ଜାଣନ୍ତୁ କଣ ହେବ ପରିସ୍ଥିତି ଯଦି ହୁଏ ପରମାଣୁ ଆକ୍ରମଣ

ବନ୍ଧୁଗଣ ରୁଷିୟା ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଘନେଉଛି ତୃତୀୟ ବିଶ୍ଵଯୁଦ୍ଧ ର ଆଶଙ୍କା । ଥରେ ଯୁଦ୍ଧ ଆରମ୍ଭ ହୋଇଗଲେ ଶ୍ମଶାନ ପାଲଟିଯିବ ଦୁନିଆ । ବିଶ୍ଵର ଶକ୍ତିଶାଳୀ ଦେଶ ଗୁଡିକ ମୁହାଁମୁହିଁ ହେବେ । ଚାରିଆଡେ ଧ୍ଵଂସ ର ତାଣ୍ଡବ ରହିଛି ଯଦି ତୃତୀୟ ବିଶ୍ଵଯୁଦ୍ଧ ଆରମ୍ଭ ହୁଏ । କୋଟି କୋଟି ଲୋକ ପ୍ରାଣ ହରାଇବା ସହ କ୍ଷଣକ ରେ ସବୁ କିଛି ଜଳି ପୋଡି ପାଉଁଶ ହୋଇଯିବ । ବସିଥିବା ଅବସ୍ଥାରେ ଲୋକେ ଚମଡା ଜଳି ଖସିବାରେ ଲାଗିବ ।

ବୋମା ବିଷ୍ପୋରଣ ଭିତରେ ମଣିଷ ସମାଜର କଣ୍ଠରୁଦ୍ଧ ହୋଇଯିବ । ହାହାକାର ଓ ବିକଳ କାନ୍ଦଣାରେ ଗୁଞ୍ଜରିତ ହେବ ସାରା ବିଶ୍ଵ । ପରମାଣୁ ଆକ୍ରମଣ ହେଲେ ସବୁ କିଛି ଛାରଖାର ହୋଇଯିବ । ଦିତୀୟ ବିଶ୍ଵଯୁଦ୍ଧ ସମୟରେ ଆମୀରିକା, ଜାପାନ ଓ ହିରୋସିମା ଓ ନାଗାଷାକି ପରି ଦୁଇ ସହର ଉପରେ ପରମାଣୁ ଆକ୍ରମଣ କରିଥିଲା ।

ଏହି ଆକ୍ରମଣ ଏତେ ଶକ୍ତିଶାକି ଓ ଭୟଙ୍କର ଥିଲା ଯାହା ପାଇଁ କିଛି କ୍ଷଣକରେ ହଜାର ହଜାର ଲୋକଙ୍କର ପ୍ରାଣ ଯାଇଥିଲା । କ୍ଷମତା ଓ ଅହଙ୍କାରର ଯୁଦ୍ଧରେ ସବୁ କିଛି ଜଳିଗଲା । ପରମାଣୁ ଆକ୍ରମଣ କରିବା ପରେ ମଧ୍ୟ ବର୍ଷ ବାର ଧରି ଲୋକେ ମାରିବାକୁ ଲାଗିଲେ । ପିଢୀ ପିଢୀ ପରେ ବିକଳାଙ୍ଗ ଶିଶୁ ଜନ୍ମ ନେଲେ ।

ରୁଷିୟା ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ପରମାଣୁ ବୋମାର ଆକ୍ରମଣର ଆଶଙ୍କା ବଢିବାକୁ ଲାଗିଛି । ଉଭୟ ଦେଶ ମଧ୍ୟରେ ଲଢେଇ ନିର୍ନାୟକ ମୋଦରେ ପହଞ୍ଚି ସାରିଥିବା ବେଳେ ବିପଦକୁ ଏଡାଇ ଦେଇ ହେବ ନାହି । ଆମେରିକା ସମତେ ପାଶ୍ଚାତ୍ୟ ଦେଶ ଗୁଡିକ ୟୁକ୍ରେନକୁ ସାହାଜ୍ଯ କରୁଛନ୍ତି । ଅନ୍ୟ ପକ୍ଷରେ ରୁଷିୟା ରାଷ୍ଟ୍ରପତି ପୁଟିନ ସମତାଙ୍କ ଉଦେଶୟକୁ ନେଇ ଚେତାବନୀ ଦେଇଛନ୍ତି ।

ପୁଟିନ କହିଛନ୍ତି ଉଭୟ ଦେଶରେ ହସ୍ତକ୍ଷେପ କରିଲେ ପରିଣାମ ଭୟଙ୍କର ହେବ । ବିଶେଷଜ୍ଞ ମାନେ ପୁଟିନଙ୍କ ଧମକକୁ ପରମାଣୁ ଯୁଦ୍ଧ ସହ ତୁଳନା କରିଛନ୍ତି । ପରମାଣୁ ଅସ୍ତ୍ରଶସ୍ତ୍ର ବ୍ୟବହାର ନ କରିବାକୁ ସ୍ଵିଜରଲ୍ୟାଣ୍ଡର ଏକ ସଂସ୍ଥା ଆନ୍ତଜାତୀୟ ଅଭିଯାନ ଚଳାଇଛି ୨୦୧୭ରେ ।

ଵହି ସଂସ୍ଥା ନିବେଳ ସନ୍ଧି ପୁଅରସ୍କାର ମଧ୍ୟ ହାସଲ କରିଛି । ica ଅନୁସାରେ ଗୋଟିଏ ପରମାଣୁ ବୋମା କ୍ଷଣିକ ମଧ୍ୟରେ କୋଟି କୋଟି ଲୋକଙ୍କର ପ୍ରାଣ ନେଇଯିବ । ଗୋଟିଏ ବା ଦୁଇଟି ପରମାଣୁ ବୋମା ଆକ୍ରମଣ ହେଲେ ଲୋକଙ୍କର ମୃତ୍ୟୁ ହେବା ସହ ପୃଥିବୀର ଜଳବାୟୁ ଓ ପାଣିପାଗ ବିଗିଡି ଜୀବ । ଏଥିସହ ଆମେରିକା ଓ ରୁଷିୟା ମଧ୍ୟରେ ପରମାଣୁ ଯୁଦ୍ଧ ଆରମ୍ଭ ହେଲେ ସବୁକିଛି ଧ୍ଵଂସ ହୋଇଯିବ ।

ମୁମ୍ବାଇରେ ଏକ କିମି ବ୍ଯାସ ଦୂରରେ ପ୍ରାୟ ଲକ୍ଷେରୁ ଅଧିକ ଲୋକ ବାସ କରୁଛନ୍ତି । ଏଠାରେ ପରମଉ ଆକ୍ରମଣ ହେଲେ ଗୋଟିଏ ଦିନରେ ୮.୭୯ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇପାରେ । ଆମେରିକା ଓ ରୁଷିୟା ମଧ୍ୟରେ ୫୦୦ ପରମାଣୁ ବୋମା ବ୍ୟବହାର କରାଗଲେ ଅଧ ଘଣ୍ଟାରେ ୧୦୦କୋଟିର ଲୋକଙ୍କର ଜୀବନ ଚାଲିଯିବ । ଏହା ସହ ଲୋକେ ଖାଇବାକୁ ପାଇବେ ନାହି କି ଆହାତ ଲୋକେ ଚିକିତ୍ସା ପାଇପାରିବେ ନାହି ।

ବନ୍ଧୁଗଣ ଆପଣ ମାନଙ୍କର ପରମାଣୁ ଯୁଦ୍ଧ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *