ଆଚାର୍ଯ୍ୟ ଚାଣକ୍ୟ ଆମ ନୀତିଦିନିଆ ଜୀବନ ବିଷୟରେ କେତେ ଗୁଡିଏ ନୀତିବାଣୀ ଲେଖିଛନ୍ତି । ଆଚାର୍ଯ୍ୟ ଚାଣକ୍ୟ ଜଣେ ନୀତିକାର ଅଟନ୍ତି । ତାଙ୍କର ନୀତି ବାଣୀକୁ ଶୁଣିଲେ କିମ୍ବା ମାନିଲେ ଆମର ବହୁତ ଉପକାର ହୋଇଥାଏ । ମଣିଷ ନିଜ ଜୀବନରେ ବହୁତ ଭୁଲ କରିଥାଏ ଯାହା ଫଳରେ ତାକୁ ବହୁତ ଦୁଖ କଷ୍ଟ ମିଳିଥାଏ । ସେଥିରେ ସେ ଆତ୍ମ ହରା ହେଇ ସଫଳତା ନ ପାଇ ନିଜ ଜୀବନରେ ଆତ୍ମହତ୍ୟାର ଉଦ୍ୟମ କରିଥାଏ । କିନ୍ତୁ ବନ୍ଧୁଗଣ ଏପରି କରିବା ଆଦୌ ଠିକ ନୁହେ । ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିବାଣୀ ଉପରେ ଆସନ୍ତୁ ଦ୍ରୁଷ୍ଟି ପକାଇବା ।
ଅନ୍ୟର ଭୁଲରୁ ଶିଖନ୍ତୁ, ନିଜ ଉପରେ ସେହି ଭୂଲର ପ୍ରୟୋଗ କରି ଶିଖିବା ଦ୍ଵାରା ଆପଣଙ୍କର ଆୟୁ ବହୁତ କମିଯିବ । କୌଣସି ବ୍ୟକ୍ତିଙ୍କୁ ଅତ୍ଯାଧିକ ସଚୋଟ ହେବା ଉଚିତ ନୁହେ, କାରଣ ସିଧା ବୃକ୍ଷ ଏବଂ ବ୍ୟକ୍ତି ସଦା ସର୍ବଦା କଟାଯାଇଥାଏ । ପ୍ରତି ମିତ୍ରତା ପଛରେ କିଛି ନା କିଛି ସ୍ଵାର୍ଥ ରହିଥାଏ । ଏହା ସମ୍ପୂର୍ଣ ସତ୍ୟ ଅଟେ । ଯେକୌଣସି କାମ ଆରମ୍ଭ କରିବା ପୂର୍ବରୁ ୩ଟି ପ୍ରଶ୍ନ ନିଜେ ନିଜ ମନକୁ ପଚାରନ୍ତୁ ।
ଏମିତି କଣ ପାଇଁ କରିବି? ଏହାର ପରିଣାମ କଣ ହେବ? କଣ ମୁଁ ଏପରି କରିବା ଦ୍ଵାରା ସଫଳ ହେବି? ଭୟକୁ ନିଜ ପାଖକୁ ଆସିବାକୁ ଦିଅନ୍ତୁ ନାହିଁ । ଯଦି ଆସିଥାଏ ତେବେ ଏହାର ସାମ୍ନା କରନ୍ତୁ,ଆଦୌ ଡରନ୍ତୁ ନାହିଁ । କର୍ମ କରିଚାଲନ୍ତୁ ପରିଣାମକୁ ଡରନ୍ତୁ ନାହିଁ । ସୁଗନ୍ଧହର ପ୍ରବାହ ପବନ ଦିଗରେ ହେଇଥାଏ କିନ୍ତୁ ଭଲଗୁଣର ପ୍ରଶଂସା ପ୍ରତ୍ୟକ ଦିଗରେ ହେଇଥାଏ । ଇଶ୍ଵର ଚିତ୍ରରେ ନଥାନ୍ତି, ଚରିତ୍ରରେ ରୁହନ୍ତି । ଆପଣଙ୍କ ଆତ୍ମାକୁ ମନ୍ଦିର କରନ୍ତୁ,କାରଣ ଆତ୍ମାରେ ପରମାତ୍ମା ରୁହନ୍ତି ।
ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି, ଯେଉଁ ବ୍ଯକ୍ତିର ପୁତ୍ର ନିୟନ୍ତ୍ରଣରେ ରହିଥାଏ, ଯାହାର ସ୍ତ୍ରୀ ଆଜ୍ଞା ଅନୁଶାରେ ଆଚରଣ କରିଥାଏ, ଏବଂ ଯେଉଁ ବ୍ୟକ୍ତି ନିଜର ରୋଜଗାର କରିଥିବା ଧନରେ ସର୍ବଦା ଖୁସି ରହିଥାଏ । ସେହି ବ୍ୟକ୍ତି ପାଇଁ ସଂସାରଟି ସ୍ଵୋର୍ଗ ସହ ସମାନ ହୋଇଥାଏ । ଚାଣକ୍ୟଙ୍କର ନୀତି ଅନୁସାରେ ଯେଉଁ ସ୍ତ୍ରୀ ସୁଖି ଅଟେ, ଯାହାର ସନ୍ତାନ ଆଜ୍ଞାର ପାଳନ କରିଥାଏ, ବାପଙ୍କର କର୍ତ୍ତବ୍ୟ ରହିଥାଏ ନିଜ ପୁତ୍ରର ଭାରୋଣ ପୋଷଣ ନିଜେ କରିବା । ଯାହା ଉପରେ ବିଶ୍ଵାସ ନାହି ତାକୁ ନିଜର ବନ୍ଧୁ କରିହେବ ନାହିଁ ।
ଏବଂ ଏମିତି ସ୍ତ୍ରୀର ମଧ୍ୟ କିଛି ଲାଭ ନାହିଁ ଯାହା ଦ୍ଵାରା ଘରେ ସୁଖ-ଶାନ୍ତି,କିମ୍ବା କୌଣସି ପ୍ରକାରର ଖୁସି ମିଳିନଥାଏ । ଯେଉଁ ସାଙ୍ଗ ଆପଣଙ୍କ ନିକଟରେ ସଚ୍ଚୋଟ ଦେଖେଇ କଥା କହିଥାଏ ଏବଂ ଆପଣଙ୍କର ପିଠି ପଛପଟେ ଆପଣଙ୍କ ନାମରେ ଏଣୁତେଣୁ କଥା କହିଥାଏ ସେଭଳି ବ୍ୟକ୍ତିକୁ ତ୍ୟାଗ କରିବାହିଁ ବୁଦ୍ଧିମାନର ପରିଚୟ ଦିଏ । ଚାଣକ୍ୟଙ୍କ ଦୃଷ୍ଟିରୁ ସେ ସେହି ବାସନ ସାଙ୍ଗେ ସମାନ ଯାହାର ଉପରେ କ୍ଷୀର ଅଛି କିନ୍ତୁ ଭିତରି ଭାଗରେ ବିଷ ଭରି ହୋଇରହିଛି । ଏହାଥିଲା ଆଚାର୍ଯ୍ୟ ଚାଣକ୍ୟଙ୍କର ବିଶେଷ ନୀତିବାଣୀ ଭଲ ଲାଗିଲେ ଗୋଟେ ଲାଇକ କରନ୍ତୁ ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।