ବାପାଙ୍କ ସହ କଥା ହୋଇ କାନ୍ଦିଲେ Aryan… ଦେଖନ୍ତୁ Video କାନ୍ଦି କାନ୍ଦି କଣ କହୁଛନ୍ତି

ବାଦଶାହଙ୍କ ପୁଅ ଆୟର୍ନଙ୍କ ଲାଗି ବଢୁଛି ଅଡୁଆ । ଲଗାତର ଏନସିବୀ କର୍ମଚାରୀ କରୁଛନ୍ତି ଜେରା । ଚାରି ବର୍ଷ ହେବ ଡ୍ର-ଗ୍ସ ନେଉଥିଲେ କିଙ୍ଗ ଖାନଙ୍କ ପୁଅ । କେବଳ ଦେଶ ନୁହେଁ ଦେଶ ବାହାରେ ମଧ୍ୟ ଡ୍ର-ଗ୍ସ ସେବନ କରୁଥିଲେ । ସେ ବହୁତ ମାତ୍ରାରେ ଡ୍ର-ଗ୍ସରେ ଆ-ଡି-କ୍ଟେ-ଡ ହୋଇଛନ୍ତି । ଏହି ଖବର ବହୁତ ମାତ୍ରାରେ ଚର୍ଚାରେ ରହିଛି । ଗତକାଲି ଠାରୁ ଡ୍ର-ଗ୍ସ ଓ ସେଥିରେ ଷ୍ଟାର କିଡଙ୍କ ସମ୍ପୃକ୍ତିକୁ ନେଇ ସାରା ଦେଶରେ ଚର୍ଚା ଲାଗି ରହିଛି । ଏହା ଭିତରେ କିଙ୍ଗ ଖାନ ଅଧାରୁ ଶୁ-ଟି-ଙ୍ଗ ଛାଡି ସ୍ପେନରୁ ଫେରିଛନ୍ତି ।

ପାଖାପାଖି ଦୁଇଦିନ ହେବ ପୋ-ଲି-ସ ହେପାଜତରେ ଥିବା ଅର୍ୟନ ବାପା ସାରୁଖନଙ୍କ ସହିତ ଫୋନରେ କଥା ହୋଇଛନ୍ତି । ଏହି କଥା ବାର୍ତା ଖାଲି ଦୁଇ ମିନିଟ ପାଇଁ ଥିଲା । ଏନ ଶିବି ର ଲ୍ୟାଣ୍ଡ ଲାଇନରୁ ହୋଇଥିଲା । ଦୁଇ ମିନିଟର କଥା ବାର୍ତା ସମୟରେ ଅର୍ୟନ କାନ୍ଦୁଥିବାର ଚର୍ଚା ହୋଇଛି । ସେପଟେ ଅର୍ୟନ ବହୁତ ଦିନ ହେବ ଡ୍ର-ଗ୍ସ ପେ-ଡ-ଲାରଙ୍କ ସମ୍ପୃକ୍ତିରେ ଥିଲେ । କେବଳ ସେତିକି ନୁହେଁ ଦେଶ ବାହାରେ ୟୁକେ ଦୁବାଇ, ଭଳି ଦେଶରେ ସେ ଡ୍ର-ଗ୍ସ ସେବନ କରିଥିବା ନେଇ ଜାତୀୟ ଗଣ ମାଧ୍ୟମରେ ଚର୍ଚା ।

ଏନ ସି ବୀର ପଚରା ଉଚରା ବେଳେ ସେ ବହୁତ ସତ କଥା ମଧ୍ୟ ମାନି ଛନ୍ତି । ଏନସିବୀର ସୂଚନା ଅନୁସାରେ ଅର୍ୟନ ଲେନ୍ସକେଶ ଭିତରୁ ଡ୍ର-ଗ୍ସ ମିଳିଥିଲା । ସେହି ପରି ଗି-ର-ଫ ଯୁବତୀଙ୍କ ସାନିଟାରି ପ୍ୟାଡ ପ୍ଯାକେଟ ଭିତରୁ ଓ ଅନ୍ୟ ଅ-ଭି-ଯୁ-କ୍ତ-ଙ୍କର ଔଷଧ ଡବା ଭିତରୁ ଡ୍ର-ଗ୍ସ ମିଳିଥିଲା । ଗତକାଲି ଅର୍ୟନଙ୍କ ନିକଟରୁ ୧୩ ଗ୍ରାମ କୋ-କି-ନ, ପାଞ୍ଚ ଗ୍ରାମ ଏ-ମ-ଡି, ୨୧ ଗ୍ରାମ ଚେ-ର-ସ ଓ ୨୨ ଏ-ମ-ଡି ଏ-ମ ଏ ବ-ଟି-କା ଜବତ ହୋଇଥିଲା ।


ସେଠାରୁ ତାଙ୍କ ପାଖରୁ ୧ ଲକ୍ଷ ୩୩ ହଜାର ତାଙ୍କ ମଧ୍ୟ ଜବତ କାଯାଇଥିଲା । ଅର୍ୟନ ଖାଲି ଡ୍ର-ଗ୍ସ ସେବନ କରୁ ନଥିଲେ । ସେ ତାର କିନା ବିକା ମଧ୍ୟ କରୁଥିବାର ଜଣା ପଡିଛି । ବେଆଇନ ଡ୍ର-ଗ୍ସ କିଣା ବିକା ନେଇ ସାଙ୍ଗଙ୍କସହିତ ଚାର୍ଟ ହେବାର ଏନସିବୀ କହିଛି । ଏମିତି ଆହୁରି ଭଲ ଭଲ ଖବର ଜାଣିବା ପାଇଁ ଆମ ପେଜକୁ ବହୁତ ମାତ୍ରାରେ ଲାଇକ ଆଉ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *