କଣ ଏହି ହେଉଛି ସ୍ଵାମୀର ମଙ୍ଗଳ କାମନା କରିବାର ଫଳ! Sabitri Brataରେ ସ୍ତ୍ରୀ ସହ ସ୍ଵାମୀ କଲା କିଛି ଏମିତି କି ଜାଣି ଆପଣଙ୍କ ର-କ୍ତ ଗରମ ହୋଇଯିବ- ଦେଖନ୍ତୁ ଭା-ଇ-ରା-ଲ Video

ସାବିତ୍ରୀ ବ୍ରତ ସମସ୍ତ ବି-ବା-ହି-ତା ମହିଳାଙ୍କ ପାଇଁ ବହୁତ ବ-ଡ ବ୍ରତ ଓ ପର୍ବ ହୋଇଥାଏ । ଏହି ଦିନରେ ସ୍ତ୍ରୀ ବ୍ରତ ରଖି ନିଜର ସ୍ଵାମୀର ଦୀ-ର୍ଘା-ୟୁ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥାଏ । ଏହା ସହିତ ସେହି ଦିନ ସ୍ତ୍ରୀ ନିଜର ସ୍ଵାମୀ ପାଇଁ ଉପାସ ମଧ୍ୟ ରଖିଥାଏ । କାରଣ ମାନ୍ୟତା ଅନୁସାରେ ଯେ କୌଣସି ବି ବ୍ରତ କିମ୍ବା ପୂଜା ସମସ୍ତ ନୀତି ନି-ୟ-ମ-ରେ ସହ ପାଳନ କରିଲେ ହିଁ ତାହାର ଫଳ ମିଳିଥାଏ ।

କିନ୍ତୁ ଯଦି ସାବିତ୍ରୀ ବ୍ରତ ଦିନ ହିଁ ସ୍ଵାମୀ ନିଜର ସ୍ତ୍ରୀର ଜୀ-ବ-ନ ନେ-ଇ-ଯି-ବ ତେବେ ଏହିଭଳି ଘ-ଟ-ଣା ବହୁତ ହିଁ ଅ-ଜ-ବ ଅଟେ । କ-ଳା-ହା-ଣ୍ଡି ଜିଲ୍ଲାରେ ଏହିଭଳି ଏକ ଘ-ଟ-ଣା ଦେଖିବାକୁ ମିଳିଛି । ଯେଉଁଠି ସ୍ଵାମୀ ସାବିତ୍ରୀ ବ୍ରତ ଦିନ ହିଁ ନିଜ ସ୍ତ୍ରୀକୁ ବି-ଷ ଦେଇ ହ-ତ୍ୟା କରିଛି । କଳାହାଣ୍ଡି ଜିଲ୍ଲାର ମ-ରା-ମ-ପୁର ଥା-ନା ସିଙ୍ଗପୁର ପ-ଞ୍ଚା-ୟ-ତ ଶି-ର-କି ଗ୍ରାମରେ ଏକ ଅଦ୍ଭୁତ ଘ-ଟ-ଣା ଘ-ଟି ଯାଇଛି ।

ଯେଉଁଠି ବିବାହିତ ଝିଅକୁ ତାହାର ସ୍ଵାମୀ ବି-ଷ ଦେଇ ମା-ରି-ଦେଇଛନ୍ତି ବୋଲି ଝିଅ ଘର ଲୋକମାନେ ଅ-ଭି-ଯୋ-ଗ କରିବା ପରେ ପୋ-ଲି-ସ ବର୍ତ୍ତମାନ ଝିଅର ସ୍ଵାମୀକୁ ଅ-ଟ-କ ରଖିଛି । ମିଳିଥିବା ସୂଚନା ଅନୁସାରେ ମୃ-ତ ପୁଷ୍ପାଞ୍ଜଳି ସେହି ଗ୍ରାମର ଜଣେ ଯୁବକକୁ ପ୍ରେ-ମ ବିବାହ କରିଥିଲେ । ବିବାହ ପରେ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ହୋଇଛି ।

କିନ୍ତୁ ବିବାହର କିଛି ଦିନ ପରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ବି-ବା-ଦ ଦେଖାଦେଲା । କୁହାଯାଉଛି କି ମୃ-ତ-କ-ର ସ୍ଵାମୀ ସବୁଦିନ ମ-ଦ ପି-ଇ ଘରକୁ ଆସି ସବୁଦିନ ନିଜ ସ୍ତ୍ରୀ ସହ ଝ-ଗ-ଡା କରୁଥିଲା । ଏହି ବି-ବା-ଦ ଅତ୍ୟଧିକ ବଢିବା ପରେ କିଛି ଗ୍ରାମବାସୀଙ୍କୁ ନେଇ ଏହାର ସ-ମ-ଧା-ନ ହୋଇଥିଲା । କିନ୍ତୁ ଗତ ସାବିତ୍ରୀ ବ୍ରତ ଉପଲକ୍ଷେ ଝିଅ ପୁଷ୍ପାଞ୍ଜଳିର ପିତା ଝିଅ ଘରକୁ ସାବିତ୍ରୀ ବ୍ରତର ସମସ୍ତ ପୂଜା ସାମଗ୍ରୀ ଧରି ଯାଇଥିଲେ । କିନ୍ତୁ ଝିଅ ଘରେ ପହଞ୍ଚିବା ପରେ ଝିଅ କହିଥିଲା କି ବାପା ମୋତେ ତୁମର ଜ୍ଵାଇଁ ବି-ଷ ଦେଇଛନ୍ତି ।

ଏହା ପରେ ସେ ସଙ୍ଗେ ସଙ୍ଗେ ନିଜର ଚେ-ତା ହ-ରା-ଇ ଦେଲେ ଏହା ଦେଖି ତାଙ୍କର ପିତା ନିଜ ଝିଅକୁ ଡା-କ୍ତ-ର-ଖା-ନା ନେଇଗଲେ । କିନ୍ତୁ ଚି-କି-ତ୍ସା ସମୟରେ ଝିଅର ମୃ-ତ୍ୟୁ ହୋଇଗଲା । ଏହା ବି-ଷ-ୟ-ରେ ପୋ-ଲି-ସକୁ ସୂଚନା ମିଳିବା ପରେ ପୋ-ଲି-ସ ଘ-ଟ-ଣା ସ୍ଥାନରେ ପହଞ୍ଚି ଶ-ବ-ର ପୋ-ସ୍ଟ-ମ-ର୍ଟେ-ମ କରି ପରିବାର ଲୋକଙ୍କୁ ଶ-ବ ଦେଇଛନ୍ତି ଓ ଅ-ଭି-ଯୁ-କ୍ତ ସ୍ଵାମୀକୁ ଗି-ର-ଫ କରି ନିଜ ଯା-ଞ୍ଚ ପ୍ର-କ୍ରି-ୟା ଆରମ୍ଭ କରିଛନ୍ତି । ମୃ-ତ୍ୟୁ ପରେ ଝିଅ ଘର ଲୋକମାନେ ପୁଅ ଘର ସାମ୍ନାରେ ହଂ-ଙ୍ଗା-ମା ମଧ୍ୟ କରିଛନ୍ତି । କିନ୍ତୁ ପୋ-ଲି-ସ ସମସ୍ତଙ୍କୁ ବୁଝାଇବା ପରେ ହା-ଙ୍ଗା-ମା ବ-ନ୍ଦ ହୋଇଯାଇଛି ।

ଝିଅର ମା କହିବା ଅଟେ କି ମୋ ଝିଅକୁ ଜ୍ଵାଇଁ ବାରମ୍ବାର ମା-ର-ପି-ଟ କରୁଥିଲା । ସେମାନେ ୩ -୪ ଥର ଗାଁରେ ମି-ଟି-ଙ୍ଗ କରି ମା-ମ-ଲା-ର ସ-ମା-ଧା-ନ କରିବାକୁ ବି ଚେ-ଷ୍ଟା କରିଛନ୍ତି । କିନ୍ତୁ ଏହା ସତ୍ବେ ବି ପୁଣି ସେହିଭଳି ଝ-ଗ-ଡା ହେଉଥିଲା । ଶେ-ଷ-ରେ ତାଙ୍କର ଝିଅର ଜୀ-ବ-ନ ଚା-ଲି-ଗ-ଲା । ସାବିତ୍ରୀ ବ୍ରତ ଦିନ ଏହିଭଳି ମା-ମ-ଲା ଅଭୁତ ହିଁ ଅଜବ ଅଟେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *