିଭଳି କିଛି ଘ-ଟ-ଣା ବେଳେ ବେଳେ ଦେଖିବାକୁ ମିଳିଯାଏ । ସୁରତର ଜଣେ ୪୬ ବର୍ଷୀୟ ମହିଳା ନିଜର ମୃ-ତ୍ୟୁ ପରେ ବି ୭ ଜଣଙ୍କୁ ଏକ ନୂଆ ଜୀବନ ଦେଇଛନ୍ତି । ସେ ନିଜର ପରିବାରକୁ ଶୋକରେ ଭସାଇ ଦେଇ ଯାଇଛନ୍ତି

କିନ୍ତୁ ଅନ୍ୟ ୭ ଟି ପରିବାରର ମୁହଁରେ ହସ ନେଇ ଆସିଛନ୍ତି । ଏହି ମହିଳାଙ୍କର ହା-ର୍ଟ-କୁ ଅନ୍ୟ ଏକ ବ୍ୟକ୍ତିର ଶରୀରରେ ଟ୍ରା-ନ୍ସ-ପ୍ଳା-ଣ୍ଟ କରିବା ପାଇଁ ସୁରତରୁ ମହିଳାଙ୍କ ହା-ର୍ଟ-କୁ ନେଇ ମୁମ୍ବାଇ ଅଭିମୁଖେ ଏକ ଡା-କ୍ତ-ରୀ ଟି-ମ ଯାଇଥିଲେ । ଏଥିପାଇଁ ଏକ ସ୍ଵ-ତ-ନ୍ତ୍ର ଗ୍ରୀନ କ-ରି-ଡୋ-ର ଟିମ ବି ପ୍ରସ୍ତୁତ କରାଯାଇଥିଲା । ୩୦୦ କିମି ରାସ୍ତାକୁ ମାତ୍ର ୧୦୦ ମିନିଟରେ ପୁରା କରିବା ପରେ ଏହି ମିସନ ସମାପ୍ତ ହୋଇଥିଲା ।

ମୃ-ତ୍ୟୁ ପରେ ନିଜର ଅ-ଙ୍ଗ-ଦା-ନ ପରେ କେବଳ ଗୋଟିଏ ନୁହେଁ ସାତ ଜଣଙ୍କୁ ନୂତନ ଜୀବନ ଦାନ ଦେଇଛନ୍ତି ଏହି ମହିଳା ଜଣକ । ସୁରତର ବାରଦୋଳିରେ ରହୁଥିବା କାମିନି ପଟେଲଙ୍କ ବ୍ରେ-ନ ହା-ମ-ରେ-ଜ ହେବା ପରେ ଡା-କ୍ତ-ର ଟିମ ତାଙ୍କୁ ମୃ-ତ ବୋଲି ଘୋଷଣା କରିଥିଲେ । କିନ୍ତୁ ଏହି ଭଳି ସମୟରେ ବି କାମିନିଙ୍କ ପରିବାର ଲୋକମାନେ ଏକ ମହତ୍ଵପୂର୍ଣ ନିଷ୍ପତି ନେଇଥିଲେ । କାମିନିଙ୍କ ପରିବାର ଲୋକମାନେ ତାଙ୍କର କେବଳ ହା-ର୍ଟ ନୁହେଁ ଆ-ଖି, ଲି-ଭ-ର, ଫୁ-ସ-ଫୁ-ସ ଓ କି-ଡ-ନୀ ଦା-ନ କରିବା ପାଇଁ ନିଷ୍ପତି ନେଇଥିଲେ ।

ଏହି ମହିଳା ଜଣକ ମୃ-ତ୍ୟୁ ପରେ ବି ସାତ ଜଣଙ୍କୁ ଜୀବନ ଦାନ ଦେଇଛନ୍ତି । ଯାହାକି ସମସ୍ତ ପକ୍ଷେ ଅସମ୍ଭବ ଅଟେ । କିନ୍ତୁ ଏହିଭଳି କର୍ମ କରି ସେ ଏକ ଇତିହାସ ରଚି ଦେଇଛନ୍ତି । ଏହା ସହିତ ତାଙ୍କର ପରିବାର ଲୋକମାନଙ୍କୁ ବି ଅଶେଷ ଅଶେଷ ଧନ୍ୟବାଦ ଯେଉଁମାନେ ଏହିଭଳି ଏକ ବଡ ନିଷ୍ପତି ନେଇଛନ୍ତି । ଯେତେବେଳେ ଅ-ଙ୍ଗ-ଦା-ନ ବିଷୟରେ ପ୍ର-ଶା-ସ-ନଙ୍କୁ ସୂଚିତ କରାଗଲା ତେବେ ଏକ ବଡ ମିସନ ଆରମ୍ଭ ହୋଇଥିଲା ।

ପ୍ର-ଶା-ସ-ନ ତରଫରୁ ମହିଳା ଜଣକଙ୍କ ଅ-ଙ୍ଗକୁ ଆବଶ୍ୟକୀୟ ସ୍ଥାନକୁ ପହଞ୍ଚାଇବା ପାଇଁ ତିନୋଟି ଗ୍ରୀନ କରିଡୋର ପ୍ରସ୍ତୁତ କରାଯାଇଥିଲା । କହିଦେଉଛୁ କି ମୁମ୍ବାଇର ସାର ଏଚ. ଏନ. ରିଲାଏନ୍ସ ଫାଉଣ୍ଡେସନ ହ-ସ୍ପି-ଟା-ଲକୁ ମହିଳା ଜଣଙ୍କର ହା-ର୍ଟ ପଠାଯାଇଥିଲା । ଏହା ପରେ ହାଇଦ୍ରାବାଦରେ ଚିକିତ୍ସତିତ ହେଉଥିବା ମହାରାଷ୍ଟ୍ରର ଜଳଗାଓଁର ଜଣେ ମହିଳାଙ୍କ ଶରୀରର ଫୁସଫୁସ ଟ୍ରା-ନ୍ସ-ପ୍ଲା-ଣ୍ଟ କରାଯାଇଥିଲା ।

ଅହମଦାବାଦର ଦୁଇଟି ବଡ ହସ୍ପିଟାଲରେ ଦୁଇଟି କି-ଡ-ନୀ ଦାନ କରାଯାଇଛି । ଏହା ସହିତ ସୁରତର ଚକ୍ଷୁ ଦ୍ରୁଷ୍ଟି ଲୋକ ବ୍ୟାକ୍ତିଙ୍କୁ ଦୁଇଟି ଆଖି ଦାନ କରାଯାଇଛି । ଡୋ-ନେ-ଟ ଲାଇଫ ସଂସ୍ଥା ଦ୍ଵାରା ଏହି ବଡ ମିସନକୁ ସଫଳ କରାଯାଇଛି । କହିଦେଉଛୁ କି ଗୁଜୁରାଟର ସୁରତ ସହରରେ ଏହା ପୂର୍ବରୁ ବହୁତ ବ୍ୟକ୍ତି ନିଜର ମୃ-ତ୍ୟୁ ପରେ ନଜର ଅ-ଙ୍ଗ-ଦା-ନ କରି ବହୁତ ଜୀବନ ବଞ୍ଚାଇଛନ୍ତି ।

ଆଶାକରୁଛୁ ଆମର ଏହି ଲେଖାଟି ଆପଣଙ୍କୁ ନିଶ୍ଚିତ ପ୍ରେରିତ କରିବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ସମସ୍ତଙ୍କ ମନରେ ଏହି ସଚେତନତା ସୃଷ୍ଟି କରିବା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *