କଣ ଆପଣ ଜାଣିଛନ୍ତି ସବୁ ସ୍ତ୍ରୀଙ୍କର ଅଛନ୍ତି ‘୪ଟି ସ୍ଵାମୀ’ ! Hindu Mythology

ହିନ୍ଦୁ ଶାସ୍ତ୍ର ଅନୁଯାଇ ବହୁତ ରୀତି ରିବାଜ ଏମିତି ଅଛି ଯାହାକୁ ଆଜିବି ବହୁତ ଲୋକ ଜାଣି ନାହାନ୍ତି । ଏମିତି କିଛି ଲୋକ ଅଛନ୍ତି ଯିଏ ମୋଡର୍ନନାଇଜେସନ ନାରେ ବହୁତ କିଛି ପରମ୍ପରା ଭୁଲି ଯାଉଛନ୍ତି । ତେବେ ଲୋକଙ୍କୁ ବିଦେଶରେ ଏତେ ରୁଚି ହୋଇଯାଇଛି ଯେ ସେ ବାହାର ଲୋକଙ୍କ ଭଳି ହବାକୁ ଇଛା କରିଥାନ୍ତି । ତେବେ ବହୁତ ଏମିତି ଲୋକ ଅଛନ୍ତି ଯିଏ ନିଜ ପରମ୍ପରା ବିଷୟରେ ବହୁତ କଥା ଜାଣିଥାନ୍ତି । ହିନ୍ଦୁ ଶାସ୍ତ୍ର ଅନୁଯାଇ ସବୁ ମହିଳାଙ୍କ ୪ଟି ସ୍ଵାମୀ ହୋଇଥାନ୍ତି ଓ ଯେଉଁ ପ୍ପୁରୁଷ ସହ ସେ ବିବାହ କରନ୍ତି ସେ ୪ ନଂ ହୋଇଥାନ୍ତି ।

ବିବାହ ସମୟରେ ମଣ୍ଡପରେ ଯେଉଁ ମନ୍ତ୍ର ଜାପ ହୋଇଥାଏ ସେହି ମନ୍ତ୍ର ଅର୍ଥ ଅନୁଯାଇ ମହିଳାଙ୍କ ୩ଟି ଦେବତାଙ୍କ ସହ ବିବାହ ହୋଇଥାଏ ଓ ତା ପରେ ପୁରୁଷ ସହ ବିବାହ କରା ଯାଇଥାଏ । ମହିଳାଙ୍କ ପ୍ରଥମ ବିବାହ ଚନ୍ଦ୍ରଙ୍କ ସହ ତା ପରେ, ବିଶ୍ଵାବସୁ ନାମ ଗନ୍ଧର୍ବ ସହ ଓ ତା ପରେ ଅଗ୍ନିଙ୍କୁ ଓ ଅନ୍ତିମରେ ତା ସ୍ଵାମୀ ସହ ବିବାହ କରା ଯାଇଥାଏ ।

Image Courtesy: Google

ତେବେ ହିନ୍ଦୁ ଧର୍ମର ବହୁତ ଲୋକେ ଏହାକୁ ଜାଣି ନଥାନ୍ତି, ତେବେ ଏହି ସବୁ କଥା ଦିନକୁ ଦିନ ଲୁପ୍ତ ହବାକୁ ଲାଗୁଛି କାହିଁକିନା ଆମ ପୂର୍ବଯ ମାନେ ଯାହା ଜାନୁଥିଲେ ତାହା ଆମେ ଜାଣି ପାରୁ ନାହୁଁ ଯାହା ଫଳ ସ୍ୱରୂପ ଆମେ ଆସନ୍ତା ପିଢୀକୁ ସେହି ଶିକ୍ଷା ଦେଇ ପାରୁ ନାହୁଁ । ତେବେ ଦ୍ରୋପଦୀଙ୍କ ୫ଟି ସ୍ଵାମୀ ଥିଲେ ଯାହା ଦ୍ଵାରା ଦୁର୍ଯୋଧନ ତାଙ୍କୁ ଖରାପ ନାରେ ସମ୍ବୋଧିତ କରିଥିଲେ କିନ୍ତୁ ଯଦି ଦ୍ରୋପଦୀଙ୍କର ୫ଟି ସ୍ଵାମୀ ନଥାଇ ୪ଟି ହୋଇଥାନ୍ତେ ତେବେ ଦୁର୍ଯୋଧନ ତାଙ୍କୁ ଖରାପ ନାରେ ସମ୍ବୋଧିତ କରି ପାରି ନଥାନ୍ତା ।

Image Courtesy: Google

ଆପଣ ମାନଙ୍କୁ ଆମେ ଏହା କହିବାକୁ ଚାହୁଁଛୁ ଯେ ଏହି ପ୍ରଥା ର ଆରମ୍ଭ ବା ଏମିତି କହିବା ବୈବାହିକ ଜୀବନ ଏହି ଆରମ୍ଭ ଋଷିଙ୍କ ପୁତ୍ର ଶ୍ଵେତକେତୁ ଥିଲେ । ତେବେ ଶାସ୍ତ୍ର ଓ ମହାଭାରତରେ ମଧ୍ୟ କୁହା ଯାଇଛି ଯେ ଆଗ ସମୟରେ ସ୍ତ୍ରୀଙ୍କ ଉପରେ ମଧ୍ୟ କୌଣସି ରୂଢି କଥା ଲାଗୁ ହଉ ନଥିଲା ସେ ମଧ୍ୟ ନିଜ ଇଛାରେ ଯୁଆଡେ ଇଛା ଯାଇ ପାରୁଥିଲେ କିନ୍ତୁ ତା ପରେ ଅଧିକାରବାଦ ଆରମ୍ଭ ହେଲା ଯାହା ପରେ ପୁରୁଷଙ୍କର ନୁହ କିନ୍ତୁ ମହିଳାଙ୍କ ସ୍ଵତନ୍ତ୍ରତା ଚାଲି ଗଲା ଓ ମହିଳା ଘର ଚାରି କାନ୍ଥରେ ବନ୍ଦ ହୋଇ ରହି ଗଲେ ।

Image Courtesy: Google

ତେବେ କୁହା ଯାଇଛି ଯେ ଶ୍ଵେତକେତୁ ଏହି ପରମ୍ପରା ଏଥିପାଇଁ କରିଥିଲେ କାହିଁକିନା ସେ ନିଜ ମା କୁ ଅନ୍ୟ ପୁରୁଷ ସହ ଆଲିଙ୍ଗନ କରୁଥିବାର ଦେଖି ଦେଇଥିଲେ ଯାହା ପରେ ତାଙ୍କ ମନରେ ସ୍ତ୍ରୀ ମାନଙ୍କୁ ୪ଟି ପୁରୁଷ ମଧ୍ୟରେ ରଖିବାର କଥା ଆସିଲା  ଓ ଏହି କାରଣରୁ ସେହି ସମୟ ଗଣନା ଅନୁଯାଇ ସ୍ତ୍ରୀ ସଂଖ୍ୟା ପୁରୁଷ ଅନୁଯାଇ ବହୁତ କମ ଥିଲା ତେବେ ଏହି ପରମ୍ପରା ଅନୁଯାଇ ସବୁ ପୁରୁଷଙ୍କୁ ସ୍ତ୍ରୀ ମିଳି ଯାଉଥିଲେ । ତେବେ ଏମିତି ବହୁତ ପ୍ରଥା ଅଛି ଯାହାର ଆରମ୍ଭ କୌଣସି କାରଣରୁ ହୋଇଥିଲା କିନ୍ତୁ ବର୍ତମାନ ତାହା ବଦଳିଯାଇଛି ଓ ତାହା ଭଲ ପାଇଁ ବଦଳି ଅଛି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *