ବଡ ଖବର: କାଲିଠାରୁ କ୍ଷୀର ଲିଟର ପିଛା ହେବ ୧୦୦ ଟଙ୍କା!

ବନ୍ଧୁଗଣ କ୍ଷୀରରେ ବହୁତ ପୋଷଣ ରହିଅଛି ସେଥିପାଇଁ ସମସ୍ତେ କ୍ଷୀର ର ଉପଯୋଗ କରିଥାନ୍ତି । ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ଲୋକ, ରୋଗୀ ଠାରୁ ଆରମ୍ଭ କରି ସୁସ୍ଥ ଲୋକ, ସମସ୍ତଙ୍କ ଜୀବନରେ କ୍ଷୀରର ଆବଶ୍ୟକ ରହିଅଛି । ଏହା ବ୍ଯତୀତ କ୍ଷୀରକୁ ହିନ୍ଦୁ ଧର୍ମ ର ପୂଜା କାର୍ଯ୍ୟରେ ମଧ୍ୟ ବ୍ୟବହାର ଯାଇଥାଏ । ବର୍ତମାନ କ୍ଷୀର ଅତ୍ୟନ୍ତ ସୁଲଭ ମୂଲ୍ଯରେ ମିଳୁଥିବା ସମୟରେ ଚିନ୍ତା କରନ୍ତୁ ଯଦି ତାହା ହଟାତ ବଢିଯାଇ ୧୦୦ ଟଙ୍କାରେ ପହଞ୍ଚିବ ତେବେ ତାହା ଆମ ମୁଣ୍ଡ ବଥାର କାରଣ ହୋଇପାରେ ।

ବନ୍ଧୁଗଣ ବର୍ତମାନ ସମୟରେ ପ୍ରତ୍ୟକ ସାମଗ୍ରୀର ମୂଲ୍ୟ ଯେପରି ବଢି ଚାଲିଛି ତାହାକୁ ନେଇ ଅତ୍ୟନ୍ତ ଚିନ୍ତାରେ ଖାଉଟି ଅଛନ୍ତି । ବନ୍ଧୁଗଣ ଗୋଟିଏ ପଟେ ପେଟ୍ରୋଲ ର ଦର ଆକାଶ ଛୁଇଁଲା ବେଳେ ବର୍ତମାନ କ୍ଷୀରର ଦର ବୃଦ୍ଧି ହେଲେ ଲୋକେ କିଭଳି ଚଳିବେ । ସାଧାରଣ ଲୋକେ ମହାମାରୀ ଭଳି ସମସ୍ୟାରେ ବହୁତ ଦୁଖନୀୟ ଭାବେ ପୀଡିତ ଥିଲା ବେଳେ ଏପଟେ କ୍ଷୀରର ଦାମ ୧୦୦ ଟଙ୍କା ହେବା ସତରେ ବହୁତ ବଡ ଚିନ୍ତାର ବିଷୟ । କିନ୍ତୁ ବନ୍ଧୁଗଣ ସ୍ପଷ୍ଟ ଭାବେ କହିଦେଉଛୁ ଯେ, ଏହି ନିୟମ ଓଡିଶାରେ ନୁହେଁ, ହରିୟାନା ରେ ଲାଗୁ ହେବ ।

ସମସ୍ତ ସାମଗ୍ରୀ ର ଦାମ ବାଢୁଥିବାର ଦେଖି ହରିୟାନା ର ହିସାର ରେ ଥିବା ଖାବ ପଞ୍ଚାୟତ କ୍ଷୀରର ଦର ବୃଦ୍ଧି କରିବାକୁ ନିସ୍ପତି ନେଇଛି । ପଞ୍ଚାୟତ ନୂଆ କୃଷି ଆଇନ ଏବଂ ତୈଳ ଦର ବୃଦ୍ଧି ଯୋଗୁଁ କ୍ଷୀର ଦର ବୃଦ୍ଧି କରାଇବା ପାଇଁ ନିସ୍ପତି ନିଆ ଯାଇଛି । ଗୋଟେ ଦିନ ତଳେ ମାଇକ୍ରୋବ୍ଲଗିଙ୍ଗ ସାଇଡ ଟ୍ବିଟର ରେ କ୍ଷୀର ଦର ବୃଦ୍ଧି କାରାଇବାକୁ କ୍ରେନ ମଧ୍ୟ କରାଯାଇଥିଲା । କ୍ଷୀରର ଦାମ ବୃଦ୍ଧି କରାଇବା ପଛରେ ପଞ୍ଚାୟତ ତରଫରୁ କୁହାଯାଇଛି ଯେ ଆମେ କ୍ଷୀର ର ମୂଲ୍ୟ ବୃଦ୍ଧି କରାଇବାକୁ ନିସ୍ପତି ନେଇଛୁ ।

ମାତ୍ର ଏହା ଗରିବ ଲୋକଙ୍କୁ ପୁରୁଣା ଦରରେ କ୍ଷୀର ବିକ୍ରି କରାଯିବ । ଏହା ସରକାରୀ କୋପରେଟିଭ ଙ୍କୁ ୧୦୦ ମୂଲ୍ଯରେ ଦିଆଯିବ ବୋଲି ପଞ୍ଚାୟତ କହିଛି । ଏହା ପୂର୍ବରୁ ସିନ୍ଧ ବଡର ରେ ଆନ୍ଧୋଳନ କରୁଥିବା ଚାଷୀ ନେତା କହିଛନ୍ତି ଯେ, ସରକାରଙ୍କୁ କାଉଣ୍ଟର କରିବା ପାଇଁ ଆମେ କ୍ଷୀର ଦର ଦୁଇ ଗୁଣିତ କରିଛୁ । ଏହା ସହିତ ସେ କହିଛନ୍ତି, ଯେ ଯଦି ସେ ତୈଳ ଦର ହ୍ରାସ ନ କରନ୍ତି ତେବେ ଆଗାମୀ ଦିନରେ ପରିବା ଦର ମଧ୍ୟ ବୃଦ୍ଧି ପାଇବ ।

ଟ୍ବିଟର ରେ କେତେକ ବ୍ୟକ୍ତି କହିଛନ୍ତି ଯେ ଯଦି ତୈଳ ଦର ୧୦୦ ଟଙ୍କା ହେଲାବେଳେ ସମସ୍ତେ ତାକୁ କିଣି ପାରୁଛନ୍ତି ତେବେ କ୍ଷୀରକୁ ୧୦୦ ଟଙ୍କା ଦେଇ କାହିଁକି କିଣି ପାରିବେ ନାହିଁ । କିନ୍ତୁ ବନ୍ଧୁଗଣ ଗୋଟିଏ ପାର୍ସ୍ବୋରେ ପେଟ୍ରୋଲ ୧୦୦ ଟଙ୍କା ହେଲାବେଳେ କ୍ଷୀର ମଧ୍ୟ ୧୦୦ ଟଙ୍କା ଦେଇ କିଣିବା ସାଧାରଣ ଖାଉଟି କୁ ଚିନ୍ତାରେ ପକାଇଛି । ଆଶା କରୁଛୁ ସରକାର ନିଜର ନିସ୍ପତି ଉପରେ ଧ୍ୟାନ ଦେବେ ନହେଲେ ସାଧାରଣ ଜନତା ପାଇଁ ବହୁତ ବଡ ସମସ୍ୟାର କଥା ହେବ ତାହା । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *