ଦେଶର ରକ୍ଷା ପାଇଁ ସେନାରେ ଭର୍ତ୍ତି ହୋଇଥିଲେ ଯୁବକ, କିନ୍ତୁ ଏମିତି ଚାଲିଗଲା ଜୀବନ… କାନ୍ଦ ବୋବାଳି ରେ ଫାଟି ପଡୁଛି ଗାଁ ଦାଣ୍ଡ! ଦେଖନ୍ତୁ କରୁଣ ଦୃଶ୍ୟ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଆମ ଦେଶର ସୁରକ୍ଷା ପାଇଁ ଲକ୍ଷ ଲକ୍ଷ ସୈନିକ ମାନେ ସେନାରେ ଭର୍ତ୍ତି ହୋଇଥାନ୍ତି । ଆଉ ନିଜ ଜୀବନକୁ ବାଜି ଲଗାଇ ଦେଶରେ ସୁରକ୍ଷା ମଧ୍ୟ କରିଥାନ୍ତି । ଏମିତିକି କିଛି ସୈନ୍ୟ ମାନେ ନିଜର ଜୀବନ ଦେଇ ଦେଶକୁ ସୁରକ୍ଷା ଦେଇଥାନ୍ତି ଆଉ ସବୁ ଦିନ ପାଇଁ ସହିଦ ହୋଇ ଯାଇଥାନ୍ତି । ଏମିତି ଅନେକ ଘଟଣା ପ୍ରତି ଦିନ ସାମ୍ନା କୁ ଆସିଥାଏ ।

ଦେଶର ସୁରକ୍ଷା ପାଇଁ ଜୀବନ ଦେଉଥିବା ସୈନ୍ୟ ମାନେ ଅମର ହୋଇ ରହି ଯାଉଛନ୍ତି । ତେବେ ବର୍ତ୍ତମାନ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏଭଳି ଏକ ଘଟଣା ସାମ୍ନା କୁ ଆସିଛି । ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ ବିସ୍ତାର ଭାବେ । ସୂଚନା ଅନୁଯାୟୀ ଦେଶର ରକ୍ଷା ପାଇଁ ସେନାରେ ଭର୍ତ୍ତି ହୋଇଥିଲେ ।

ଏଥିପାଇଁ ପୁରା ଗାଁ ବି ଗର୍ବ କରୁଥୁଲା । ହେଲେ କ୍ୟାନ୍ସର ରୋଗରେ ଆକ୍ରନ୍ତ ହୋଇ ଜୀବନ ଚାଲିଯିବା ପରେ ଏବେ ଗାଁରେ ଖେଳି ଯାଇଛି ଶୋକର ଶାୟା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକରେ । ଯାହାକୁ ନେଇ ସ୍ତବ୍‌ଧ ହୋଇ ପଡିଛି ପୁରା ଗାଁ । ତେବେ ହି ଗାଁ ର ଜଣେ ଯୁବକ ଦେଶର ସୁରକ୍ଷା ପାଇଁ ସେନାରେ ଭର୍ତ୍ତି ହୋଇଥିଲେ ।

ଆଉ ଦେଶ ପାଇଁ କିଛି କରି ଦେଖାଇବାର ସାହସ ନେଇ ସେନାକୁ ଯାଇଥିଲେ । କିନ୍ତୁ ଦୁର୍ଭାଗ୍ୟ ବଶତ ତାଙ୍କୁ କ୍ୟାନସର ରୋଗ ହୋଇଥିଲା । ଆଉ ଯାହା ପାଇଁ ସେ ଶେଷରେ ଆଖି ବୁଜି ଦେଇଛନ୍ତି । ଯାହାକୁ ନେଇ ଏବେ ତାଙ୍କ ପୁରା ପରିବାର ଦୁଖରେ ଭାଙ୍ଗି ପଡିଛନ୍ତି । ନିଜର ପୁଅ କୁ ହ-ରା-ଇ ଓ ସ୍ଵାମୀ କୁ ହ-ରା-ଇ ମ୍ରି-ୟ-ମା-ଣ ହୋଇ ପଡିଛନ୍ତି ପରିବାର ଓ ବନ୍ଧୁ ବର୍ଗ ।

ତେବେ ଗାଁ ର ପୁଅ କୁ ହ-ରା-ଇ ଏବେ ଗାଁ ଲୋକେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । କାନ୍ଦ ବୋବାଳି ରେ ଫାଟି ପଡୁଛି ପୁରା ଗାଁ ର ପରିବେଶ ଆଉ ଛାଇ ଯାଇଛି ଶୋକାକୁଳ ପରିବେଶ । ତେବେ ସେ ଯାହା ବି ହେଉ ସେନାରେ ଭର୍ତ୍ତି ହୋଇଥିବା ଜଣେ ସୈନ୍ୟ ଆଜି ଆଉ ଏ ଦୁନିଆରେ ନାହାନ୍ତି ସତ କିନ୍ତୁ ତାଙ୍କର ମହତ କାମ ପାଇଁ ସେ ସବୁ ଦିନ ପାଇଁ ଅମର ହୋଇ ରହିବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କାମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *