ବନ୍ଧୁଗଣ ହିନ୍ଦୁ ଧର୍ମ ଅନୁଯାୟୀ ସବୁ ଦେବିଦେବତାଙ୍କ ମଧ୍ୟରୁ ଭଗବାନ ଶନିଦେବଙ୍କ ନାଁ ଆସିଥାଏ । ଶନିଦେବ ନ୍ୟାୟର ଦେବତା ଅଟନ୍ତି । ଭଗବାନ ଶନି ଅନୁଚିତ କାମ କରୁଥିବା ଲୋକଙ୍କୁ ଦଣ୍ଡ ଦେଇଥାନ୍ତି । ଶନିଦେବ ସୂର୍ଯ୍ୟ ପୌତ୍ର ହୋଇଥିବାରୁ ମୋକ୍ଷ ପ୍ରାପ୍ତ ହୋଇଥାନ୍ତି । ଶନିଦେବ ପ୍ରକୃତିରେ ଖରାପ ଅଟନ୍ତି ଏହା ଅନେକ ଲୋକଙ୍କ ମନରେ ଧାରଣା ରହିଛି । କିନ୍ତୁ ଶନିଦେବ ଖରାପ କାମ କରୁଥିବା ଲୋକଙ୍କୁ ହିଁ ଦଣ୍ଡ ଦେଇଥାନ୍ତି । ଏବେ ଶନିଦେଙ୍କ କୃପା ଆସନ୍ତା କାଲି ଠାରୁ କିଛି ରାଶିଙ୍କ ଉପରେ ପଡିବାକୁ ଯାଉଛି । ଶନିଦେବ ଏହି ରାଶିଙ୍କ ଉପରେ ଅତ୍ୟଧିକ ପ୍ରସନ୍ନ ହେବାକୁ ଯାଉଛନ୍ତି । ଆସନ୍ତୁ ଜାଣିବା ବିସ୍ତାର ଭାବେ ।
ମକର ରାଶି : ଆପଣଙ୍କ ଉପରେ ଭଗବାନ ଶନିଦେବ ଙ୍କ ଅପାର କୃପା ଦ୍ରୁଷ୍ଟି ରହିବ । ବ୍ୟାପାର ବ୍ୟବସାୟରେ ବୃଦ୍ଧି ହେବ । ଚାକିରି କରୁଥିଲେ ଉନ୍ନତି ହେବ । ବିଦେଶରେ ଚାକିରି ମିଳିବାର ସ୍ଵପ୍ନ ପୁରା ହେବ । ଆୟରେ ବୃଦ୍ଧି ହେବ । ବ୍ୟାପାରରେ ଅହଡିକ ଧନ ଲାଭ ହେବ ।
ମେଷ ରାଶି : ଆପଣଙ୍କୁ କହି ରଖୁଛୁ ଆପଣଙ୍କ ପାଇଁ ସମୟ ଭଲ ଆସିବାକୁ ଯାଉଛି । ଭଗବାନ ଶନିଦେବ ଆପଣଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ଅଛନ୍ତି । ସମାଜରେ ପ୍ରଶଂସା ପାଇବେ । ସଫଳତାର ନୂଆ ନୂଆ ଅବସର ପ୍ରାପ୍ତ ହେବ । ଜୀବନରେ ଆଗକୁ ବଢିବେ ।
ବୃଷ ରାଶି : ଭଗବାନ ଶନିଦେବ ଆପଣଙ୍କୁ ଶୁଭ ସନ୍ଦେଶ ଦେବାକୁ ଯାଉଛନ୍ତି । ମେହନତର ଫଳ ପାଇବେ । ଆପଣଙ୍କର ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ ହେବ । ଅନେକ ପ୍ରକାରର ଧନ ଲାଭ ହେବ । ପରିବାର ଓ ଜୀବନ ସାଥିଙ୍କ ସହଯୋଗ ମିଳିବ । ମଧୁର ବାଣୀ ଦ୍ଵାରା ସବୁ କାମ ପୂରଣ ହେବ ।
କନ୍ୟା ରାଶି : ଭଗବାନ ଶନିଦେବଙ୍କ ବିଶେଷ କୃପା ଆପଣଙ୍କ ଉପରେ ରହିବ । ଧନ ଲାଭ ସହ ବ୍ୟାପାରରେ ବୃଦ୍ଧି ହେବ । ଚାକିରିରେ ବେତନରେ ବୃଦ୍ଧି ହେବ । ଦାଂପତ୍ଯ ଜୀବନରେ ମଧୁରତା ଆସିବ । ବ୍ୟାପାର କ୍ଷେତ୍ରରେ ଅଧିକ ଫାଇଦା ମିଳିବ ।
ସିଂହ ରାଶି : ଆପଣଙ୍କୁ ସନ୍ତାନ ସୁଖ ପ୍ରାପ୍ତ ହେବ । ସମୟ ବେହତର ରହିବ । ମାନ ସମାନ ମିଳିବା ସହ ସମାଜ ଦ୍ଵାରା ଆପଣଙ୍କର ପ୍ରଶଂସା ହେବ । ଜୀବନରେ ଅନେକ ସଫଳତା ମିଳିବ । ଶନିଦେବଙ୍କ କୃପାରୁ ଧନ ଲାଭ ହେବ ।
ଧନୁ ରାଶି : ଆପଣଙ୍କୁ କହି ରଖୁଛୁ ବହୁତ ଜଲ୍ଦି ଭଲ ଖବର ମିଳିବାର ଯୋଗ ଅଛି । ମେହନତର ଫଳ ପ୍ରାପ୍ତ ହେବ । ପ୍ରେମ ଜୀବନରେ ଖୁସି ଆସିବ । ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ । ବନ୍ଧୁଙ୍କ ସହଯୋଗ ପାଇବେ ।
କୁମ୍ଭ ରାଶି : ଜୀବନର ସବୁ ଦୁଖ କଷ୍ଟ ଦୂର ହେବାକୁ ଯାଉଛୁ । ଯେଉଁ କାମ କରିବେ ସେଥିରେ ସଫଳତା ପାଇବେ । ଅଟକି ରହିଥିବା କାମ ପୁରା ହେବ । ଧନ ପ୍ରାପ୍ତିର ଅନେକ ଅବସର ମିଳିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।