କଳିଯୁଗର ସଞ୍ଜିବନୀ ଅଟେ ଏହି ଜିନିଷ, ଶରୀରର ସମସ୍ତ ରୋଗକୁ କରିଥାଏ ମୂଳରୁ ସମାପ୍ତ

ଆଜି ଆମେ ସ୍ପ୍ରିଲୁନା ବିଷୟରେ ଆପଣଙ୍କୁ କହିବୁ । ଯାହା ବିଷୟରେ ଆପଣ ଏହା ପୂର୍ବରୁ କେବେ ବି ଜାଣି ନ ଥିବେ କିମ୍ବା ଶୁଣି ନ ଥିବେ । ସୁପର ଫୁଡ ନାଁରେ ଫେମସ ସ୍ପ୍ରିଲୁନା ହ୍ରଦ ଓ ପାଣିର ଗଭୀରତାରେ ମିଳିଥାଏ । ସେଥିପାଇଁ ଏହାକୁ ଜଳୀୟ ବନସ୍ପତି ବି କୁହାଯାଏ । ଆପଣଙ୍କୁ କହିଦେଉଛୁ କି ନାସା ଅନୁସାରେ ଏହା ଦୁନିଆର ସବୁଠୁ ଭଲ ସପଲିମେଣ୍ଟ ବି କୁହାଯାଇଛି । ସ୍ପ୍ରିଲୁନାରେ ପ୍ରବଳ ମାତ୍ରାରେ ଭିଟାମିନ, ପ୍ରୋଟିନ, ମିନରଲ୍ସ, କ୍ୟାଲ୍ସିୟମ ଓ ବିଭିନ୍ନ ପ୍ରକାରର ପୋଷାକ ତତ୍ଵ ମିଳିଥାଏ ।

ସ୍ପ୍ରିଲୁନା ମଧ୍ୟରେ ସେହି ସମସ୍ତ ପୋଷାକ ତତ୍ଵ ଅଛି ଯାହା ଆମ ଶରୀର ପାଇଁ ସବୁଠୁ ଅଧିକ ଦରକାର ହୋଇଥାଏ । ସ୍ପ୍ରିଲୁନା ମାର୍କେଟରେ ଅତି ସହଜରେ ମିଳିଯିବ । କିନ୍ତୁ ଅସଲ ଓ ପ୍ରଭାବଶାଳି ସ୍ପ୍ରିଲୁନା ମିଳିବା ବହୁତ କଷ୍ଟ ଅଟେ । ସ୍ପ୍ରିଲୁନା ସେବନ କରିବା ଦ୍ଵାରା ଆପଣଙ୍କ ଓଜନ କମ ହୋଇଥାଏ ।

ଏହାର ଅନ୍ୟ ଏକ ଲାଭ ହେଉଛି ଏହା ଆପଣଙ୍କର ହୃଦୟକୁ ବି ସୁସ୍ଥ ରଖିଥାଏ । ସ୍ପ୍ରିଲୁନା ଆପଣଙ୍କ ରକ୍ତରେ କୋଲେଷ୍ଟ୍ରଳ ଲେବୁଲକୁ କମ କରି ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । ଏଥିରେ ଏମିତି କିଛି ପୋଷାକ ତତ୍ଵ ଅଛି ଯାହା ହୃଦୟରେ ରକ୍ତ ସଂଚାର ପ୍ରଭାବି ରୂପରେ ବୁଦ୍ଧି କରିଥାଏ । ହୃଦୟର ସମସ୍ତ ରୋଗ ପାଇଁ ସ୍ପ୍ରିଲୁନା ରାମବାଣ ସଦୃଶ କାମ କରିଥାଏ ।

ମଧୁମେହ ରୋଗୀମାନଙ୍କ ପାଇଁ ବି ସ୍ପ୍ରିଲୁନା ବହୁତ ଲାଭଦାୟକ ଅଟେ । ଏହାକୁ ନିୟମିତ ସେବନ କରିବା ଦ୍ଵାରା ଆପଣଙ୍କ ସୁଗାର କମ ହୋଇଥାଏ । ଏହା ଶରୀରରେ ଇସୁଲିନ ତିଆରି କରିଥାଏ ଯାହା ଦ୍ଵାରା ଆପଣଙ୍କ ମଧୁମେହ ନିୟନ୍ତ୍ରଣରେ ରହିଥାଏ । ଏହା କ୍ୟାନ୍ସର ଭଳି ରୋଗରେ ବି ବହୁତ ଲାଭଦାୟକ ହୋଇଥାଏ ।

ଯଦି ଆପଣ କ୍ୟାନ୍ସର ଠାରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ଏହାକୁ ସବୁଦିନ ସେବନ କରନ୍ତୁ । ଏହା ଆପଣଙ୍କ ଲିଭର ପାଇଁ ବହୁତ ଲାଭଦାୟକ ଅଟେ । ସ୍ପ୍ରିଲୁନାରେ ଥିବା ପ୍ରୋଟିନ ଓ ଫାଇବର ଆପଣଙ୍କ ଲିଭରର ଧ୍ୟାନ ରଖନ୍ତି । ଏହାର ଅନ୍ୟ ଲାଭ ହେଉଛି ଏହା ଆପଣଙ୍କ ଆଖି ପାଇଁ ବି ବହୁତ ଲାଭଦାୟକ ଅଟେ ।

ଏତିକି ନୁହେଁ ଆପଣଙ୍କ ସ୍କିନ ପାଇଁ ବି ଏହା ଭଲ ଅଟେ । ଏଥିରେ ଭିଟାମିନ ଏ, ୧୨, ଇ, ଫସ୍ଫରସ, ଆଇରନ ଓ କ୍ୟାଲସିୟମ ଇତ୍ୟାଦି ମିଳିଥାଏ । ନିଜର ଏହି ତତ୍ଵ କାରଣରୁ ସ୍ପ୍ରିଲୁନା ଆପଣଙ୍କ ଚେହେରାକୁ ଚମକଦାର କରିଥାଏ । ଏତିକି ନୁହେଁ ଏହା ଆପଣଙ୍କ ଆଖି ତଳେ ଥିବା କଲାଦାଗକୁ ଦୂର କରିବାରେ ବି ସାହାର୍ଯ୍ୟ କରିଥାଏ ।

ଏହା ଆପଣଙ୍କ ମସ୍ତିଷ୍କକୁ ବି ସୁସ୍ଥ ରଖିଥାଏ । ସବୁଠୁ ବଡ ଲାଭ ହେଉଛି ଏହା ଭାଇରାଲ ଇନଫେକସନ ପାଇଁ ବି ବହୁତ ଲାଭଦାୟକ ଅଟେ । ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୁଦ୍ଧି କରିଥାଏ । ଏହା ମାନସିକ ଚିନ୍ତାକୁ ଦୂର କରିବାରେ ବି ସାହାର୍ଯ୍ୟ କରିଥାଏ ।

Leave a Reply

Your email address will not be published. Required fields are marked *