ଚାଣକ୍ୟ ନୀତି : କାମ ବାସନାକୁ ପ୍ରାଧାନ୍ୟ ଦେଉଥିବା ପୁରୁଷଙ୍କର ଏ ହେଉଛି ଲକ୍ଷଣ

ଚାଣକ୍ୟ ନୀତି ପଛେ ଈର୍ଷା ପୂର୍ବକ ହୋଇଥାଉ, କିନ୍ତୁ ଆଜି ବି ତାଙ୍କ ନୀତି ସତ ପ୍ରତିଶତ ଉଚିତ ଏବଂ ସାର୍ଥକ ଅଟେ । ତାଙ୍କ ଦ୍ଵାରା କୁହା ଯାଇଥିବା ନିର୍ଦେଶ ଓ କଥା ବାସ୍ତବିକ ଜୀବନରେ ପ୍ରାସଙ୍ଗିକ ଅଟେ ଏବଂ ଭବିଷ୍ୟତ ରେ ମଧ୍ୟ ରହିବେ । ତାଙ୍କ କୁଶାଗ୍ର ବୁଦ୍ଧି କାରଣରୁ ସେ ଗୋଟେ ରାଜା କୁ ଭିକାରି ଓ ଭିକାରିକୁ ରାଜା ବନେଇ ଥିଲେ । ସେହି ଚାଣକ୍ୟ ଓ ତାଙ୍କ ନୀତି ଘରେ ଘରେ ପ୍ରସିଦ୍ଧ । ଆଜି ଆମେ ସେହି ଚାଣକ୍ୟ ନୀତି ଅନୁସାରେ ଜାଣିବା ଯେ ଗୋଟେ କାମ ବାସନାକୁ ପ୍ରାଧାନ୍ଯ ଦେଉଥିବା ପୁରଷର ଲକ୍ଷଣ ବିଷୟରେ ।

Image Courtesy: Google

ତାଙ୍କ ଦ୍ଵାରା ଲିଖିତ ବହିରେ ‘ଅର୍ଥଶାସ୍ତ୍ର’ ନିଜ ନା ପରି ରାଜନୈତିକ ବିଷୟ କୁ ନେଇ ବହୁତ କିଛି ଜଣେଇଛି । ଚାଣକ୍ୟ ଜୀବନର ସବୁ ପ୍ରକାର କଥା ଉପରେ ନିଜ ବିଚାର ଦେଇଛନ୍ତି, ନିଜ ଏହି ବିଚାର ରେ ସେ ମହିଳାଙ୍କୁ ଭୋଗ ବିଳାସ ପୁରୁଷ କୁ ଚିହ୍ନିବା ଏବଂ ତାଙ୍କ ଠାରୁ ଦୂରେଇକି ରହିବା ଗୁଣ ମଧ୍ୟ କହିଛନ୍ତି । କାମ ବାସନା କୁ ପ୍ରାଥମିକତା ଦେଉଥିବା ପୁରୁଷଙ୍କ ବିଷୟରେ ଚାଣକ୍ୟ କହିଛନ୍ତି ଯିଏ ଅନ୍ୟ କାହା ସ୍ତ୍ରୀ କୁ ଦେଖି ଲୋଭ କରନ୍ତି, ଯିଏ ନୂଆ ନୂଆ ମହିଳାଙ୍କ ସହ ସମ୍ପର୍କ ରଖିବା ପାଇଁ ଚାହନ୍ତି ଏହି ପରି ଲୋକଙ୍କ ଠାରୁ ମହିଳାଙ୍କୁ ବଞ୍ଚିକରି ରହିବା ଉଚିତ ଅଟେ ।

Image Courtesy: Google

ଏହି ପରି ପୁରୁଷଙ୍କ ପାଇଁ ଚାଣକ୍ୟ କହିଛନ୍ତି ପୁରୁଷ ଯିଏ ଅଧିକ ଦାମୀ କପଡା ପିନ୍ଧନ୍ତି, ଭଲ ଦେଖା ଯିବା ପାଇଁ ଅତ୍ୟାନ୍ତ ଧ୍ୟାନ ଦିଅନ୍ତି, ଏମିତି ପୁରୁଷଙ୍କ ଭୋଗ ବିଳାସ କେବେ ବି ସମାପ୍ତ ହୁଏ ନାହିଁ ଏହା ଆହୁରି ବଢିବାକୁ ଲାଗିଥାଏ, ଏମିତି ପୁରୁଷଙ୍କ ସମ୍ପର୍କ ଗୋଟେ ରୁ ଅଧିକ ମହିଳାଙ୍କ ସହ ହୋଇଥାଏ ।

Image Courtesy: Google

ସେଥିପାଇଁ ମହିଳାଙ୍କୁ ଏହି ପରି ପୁରୁଷଙ୍କୁ ଚିହ୍ନିବା ଉଚିତ, କାହିଁକିନା ଏହି ପରି ପୁରୁଷ ଆପଣଙ୍କୁ କାମ ବାସନା ପାଇଁ ହିଁ କେବଳ ମନେ ପକାଇବ । ଆପଣଙ୍କ ଶରୀର ତାଙ୍କୁ ପ୍ରିୟ ଅଟେ ଓ ଯେତେବେଳେ ଏହି ଶରୀରରୁ ସେ ରସ ପାଇବେ ନାହିଁ ସେ ଅନ୍ୟ ଜାଗା ନିଜ ବାସ୍ନା ଭୋକ ଶାନ୍ତ  କରିବା ପାଇଁ ପଳେଇବେ । ଏବଂ ତାଙ୍କୁ ଏଥିରରେ କୌଣସି ସଙ୍କୋଚ ମଧ୍ୟ ହେବ ନାହିଁ ।

Leave a Reply

Your email address will not be published. Required fields are marked *