କଣ ଆତ୍ମାହତ୍ୟା ବି ଇଶ୍ଵରଙ୍କ ଇଚ୍ଛା ଅଟେ ? Garuda Purana

କିଛି ସମୟରେ ଆମର ମନରେ ଅନେକ ପ୍ରଶାନ ଉଠି ଥାଏ । ଯେଉଁ ଭଳି କି ଭଗବାନ ଙ୍କ ଇଚ୍ଛାରେ କଣ ସବୁ କିଛି ହୋଇ ଥାଏ କି ? ଏହା କଣ ସତ୍ୟ ଅଟେ କି ଆମେ ଯାହାଭି କରୁଛେ କିମ୍ବା ଆମେ ଯାହା ଚିନ୍ତା କରୁଛେ ଏହା କଣ ଆମ ସହ ଏଥି ପାଇଁ ଏହୁଛି କାରଣ ଆମେ ଏହି କାମ କରୁ ବୋଲି ଭଗବାନ କହିଛନ୍ତି କିମ୍ବା ଚାହିଁ ଥାନ୍ତି । ଦେଖନ୍ତୁ ଆଜି ଆମେ ଯାହାଭି କରିବା ଏହା ଆମ ପାଇଁ ନିଜ କର୍ମ ଥାଏ କିନ୍ତୁ ଯଦି ଆମେ ଭଗବାନ ଙ୍କ ଆଡରେ ଆସିକି କିଛି ଭି କରି ନେବା ତେବେ ଏହା ଭୁଲ ହୋଇ ଥାଏ ।

ଆମେ ଯଦି କହିବାକି ଆମେ କିଛି ଭି କରି ପାରିବା ଏହା ସତ୍ୟ ଅଟେ ମାତ୍ର କିଛି ଲୋକମାନେ ଅଛନ୍ତି ଯେଉଁ ମାନେ ଭୁଲ କାମକୁ କହି ଥାନ୍ତି ଏହା ମଧ୍ୟ ଭଗବାନଙ୍କ ଇଚ୍ଛା ଥାଏ । କିଛି ଜଣ କହିଛନ୍ତି କି ଭଗବାନ ଯାହା କରି ଥାନ୍ତି ପ୍ରାମୀଙ୍କ ମଙ୍ଗଳ କାମନା କରି ଥାନ୍ତି ।

ଏବେ ଆମେ କହିବାକି ଆତ୍ମହତ୍ୟା କରିବା କଣ ଭଗବାନଙ୍କ ଇଛା ଥାଏ କି ଏହା ମଧ୍ୟ ଭଗବାନଙ୍କ ଇଚ୍ଛା ନଥାଏ । ଯେଉଁ ଭଳି ଆମେ କର୍ମ କରିଥାଉ ସେହି ଭଳି କାମ ଆମକୁ ମିଳିଥାଏ । ଯଦି ଆମେ ଏହାକୁ ବୁଝି ଯିବା ତେବେ ଆମେ ଜାଣି ପାଋବାକି ଏହା କେଉଁ ଭଳି ଅଟେ ଓ ଏହା ପାଇଁ ଆମକୁ କଣ କରିବା ପାଇଁ ପଡିବ । ତେବେ ଆମ ଜୀବନରେ କର୍ମ ୩ ପ୍ରକାର ଥାଏ ।

ଏହା ହେଉଛି ସଞ୍ଚିତ, ପ୍ରାରବଦ୍ଧ, କ୍ରିୟମାଣ କର୍ମ । ଆଜି ଆମେ କହିବା କି ସଞ୍ଚିତ କର୍ମ ହେଉଛି ଆମର ପୂର୍ବ ଜନ୍ମର କର୍ମ ସହ ଏହି ଜନ୍ମର କର୍ମ ସମାହିତ ହୋଇ ପାରେ । ପ୍ରାରବ୍ଧ ହେଉଛି ଆମ ପୂର୍ବ ଜନ୍ମର କର୍ମ ଯାହା ଆମେ ଏହି ଜାଗାରେ ଭୋଗ କରୁଛି । କ୍ରିୟମାଣ କର୍ମ ଯାହା ଆମେ ଏହି ସମୟରେ କରୁଛୁ ।

ତେବେ ଆଜି ଆମେ ଯାହାଭି କାମ କରୁଛେ ତାହାର ପରିଣାମ ଆମକୁ ଯେମିତି ହେଲେଭି ମିଳିବା କଥା ମିଳିବ ନିଶ୍ଚିତ ଭାବେ । ଆମେ ଯାହାଭି କାମ କରିବୁ ଏହା ପାଇଁ ଆମେ ଫଳା ଫଳ ନିଶ୍ଚିତ ଭାବେ ପାଇବା ଆଜି ପାଉ କିମ୍ବା ଆଗ ଜନ୍ମରେ ପାଉ । ଏହାକୁ ଆମେ ଭୋଗିବା କଥା ଭୋଗିବା ନିଶ୍ଚିତ ଭାବେ ।

କିନ୍ତୁ ଆମେ ଯଦି ଆତ୍ମ ହତ୍ୟା କରିବା ତେବେ ଏହା ଆମ ନିଷ୍ପତ୍ତି ଅଟେ । ଆପଣମାନେ ଯଦି ନିଜକୁ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରିବେ ଏହା ଆପଣଙ୍କ ନିଷ୍ପତି ଅଟେ । ଆପଣ କେବଳ ଏହା କରି ପାରିବେ କି ଆପଣ କେବଳ ନିଜର ଅସୁବିଧା କୁ ଚିରି କି ବାହାରକୁ ବାହାରି ପାରିବେ ।

ଯେଉଁ ଭଳି ଭାବେ ପ୍ରାରବଦ୍ଧ ଆରମ୍ଭ ହେବ ସେଇ ଭାବେ ଆପଣ ଏହାକୁ ଛିରିବା ପାଇଁ ଚେଷ୍ଟା କରିବେ । କିନ୍ତୁ ଭଗବାନ କେବେହେଲେ ଏତେ ସୁନ୍ଦର ଜୀବନ ଯାହା ସେ ଆମକୁ ଦେଇଛନ୍ତି ତାକୁ ହରାଇବା ପାଇଁ କହି ନାହାଁନ୍ତି । ଏହା ଗରୁଡ ପୁରାଣ ରେ ମଧ୍ୟ ଲେଖା ହୋଇଛିକି ଏହା କରିବା ମହାପାପ ଅଟେ ଏହାକୁ ଯେକେହିଭି କରେ ସେ ପାପ ମୁଣ୍ଡାଇ ଥାଏ ।

Leave a Reply

Your email address will not be published. Required fields are marked *