କଣ ଆପଣ ଜାଣିଛନ୍ତି ଯେ କଦଳୀ ଓ ଅଣ୍ଡା ଜମି ରେ ପୋତିଲେ କଣ ହୋଇଥାଏ ! ନିଶ୍ଚୟ ଜାଣନ୍ତୁ

କୁହା ଯାଏ ଯେ ଘର ପାଖରେ ଗଛ ବୃକ୍ଷ ଲଗେଇଲେ ଏହା ଦ୍ଵାରା କେବଳ ବାତାବରଣ ସୁଖମୟ ହୋଇ ନଥାଏ ଏହା ସହ ସବୁ ଆଡେ ସବୁଜ ଦେଖା ଯାଏ ଯାହା ଆମ ଆଖି ଓ ଆମ ମନ ଶାନ୍ତ ହୋଇଥାଏ । ଯଦି ଘର ଆଖ ପାଖରେ ଗଛ ବୃକୟା ଥାଏ ତେବେ ଘରେ ସକାରାତ୍ମକ ଊର୍ଜା ପ୍ରାପ୍ତ ହୋଇଥାଏ, ସେଥିପାଇଁ ଯଦି ଆପଣଙ୍କୁ ମଧ୍ୟ ଗଛ ଲଗେଇବାର ଅଭ୍ୟାସ ଅଛି ଓ ଆପଣ ମଧ୍ୟ ଗଛ ଲଗେଇ ଖୁସି ହୁଅନ୍ତି ।

ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଉପାୟ କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ବହୁତ ଲାଭକାରୀ ଅଟେ ।

ଆଜିକା ସମୟ ରେ ଲୋକ ମାଟିକୁ ଉପଯାଉ ବନେଇବା ପାଇଁ ବହୁତ ପ୍ରକାର କେମିକଲ ବ୍ୟବହାର କରିଥାନ୍ତି ଓ ଏହା ବହୁତ ମହଙ୍ଗା ହୋଇଥାଏ କିନ୍ତୁ କଣ ଆପଣ ଜାଣିଛନ୍ତି ଯେ କେବଳ କଦଳୀ ଓ ଅଣ୍ଡା ଦ୍ଵାରା ଆପଣ ଘରେ ଗୋଟେ ସ୍ଵସ୍ଥ ଗଛ ଲଗେଇ ପାରିବେ । ବହୁତ ଲୋକ ଏହି ଉପାୟ ଜାଣି ନାହାନ୍ତି ତେବେ ଆପଣ ମଧ୍ୟ ଠାରେ ବ୍ୟବହାର କରି ଦେଖନ୍ତୁ ।

ଆଗ ଗୋଟେ ଜାଗା ରେ ମାଟି ଖୋଳି ବାହାର କରନ୍ତୁ ଏହା ପରେ ଜମି ରେ ଗୋଟେ କଦଳୀ ଓ ଗୋଟେ ଅଣ୍ଡା ରଖୀ ମାଟି ପୋତି ଦିଅନ୍ତୁ ଏହା ପରେ ଶେଠୀ ଗୋଟେ ଗଛ ଲଗାନ୍ତୁ ଦେଖିବେ ସେହି ଗଛ ବହୁତ ସ୍ଵସ୍ଥ ଓ ଶୀଘ୍ର ବଢିବ କାହିଁକିନା ଅଣ୍ଡା ରେ ଥିବା କେଲସିୟମ ଓ ପ୍ରୋଟିନ ଓ କଦଳୀ ରେ ଥିବା ପୋତେସିୟମ ଗଛ କୁ ଭଲ ଭାବରେ ବଢିବା ଓ ସ୍ଵସ୍ଥ ରଖିବା ପାଇଁ ସାହାଜ୍ଯ କରିଥାଏ ।

ଏହି ଗଛ ଯେମିତି ବଢିବାକୁ ଲାଗିବ ଆପଣ ଅଣ୍ଡା ଓ କଦଳୀ ପ୍ରଭାବ ଦେଖିବାକୁ ପାଇବେ ସାର ନଦେଇ ଗଛକୁ କଦଳୀ ଅଣ୍ଡା ଦିଅନ୍ତୁ ଏହା ଦ୍ଵାରା ସବୁ ପ୍ରକାର ପୋଷଣ ପ୍ରାପ୍ତ ହୋଇଥାଏ ।

Leave a Reply

Your email address will not be published. Required fields are marked *