ଅଲ୍ପ ଆୟୁରେ ମୃ-ତ୍ୟୁ ହେବା ପରେ ଆତ୍ମା କେଉଁ କଷ୍ଟ ଭୋଗିଥାଏ ? Garuda Purana

ଏହି ଦୁନିଆରେ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚି ରହିବା ପାଇଁ ସମସ୍ତଙ୍କର ଇଚ୍ଛା ଥାଏ । କିନ୍ତୁ ଦିନେ ନା ଦିନେ ସମସ୍ତଙ୍କୁ ମୃ-ତ୍ୟୁ ନିଶ୍ଚିତ ଆସିଥାଏ । କିଛି ଲୋକମାନେ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚିତ ରୁହନ୍ତି ତ ଅନ୍ୟ ପଟେ କିଛି ଲୋକମାନେ ଅଚାନକ ଆର ପାରିକୁ ଚାଲି ଯାଆନ୍ତି । ଅଳ୍ପ ବୟସରେ ମୃ-ତ୍ୟୁ ହେଲେ ମୃ-ତ ବ୍ୟକ୍ତିର ପ୍ରିୟଜନମାନେ ତାକୁ ସ୍ଵୀକାର କରି ପାରନ୍ତି ନାହିଁ । ଏହିଭଳି ମୃ-ତ୍ୟୁକୁ ଅକାଳ ମୃ-ତ୍ୟୁ କୁହାଯାଏ । ଆଜି ଆମେ ଆପଣଙ୍କୁ ଏହା ବିଷୟରେ ବିସ୍ତ୍ରୁତ ରୂପରେ କହିବୁ ।

ଗରୁଡ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ଅଳ୍ପ ଆୟୁରେ ମୃ-ତ୍ୟୁ ବରଣ କରିଥାଏ ତାକୁ ମୃ-ତ୍ୟୁ ପରେ ବିଭିନ୍ନ ପ୍ରକାରର କଷ୍ଟ ଭୋଗିବାକୁ ପଡିଥାଏ । ଗରୁଡ ପୁରାଣରେ ଭଗବାନ ବିଷ୍ଣୁ କହିଛନ୍ତି କି ଯାହାର ମୃ-ତ୍ୟୁ ପ୍ରାକୃତିକ ରୂପରେ ହୋଇଥାଏ ସେ ୧୩ ରୁ ୪୦ ଦିନ ମଧ୍ୟରେ ଅନ୍ୟ ଏକ ଶରୀର ଧାରଣ କରିନିଏ ।

କିନ୍ତୁ ଅଳ୍ପ ଆୟୁରେ ମୃ-ତ୍ୟୁକୁ ପ୍ରାପ୍ତ କରିଥିବା ଆତ୍ମା ନିଜର ସମସ୍ତ ଇଚ୍ଛା ଅର୍ଥାତ ଭୋକ, ଶୋଷ, ସଂ-ଭୋ-ଗ-ସୁଖ, ରୋଗ, କ୍ରୋ-ଧ ଦୋ-ଷ ଓ ଲୋ-ଭ ଇତ୍ୟାଦି ପାଇଁ ଅନ୍ଧକାରରେ ସେହି ସମୟ ପର୍ଯ୍ୟନ୍ତ ବୁଲିଥାଏ ଯେଉଁ ସମୟ ପର୍ଯ୍ୟନ୍ତ ତାର ପ-ର-ମା-ତ୍ମା- ଦ୍ଵାରା ଜୀବନ ଚକ୍ର ପୁରା ହୋଇ ନ ଯାଏ । ଏମିତିରେ ପ୍ରଶ୍ନ ଉଠୁଛି କୌଣସି ବ୍ୟକ୍ତିର ଅଳ୍ପ ଆୟୁରେ କାହିଁକି ମୃ-ତ୍ୟୁ ହୋଇଥାଏ । ଗରୁଡ ପୁରାଣ ଅନୁସାରେ ବିଧାତା ଦ୍ଵାରା ନିଶ୍ଚିତ କରାଯାଇଥିବା ମୃ-ତ୍ୟୁର ସମୟ ଯେତେବେଳ ଆସିଥାଏ ତେବେ ବ୍ୟକ୍ତିକୁ ଯମଦୂତ ମୃ-ତ୍ୟୁ ଲୋକକୁ ନେଇ ଯାଆନ୍ତି ।

କିନ୍ତୁ ଯେଉଁ ମନୁଷ୍ୟ ନିନ୍ଦିତ କାର୍ଯ୍ୟ କରିଥାଏ, ଆଳସ୍ୟ ହୋଇ କର୍ମକୁ ତ୍ୟାଗ କରିଦିଏ, ପର ସ୍ତ୍ରୀ ଉପରେ ନଜର ରଖିଥାଏ ଏହିଭଳି କିଛି ଦୋଷ କାରଣରୁ ମନୁଷ୍ୟର ଆୟୁ କମ ହୋଇଯାଏ । ଯିଏ ଧର୍ମ ବିରୁଦ୍ଧ ଆଚରଣ କରିଥାଏ ସେ ବି ନିଶ୍ଚିତ କରାଯାଇଥିବା ସମୟ ପୂର୍ବରୁ ମୃ-ତ୍ୟୁ ବରଣ କରିଥାଏ । ବର୍ତ୍ତମାନ ଚାଳନ୍ତୁ ଜାଣିବା ଅଳ୍ପ ଆୟୁରେ ମୃ-ତ୍ୟୁ ପରେ ଆ-ତ୍ମା କେଉଁ ସ୍ଥାନରେ ବୁଲନ୍ତି । ଗରୁଡ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ଅଳ୍ପ ଆୟୁରେ ମୃ-ତ୍ୟୁ ବରଣ କରିଥାଏ ସେ ଭୁ-ତ, ପ୍ରେ-ତ, ପି-ଶା-ଚ, କୃ-ଷ୍ମା-ଣ୍ଡା-, ବ୍ରହ୍ମ ରା-କ୍ଷ-ସ, ବେତାଲ ଓ କ୍ଷେତ୍ରପାଳ ଯୋ-ନି-ରେ ବୁଲିଥାଏ ।

କିନ୍ତୁ ଯେତେବେଳେ କୌଣସି ସ୍ତ୍ରୀ ଅଳ୍ପ ବୟସରେ ମୃ-ତ୍ୟୁ ବରଣ କରିଥାଏ ତେବେ ସେ ବି ଏହିଭଳି ବୁଲିଥାନ୍ତି । କିନ୍ତୁ ତାଙ୍କୁ ଅଲଗା ଅଲଗା ନାଁ ରେ ଜଣା ଯାଏ । ଯେମିତି କି କୌଣସି ବିବାହିତ ମହିଳା ଅଳ୍ପ ବୟସରେ ମୃ-ତ୍ୟୁ ବରଣ କରିଥାଏ ତେବେ ସେ ଡା-ହା-ଣୀ ହୋଇଯାଏ । ଯେତେବେଳେ କୁଆଁରୀ ଝିଅ ଅଳ୍ପ ବୟସରେ ମୃ-ତ୍ୟୁ ବରଣ କରିଥାଏ ତାକୁ ଦେବୀ ଯୋନିରେ ବୁଲିବାକୁ ପଡିଥାଏ । ଏହିଭଳି ଆତ୍ମାର ଶାନ୍ତି ପାଇଁ ପିଣ୍ଡଦାନ, ଦାନ କରିବା ଓ ଗୀତାପାଠ ଇତ୍ୟାଦି କର୍ମ କରିବା ଉଚିତ ।

Leave a Reply

Your email address will not be published. Required fields are marked *