ବନ୍ଧୁଗଣ ଭଗବାନ ଶନିଙ୍କ କୁ-ଦ୍ରୁଷ୍ଟି ଯେଉଁ ବ୍ୟକ୍ତି ଉପରେ ପଡିଥାଏ ତାଙ୍କୁ ଜୀବନରେ ଅନେକ ସମସ୍ୟାର ସମୁଖିନ୍ନ ହେବାକୁ ପଡିଥାଏ । ଜୀବନରେ ଅଭାବ ଅନାଟନ ଲାଗି ରହିଥାଏ । ଜୀବନରେ ଯେବେ ରୋଜଗାର କରିଲେ ବି ଅଭାବ ଦେଖାଯାଏ । କିନ୍ତୁ ଶନିଦେବଙ୍କ କୃପା ଦ୍ରୁଷ୍ଟି ପଡିଲେ ବ୍ୟକ୍ତି ଜୀବନରେ ଖୁସି ହିଁ ଖୁସିର ଆଗମନ ହୋଇଥାଏ ।
ତେବେ ଆସନ୍ତା କାଲି ଠାରୁ ଶେଷ ହେବାକୁ ଯାଉଛି ଶନିଙ୍କର ମହାଦଶା । ଯାହା କାରଣରୁ କିଛି ରାଶିଙ୍କ ଜୀବନରେ ଆସିବାକୁ ଯାଉଛି ଶୁଭ ମୂହୁର୍ତ୍ତ । ଆସନ୍ତୁ ଜାଣିବା ସେହି ରାଶିଙ୍କ ବିଷୟରେ । ମେଷ ରାଶି : ଆପଣଙ୍କର ପୂର୍ବର ଦିନରୁ ଯେଉଁ ସମସ୍ଯା ଥିଲା ତାହା କାଲି ଠାରୁ ଦୂର ହେବ । ଭଲ ସମୟ ଆସିବାକୁ ଯାଉଛି । ଯାହା ଦ୍ଵାରା ଆପଣଙ୍କର ସମାନ ବୃଦ୍ଧି ପାଇବ । ସଫଳତାର ପାହାଚ ଆଡକୁ ଅଗ୍ରସର ହେବେ ।
ମକର ରାଶି : ଆପଣଙ୍କ ଉପରେ ଭଗବାନ ଶନିଙ୍କ ଅତ୍ୟନ୍ତ କୃପା ଦ୍ରୁଷ୍ଟି ପଡିବାକୁ ଯାଉଛି । କୋର୍ଟ କଚେରୀ ମାମଲାର ସମାଧାନ ହେବ । ଯେଉଁ ମାନେ ସନ୍ତାନ ସୁଖରୁ ବଞ୍ଚିତ ଥିଲେ ସେମାନଙ୍କୁ ସନ୍ତାନ ସୁଖ ମିଳିବାku ଯାଉଛି ।
ବୃଷ ରାଶି : ଆପଣଙ୍କ ପାଇଁ ଶନିଙ୍କ କୃପାରୁ ଶୁଭ ଖବର ମିଳିବାକୁ ଯାଉଛି । କର୍ମର ଫଳ ପାଇବେ । ଆର୍ଥିକ ସ୍ଥିତି ଅଧିକରୁ ଅଧିକ ମଜବୁତ ହେବ । ଯାହା ବି କେସ ଲାଗି ରହିଥିଲା ତାହା ଦୂର ହେବ । ଯାହା ଫଳରେ ଆପଣ ମାନସିକ ଚିନ୍ତାରୁ ମୁକ୍ତି ପାଇବେ ।
କନ୍ୟା ଅରଶୀ ; ଶନିଦେଙ୍କ ବିଶେଷ କୃପା ଆପଣଙ୍କ ଉପରେ ରହିବ । ପୂର୍ବରୁ ଆର୍ଥିକ ସମସ୍ଯା ଚାଲିଥିଲା ତାହା ଏବେ ଦୂର ହେବାକୁ ଯାଉଛି । ଆକସ୍ମିକ ଧନ ଲାଭ ହେବ । ସମାଜରେ ମାନ ସମାନ ବୃଦ୍ଧି ପାଇବ । ରାଜନୀତି କ୍ଷେତ୍ରରେ କାମ କରୁଥିଲେ ଶୁଭ ଦିନ ଆସୁଛି ।
ସିଂହ ରାଶି : ପ୍ରଭୁ ଶନି ଆପଣଙ୍କ ଉପରେ ବିଶେ କୃପା ବର୍ଷାଇବାକୁ ଯାଉଛନ୍ତି । ଅଧିକରୁ ଅଧିକ ଉନ୍ନତି ଆଡକୁ ଆଗେଇ ଚାଳିବେ । ବେରୋଜଗାର ଲୋକଙ୍କୁ ଚାକିରି ମିଳିବାକୁ ଯାଉଛି । ଯାହା ତାଙ୍କ ପାଇଁ ଅନେକ ଧନ ଲାଭର ସୁଯୋଗ ନେଇକି ଆସିବ ।
ମିଥୁନ ରାଶି : ଆପଣଙ୍କୁ ଅନେକ ଅବସର ମିଳିବାକୁ ଯାଉଛି । ଜୀବନସାଥିଙ୍କ ସଂପୂର୍ଣ୍ଣ ସହଯୋଗ ପାଇବେ । ସନ୍ତାନ ସୁଖ ମିଳିବ । ଦୀର୍ଘ ଦିନରୁ ବିବାହର ଅପେକ୍ଷାରେ ଥିଲେ ସେମାନଙ୍କର ବିବାହ ହେବାକୁ ଯାଉଛି । ଆର୍ଥିକ ସମସ୍ଯା ଦୂର ହେବ ।
ଧନୁ ରାଶି : ପୂର୍ବରୁ ଆପଣ ଯେଉଁ କର୍ମ କରିଥିଲେ ତାହାର ପରିଣାମ ମିଳିବ । ଯାହା ଫଳରେ ଆପଣଙ୍କ ଖୁସିର ଠିକଣା ରହିବ ନାହିଁ । ଭଗବାନ ଶନିଦେବଙ୍କ କୃପାରୁ ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷା ଲାଭ କରିବେ ।
କୁମ୍ଭ ରାଶି : ଆପଣଙ୍କ ଜୀବନରେ ଶନିଦେବଙ୍କ କୃପା ବର୍ଷା ହେବାକୁ ଯାଉଛି । ଅଟକିଥିବା କାର୍ଯ୍ୟ ଆଗକୁ ବଢି ଚାଲିବ । ପୂର୍ବରୁ ସ୍ୱାସ୍ଥ୍ୟ ସମସ୍ଯା ଥିଲେ ତାହା ଦୂର ହେବ । ମନାନ୍ତର ଦୂର ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।