ଦୀପାବଳିରେ କେନ୍ଦ୍ର ସରକାରଙ୍କ ବଡ ଉପହାର, କମିଲା ପେଟ୍ରୋଲ ଓ ଡିଜେଲ ଦର…. ଜାଣନ୍ତୁ କେତେ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଗତ କିଛି ଦିନ ହେବ ଆମ ଦେଶରେ ପେଟ୍ରୋଲ ଓ ଦେଜେଲ ଦର ବୃଦ୍ଧି ପାଇବାରେ ଲାଗିଛି । ଯାହା ପାଇଁ ସାଧାରଣ ଜନତା ମାନେ ଅନେକ ସମସ୍ୟାର ସମୁଖିନ୍ନ ହେଉଛନ୍ତି । କୋରୋନା ମ-ହା-ମା-ରୀ ଯୋଗୁ ଆର୍ଥିକ ଅବସ୍ଥା ଶୋଚନୀୟ ଥିବାବେଳେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବା ଏକ ଚିନ୍ତାର ବିଷୟ ହୋଇ ପଡିଛି । ତେବେ ଆଜି ହେଉଛି ଦୀପାବଳି ଯାହା ଆମ ଦେଶରେ ଖୁବ ଧୂମଧାମରେ ପାଳନ କାରଜାଏ ।

କିନ୍ତୁ ଚଳିତ ବର୍ଷ କୋରୋନା ମ-ହା-ମା-ରୀକୁ ଆଖି ଆଗରେ ରଖି ଏତେ ଭଲ ଭାବେ ଦୀପାବଳି ପାଳନ ନ ହୋଇପାରେ । ସୂଚନା ଅନୁସାରେ ଦୀପାବଳି ଉପହାର ସ୍ୱରୂପ କେନ୍ଦ୍ର ସରକାର ଙ୍କ ତରଫରୁ ପେଟ୍ରୋଲ ଓ ଡିଜେନ ଦର କମ ହୋଇଛି । ପେଟ୍ରୋଲ ୫ ଟଙ୍କା ଓ ଡିଜେଲ ୧୦ ଟଙ୍କା କମିଛି ଯାହା ଆଜିର ବଡ ଖବର ଅଟେ । ଏହା ଦୀପାବଳି ପାଇଁ ଦେଶବାସୀ ଙ୍କ ପାଇଁ ବଡ ଭେଟି ବୋଲି କେନ୍ଦ୍ର ସରକାର କହିଛନ୍ତି । ଯେଉଁ ଦାବି କରା ଯାଉଥିଲା କେବେ ପେଟ୍ରୋଲ ଓ ଡିଜେଲ ଦର କମ ହେବ ତାର ଅନ୍ତ ଆଜି କିଛି ପରିମାଣରେ ହୋଇଛି ।

ଏହି ନୂଆ ଦର ଆଜି ମଧ୍ୟ ରାତ୍ରିରୁ ଲାଗୁ ହେବ ବୋଲି ସୂଚନା ମିଳିଛି । ଦୀର୍ଘ ଦିନ ହେବ ଲୋକ ମାନେ ଯେଉଁ ପ୍ରକାର ହନ୍ତସନ୍ତ ହେଉଥିଲେ ତାହାର ଆଜି କିଛି ମାତ୍ରା ରେ ଶେଷ ହୋଇଛି । କେନ୍ଦ୍ର ସରକାର ଙ୍କ ଏହିଭଳି ନିସ୍ପତି ପୁରା ଦେଶବାସୀ ଙ୍କ ପାଇଁ ଏକ ଉପହାର ସ୍ୱରୂପ ବୋଲି ଜଣା ଯାଉଛି । ଏକ ଥରକେ କେନ୍ଦ୍ର ସରକାର ପେଟ୍ରୋଲ ୫ଟଙ୍କା ଓ ଡିଜେଲ ୧୦ ଟଙ୍କା କମାଇଛନ୍ତି ଯାହା ବହୁତ ବଡ ଖବର ଅଟେ ।

ଯାହା ଗତ କିଛି ଦିନ ତଳେ ଲୋକ ମାନଙ୍କ ପାଇଁ ହୁ ହୁ କରି ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଥିଲା ତାହା ଆଜି କମିଛି ଯାହା ବଡ ଖବର ସାମନାକୁ ଆସିଛି । ଏଥିରୁ ଲୋକ ମାନେ କିଛି ପରିମାନାରେ ଆଶ୍ଵସ୍ତି ହୋଇ ପାରିବେ । ଦୀପାବଳି ପାଇଁ କେନ୍ଦ୍ର ସରକାର ଏକ୍ସସାଇଜ ଡ୍ଯୁଟି କମାଇଛନ୍ତି ବୋଲି ସୂଚନା ମିଳିଛି । ତେବେ ଏହି ଖବର ପ୍ରଚାର ହେବା ପରେ ଦେଶବାସୀ ଖୁସି ହେବେ ବୋଲି ଆଶା କରା ଯାଉଛି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଅମାକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଅମା ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *