SRK ଙ୍କ ପୁଅ Aryan Khanଙ୍କ ଗର୍ଲଫ୍ରେଣ୍ଡ କି Munmun ?

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ବଲିଉଡ କିଙ୍ଗ ଖାନ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଡ୍ର-ଗ୍ସ ମା-ମ-ଲାରେ ଫ-ଶୀ ଯାଇଛନ୍ତି । ମଝି ଦରିଆରେ ଚାଲିଥିଲା ଡ୍ର-ଗ୍ସ ପାର୍ଟି । ଆର୍ୟନ ଙ୍କ ସହ ତାଙ୍କର ୮ ଜଣ ବନ୍ଧୁ ମଧ୍ୟ ଏହି ମା-ମ-ଲାରେ ଫ-ସି-ଛ-ନ୍ତି । ଏହାର ତ-ଦ-ନ୍ତ କରୁଛି ଏନସିବୀ । ଏହି ରେ-ଭ ପାର୍ଟିରେ ସାମିଲ ହୋଇଥିବା ଆର୍ୟନ ଖାନ ଭଳି ମୁନମୁନ ଧମେଚା ଙ୍କୁ ନେଇ ବର୍ତ୍ତମାନ ଖୁବ ଜୋରସୋର ରେ ଚର୍ଚ୍ଚା ହେବାରେ ଲାଗିଛି । ଏହା ସହ ଏହି ମା-ମ-ଲାରେ ନୁପୁର ସାରିକା, ଇସମିତ ସିଂ, ମୋହଗ ଯଶବାଲ, ବିକ୍ରାନ୍ତ ଛୋକାରୋ, ଗୋମୀତ ଚୋପ୍ରା, ଅରବାଜ ମରଚାଣ୍ଟ ସାମିଲ ଅଛନ୍ତି ।

ତେବେ ମୁନମୁନ କିଏ ଯିଏ ଏହି ହାଇ ପ୍ରୋଫାଇଲ ପାର୍ଟିରେ ସାମିଲ ହୋଇଥିଲେ ଯାହାକୁ ନେଇ ବର୍ତ୍ତମାନ ଅନେକ ପ୍ରଶ୍ନ ଉଠୁଛି । ଅରବାଜ ମରଚାଣ୍ଟ ଆର୍ୟନ ଙ୍କ ଘନିଷ୍ଠ ବନ୍ଧୁ ହୋଇଥିବା ବେଳେ ମୁନମୁନ ଧମେଚା ଜଣେ ବିଶିଷ୍ଟ ବ୍ୟବସାୟୀ ଙ୍କ ଝିଅ ବୋଲି ସୂତ୍ର ରୁ ଜଣା ପଡିଛି । ମୁନମୁନ ଜଣେ ସା-କ୍ସ-ନ ମଡେଲର ଭାବେ କାମ କରନ୍ତି । ୩୯ ବର୍ଷୀୟ ମୁନମୁନଙ୍କୁ ଅକ୍ଟୋବର ୩ରେ ଏନସିବୀ ଗି-ର-ଫ କରିଥିଲା । ତାଙ୍କ ଘର ମଧ୍ୟ ପ୍ରଦେଶର ସାଗଲ ଜିଲ୍ଲା ରେ । ବର୍ତ୍ତମାନ ତାଙ୍କ ପରିବାର କେହି ମଧ୍ୟ ପ୍ରଦେଶରେ ରହୁ ନାହାନ୍ତି । ଗତ ବର୍ଷ ତାଙ୍କ ମାଙ୍କର ଦେ-ହା-ନ୍ତ ହେବା ପରେ ଆଗରୁ ସେ ବାପା ଅମିତ କୁମାର ଧମେଚା ଙ୍କୁ ହ-ରା-ଇ ସାରିଛନ୍ତି ।

ତାଙ୍କ ଭାଇ ଅଛନ୍ତି ଯାହାଙ୍କର ନାଁ ହେଉଛି ପ୍ରିନ୍ସ ଧମେଚା ଯିଏ ଦିଲ୍ଲୀ ରେ କାମ କରନ୍ତି । ମୁନମୁନ ନିଜ ଦେଶରେ ପାଠ ପଢା ଶେଷ କରିବା ପରେ ଦିଲ୍ଲୀ ଆସିବା ପୂର୍ବ ରୁ କିଛି ଦିନ ଭୋପାଳ ରେ ରହୁଥିଲେ । ତାଙ୍କର ଇଂଷ୍ଟାଗ୍ରାମରେ ପ୍ରାୟ ୧୦.୩k ଫଲୋର୍ଷ ଅଛନ୍ତି । ସେପ୍ଟେମ୍ବର ୨୨ରେ ସେ ତାଙ୍କର ଇଂଷ୍ଟାଗ୍ରାମରେ ଶେଷ ପୋଷ୍ଟ କରିଥିଲେ । ସେଥିରେ ତାଙ୍କୁ ବଲିଉଡ ସେଲିବ୍ରେଟି ମାନେ ଫଲୋ କରିବାକୁ ଅନୁରୋଧ ନେଇଥିଲେ ।

ବିଶେଷ କରି ଅଭିନେତା ଅକ୍ଷୟ କୁମାର ଓ ବିକି କୌଶଲ ଭଳି ଷ୍ଟାର ମାନେ ତାଙ୍କୁ ଫଲୋ କରିବା ପାଇଁ ସେ ଅନୁରୋଧ କରିଥିଲେ । ସେହିପରି ଅରବାଜ ଜଣେ ଅଭିନେତା ହେବା ସହ ଅନେକ ଥର ଶାହରୁଖ ଖାନଙ୍କ ପାରିବାରିକ ପାର୍ଟିରେ ସାମିଲ ହେବାର ନଜର ଆସିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *