ଆଗ କାଳରେ ଚଳଚିତ୍ରରେ ପ୍ରେମ ହେଲେ ଦୁଇଟି ଫୁଲ ଏକାଠି କରି ଦଉଥିଲେ ଯାହା ପରେ ଲୋକ ବୁଝି ଯାଅନ୍ତୁ କଣ ହେଲା କିନ୍ତୁ ଅଭିନେତା ଅଭିନେତ୍ରୀ କିଛି କରୁ ନଥିଲେ । ଏହା ପରେ ୮୦ – ୯୦ ଦଶକ ସମୟରେ କିଛି ପାଖକୁ ଆସିବା ସିନ ସୁଟ କରା ହେଲା ଓ ବର୍ତମାନ ଖୁଲମ ଖୁଲା ସବୁ ଦେଖା ଯାଉଛି । ତେବେ କଣ ଆପଣ ଜାଣିଛନ୍ତି ଏହି ଇଣ୍ଟିମେତ ସିନ ଶୁଠ କରିବା ପାଇଁ କେତେ ଅସୁବିଧା ହୋଇଥାଏ କାହିଁକିନା ଅଭିନେତା ଅଭିନେତ୍ରୀଙ୍କୁ ବହୁତ ଲୋକଙ୍କ ସାମ୍ନାରେ ଏହି ସିନ କରିବାକୁ ପଡିଥାଏ ।
ଏହା ଛଡା ଏମିତିକା ସିନ କରିବା ସମୟରେ ଅଭିନେତା ବା ଅଭିନେତ୍ରୀ ଏମିତି କିଛି କରିଥାନ୍ତି ଯାହା ପରେ ସେ ନିଜେ ପଛତେଇ ଥାନ୍ତି ଓ କଣ୍ଟ୍ରୋଭର୍ସି ମଧ୍ୟ ହୋଇଥାଏ ।

୧. ଡିମ୍ପଲ କପାଡିଆ ଓ ବିନୋଦ ଖନ୍ନା :
ପ୍ରେମ ଧର୍ମ ଫିଲ୍ମ ର ଶୁଟିଙ୍ଗ ସମୟରେ ଡିମ୍ପଲ କପାଡିଆ ମୁଖ୍ୟ ଅଭିନେତ୍ରୀ ଥିଲେ ଓ ବ୍ନୋଦ ଖନ୍ନା ମୁଖ୍ୟ ଅଭିନେତା ଥିଲେ । ଏହି ଫିଲ୍ମରେ ଗୋଟେ ସିନରେ ଦୁହିଙ୍କ କିସ ସିନ ଥିଲା ଯାହା ଶୁଠ ହବା ସମୟରେ ବିନୋଦ ଖନ୍ନା ଏତେ କ୍ଳୋଜ ହେଲେ ଯେ ଏହା ପରେ ଡିମ୍ପଲ କପାଡିଆଙ୍କୁ ବହୁତ ଖରାପ ଲାଗିଥିଲା କିନ୍ତୁ ଫିଲ୍ମ ଡାଇରେକ୍ଟର ମହେଶ ଭଟ ଡିମ୍ପଲଙ୍କୁ ବିନୋଦଙ୍କ ଏହି କାମ ପାଇଁ କ୍ଷମା ମାଗିଥିଲେ ।

୨. ରଣବିର କପୁର :
ଆପଣ ମାନେ ରଣବିର କପୁରଙ୍କୁ ବେସ ଭଲ ଭାବରେ ଜାଣିଥିବେ ତେବେ ରଣବିର ନିଜ ପ୍ଲେବୟ କାମ ପାଇଁ ବଲୀଉଡରେ ପୁରା ଫେମସ ଅଛନ୍ତି, ତେବେ ଖବର ଅନୁଯାଇ “ୟେ ଯବାନୀ ହେ ଦିବାନି ଫିଲ୍ମରେ ରଣବିର ଏବଲୀନଙ୍କୁ ଛାଡୁ ନଥିଲେ ଓ ସେଟ ଲୋକ ଆସି ତାଙ୍କୁ ଅଲଗା କରିଥିଲେ ।
୩. ସିଦ୍ଧାର୍ଥ ମଲ୍ହୋତ୍ରା ଓ ଜେକଲିନ :
ଆପଣ ମାନେ ଜେଣ୍ଟାଲମେନ ଫିଲ୍ମ ଦେଖିଥିବେ ଏହି ଫିଲ୍ମ ପାଇଁ ଦୁହିଙ୍କୁ ଇଣ୍ଟିମେତ ସିନ କରିବାର ଥିଲା ସେହି ସମୟରେ ଦୁହେଁ ଏତେ ସିନରେ ପସୀ ଗଲେ ଯେ କଟ ହବା ପରେ ବି ଦୁହେଁ ଲୀପ ଲକ କରି ବିଜି ଥିଲେ ।

୪. ବିନୋଦ ଖନ୍ନା :
ଫିଲ୍ମ ଦୟାବାନ ଆପଣ ମାନାଙ୍କ ମଧ୍ୟରୁ ବହୁତ ଲୋକ ଦେଖିଥିବେ ତେବେ ଏହି ଫିଲ୍ମରେ ଗୋଟେ ସିନରେ ବିନୋଦଙ୍କୁ ମାଧୁରୀଙ୍କୁ କିସ କରିବାର ଥିଲା ଓ ସିନ କରିବା ସମୟରେ ବିନୋଦ ଉତ୍ତେଜିତ ହୋଇ ମାଧୁରୀଙ୍କ ଓଠ କାମୁଡିଥିଲେ ଯାହା ପରେ ମାଧୁରୀ ଡଋ ଯାଇଥିଲେ ଓ ବିନୋଦଙ୍କୁ ଧକା ଦେଇ ସେଠାରୁ ଉଠି ଆସିଥିଲେ ।
ବଲୀଉଡର ତାଜା ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।