କଣ ଆପଣ ଜାଣିଛନ୍ତି କାହିଁକି କମ ଦରମା ନିଅନ୍ତି CM Naveen Pattnaik ? ଦେଖନ୍ତୁ କେଉଁ ମୁଖ୍ୟମନ୍ତ୍ରୀଙ୍କ ଦରମା କେତେ?

ନମସ୍କାର ବନ୍ଧୁଗଣ । ଆପଣଙ୍କ ମନରେ କେବେ ନା କେବେ ପ୍ରଶ୍ନ ଆସୁଥିବ ମୁଖ୍ୟମନ୍ତ୍ରୀ ଙ୍କୁ କେତେ ଟଙ୍କା ଦରମା ମିଳିଥାଏ । ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମାନଙ୍କ ଦରମା ସେହି ରାଜ୍ୟର ବିଧାନସଭା ରେ ନିର୍ଧାରିତ ହୋଇଥାଏ । ତେଣୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଙ୍କ ଦରମା ସାମନା ନ ଥାଏ । ଏମିତିକି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଯେତିକି ଦରମା ନିଅନ୍ତି ତାର ୫୦ ପ୍ରତିଶତ ଦରମା ନିଅନ୍ତି ଗୋଆ ମୁଖ୍ୟମନ୍ତ୍ରୀ । ତେବେ ଆଜି ଆମେ ଆପଣଙ୍କୁ କହିବୁ କେଉଁ ମୁଖ୍ୟମନ୍ତ୍ରୀଙ୍କ କେତେ ଦରମା ମିଳିଥାଏ ।

୧- ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଦରମା ହେଉଛି ୪ ଲକ୍ଷ ୧୦ ହଜାର ଟଙ୍କା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନିଅନ୍ତି ୩ ଲକ୍ଷ ୯୦ ହଜାର ଟଙ୍କା । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ନିଅନ୍ତି ୩ ଲକ୍ଷ ୬୫ ହଜାର ଟଙ୍କା ଦରମା ।

୨- ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦରମା ନିଅନ୍ତି ୩ ଲକ୍ଷ ୪୦ ହଜାର ଟଙ୍କା । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ପାଆନ୍ତି ୧ ଲକ୍ଷ ୨୫ ହଜାର ଟଙ୍କା । ଏହିପରି ଗୁଜୁରାଟ ମୁଖ୍ୟମନ୍ତ୍ରୀ ୩ ଲକ୍ଷ ୨୧ ହଜାର ଟଙ୍କା ଦରମା ନିଅନ୍ତି ।

୩- ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ୩ ଲକ୍ଷ ୧୦ ହଜାର ଟଙ୍କା ଦରମା ନିଅନ୍ତି । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ୭୨ ହଜାର ଟଙ୍କା ନିଅନ୍ତି । ଛତିଶଗଡ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ୩୦ ହଜାର ଟଙ୍କା ଦରମା ନିଅନ୍ତି ।

୪- ପଞ୍ଜାବ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ୩୦ ହଜାର ଟଙ୍କା ଦରମା ନିଅନ୍ତି । ବିହାର ମୁଖ୍ୟମନ୍ତ୍ରୀ ୨ ଲକ୍ଷ ୧୫ ହଜାର ଟଙ୍କା ଦରମା ନୟନ୍ତୀ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ଟଙ୍କା ଦରମା ନିଅନ୍ତି ।

୫- କେରଳ ମୁଖ୍ୟମନ୍ତ୍ରୀ ୧ ଲକ୍ଷ ୮୫ ହଜାର ଟଙ୍କା ଦରମା ନିଅନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ୧ ଲକ୍ଷ ୭୪ ହଜାର ଟଙ୍କା ଦରମା ନିଅନ୍ତି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ୪ ହଜାର ଟଙ୍କା ନିଅନ୍ତି ।

୬- ଆସାମ ମୁଖ୍ୟମନ୍ତ୍ରୀ ୧ଲକ୍ଷ ୬୦ ହଜାର ଟଙ୍କା ଦରମା ନିଅନ୍ତି । ଓଡିଶାର ମୁଖ୍ୟମନ୍ତ୍ରୀ ୧ ଲକ୍ଷ ୬୦ ହଜାର ଟଙ୍କା ଦରମା ନିଅନ୍ତି । ମେଘାଳୟ ମୁଖ୍ୟମନ୍ତ୍ରୀ ୧ ଲକ୍ଷ ୫୦ ହଜାର ଟଙ୍କା ଦରମା ନିଅନ୍ତି ।

୭- ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ୧ ଲକ୍ଷ ୩୩ ହଜାର ଟଙ୍କା ଦରମା ନିଅନ୍ତି । ମଣିପୁର ମୁଖ୍ୟମନ୍ତ୍ରୀ ୧ ଲକ୍ଷ ୨୦ହଜାର ଟଙ୍କା ନିଅନ୍ତି । ପୁଣ୍ଡୁଚେରି ମୁଖ୍ୟମନ୍ତ୍ରୀ ଲକ୍ଷ ୨୦ହଜାର ଟଙ୍କା ଦରମା ନିଅନ୍ତି ।

୮- ମିଜୋରାମ ମୁଖ୍ୟମନ୍ତ୍ରୀ ୧ ଲକ୍ଷ ୧୪ ହଜାର ଟଙ୍କା ଦରମା ନିଅନ୍ତି । ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ୧ ଲକ୍ଷ ୧୦ ହଜାର ଟଙ୍କା ଦରମା ନିଅନ୍ତି । ତ୍ରିପୁରା ମୁଖ୍ୟମନ୍ତ୍ରୀ ୧ଲକ୍ଷ ୫ହଜାର ଟଙ୍କା ଦରମା ନିଅନ୍ତି । ଏହା ବାଦ ଏମଏଲଏ ଯେତେ ଦରମା ନିଅନ୍ତି ଏହି ଦରମା ମଧ୍ୟ ମୁଖ୍ୟମନ୍ତ୍ରୀ ମାନେ ନେଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କର ମୁଖ୍ୟମନ୍ତ୍ରୀ ଙ୍କ ଦରମା ବାବଦରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *