କାହିଁକି ଏହି ଝିଅ ପାଇଁ ୪୨ ବର୍ଷ ବନ୍ଦ ଥିଲା ଭରତର ଏହି Railway ଷ୍ଟେସନ

ଆଜିକା ସମୟରେ ଲୋକ ଭୁ-ତ ପ୍ରେ-ତ କଥା କହିଲେ ମାନିବେ ନାହିଁ ବହୁତ କମ ଲୋକ ଅଛନ୍ତି ଯିଏ ଏହି ସବୁ କଥା ଉପରେ ଭରସା କରନ୍ତି ।

କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ଭାରତରେ ଏମିତି ବହୁତ ପାରା ନର୍ମଲ ଆକ୍ଟିଭିଟି ହବାର ସ୍ଥାନ ଅଛି ଯେଉଁଠାରେ ଶୟା ଅଛି ବୋଲି ପ୍ରମାଣ ମଧ୍ୟ ହୋଇଛି । ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଷ୍ଟେସନ ବିଷୟରେ କହିବାକୁ ଯାଉଛୁ ଯାହା ୪୨ ବର୍ଷ ଧରି ଗୋଟେ ଆ-ତ୍ମା କାରଣରୁ ବନ୍ଦ କରା ଯାଇଥିଲା କିନ୍ତୁ ତଥ୍ୟ ବାହାରିବା ପରେ ଏହାରୁ ଆଉ ଥରେ ଖୋଲା ଯାଇଥିଲା କିନ୍ତୁ ଏହାକୁ ଖୋଲିବା ପାଇଁ ସରକାରଙ୍କୁ ୪୨ ବର୍ଷ ସମୟ ଲାଗିଥିଲା ।

ୱେଷ୍ଟବେଙ୍ଗାଲ, ଫୁଗଲିଆ ଜିଲା ର ବେଗୁନକୋଦର ନାମକ ସ୍ଥାନରେ ଗୋଟେ ଷ୍ଟେସନ କରା ଯାଇଥିଲା ଯାହା କୋଲକାତା ଠାରୁ ୪୦ କିଲୋମିଟର ଦୂରରେ ଥିଲା । ଏହି ଷ୍ଟେସନ ପାଇଁ ଲୋକଙ୍କୁ ବହୁତ ଆରାମ ମିଳିଥିଲା କାହିଁକିନା ତାଙ୍କୁ ବୁଲିକି ୬୦ କିଲୋ ମିଟର ଟ୍ରେନ ଧରିବାକୁ ଯିବାକୁ ପଡୁ ନଥିଲା ଏହି ଷ୍ଟେସନ ତାଙ୍କ ଗାଁ ପାଖ ହେଇଥିଲା ଯାହା ଦ୍ଵାରା ଯାତ୍ରା କରିବା ଆରାମ ହେଇ ଯାଇଥିଲା । ତେବେ ଷ୍ଟେସନ ଆରମ୍ଭ ହବାର କିଛି ମାସ ପରେ ଷ୍ଟେସନ ମାଷ୍ଟର ଗୋଟେ ବିଚିତ୍ର ଜିନିଷ ଦେଖିଲେ ସେ ଦେଖିବାକୁ ପାଇଲେ ଯେ ଗୋଟେ ଝିଅ ଟ୍ରେନ ସହ ଦଉଡୁଛି ଆଉ କିଛି ସମୟ ପରେ ଟ୍ରେନକୁ ହରାଇ ଆଗକୁ ବଢି ଯାଉଛି ଏହା ସବୁ ଦେଖି ଷ୍ଟେସନ ମାଷ୍ଟର ମୁଣ୍ଡ କିଛି କାମ କରୁ ନଥାଏ ।

ତେବେ ଥରେ ନୁହଁ ବହୁତ ଥର ଷ୍ଟେସନ ମାଷ୍ଟର ଏହି ଜିନିଷ ଦେଖିଲେ । ତେବେ ତାଙ୍କ ଏହି ଖବର ଧୀରେ ଧୀରେ ବ୍ୟାପିବାକୁ ଲାଗିଲା ଏହା ପରେ ଗାଁ ଲୋକ କହିଲେ ଯେ ଟ୍ରେନ ଲାଇନ ତଳେ ଗୋଟେ ଝିଅର ମୃ-ତ୍ୟୁ ହୋଇଥିଲା ଆଉ ୟେ ସେହି ଝିଅ ଆତ୍ମା ଅଟେ । କେତେକ ଯାତ୍ରୀ ମଧ୍ୟ ଏହା କହିଲେ ଯେ ଝିଅକୁ ଟ୍ରେନ ସହ ଦଉଡିବାର ସେମାନେ ମଧ୍ୟ ଦେଖିଛନ୍ତି ଏହା ଛଡା ଟ୍ରେନ ଆଗରେ ଠିଆ ହୋଇ ଝିଅ ନାଚିଥାଏ ତାହା ମଧ୍ୟ ଡ୍ରାଇଭର ଦେଖିଛନ୍ତି । ତେବେ ଏହା ପରେ ଷ୍ଟେସନ ମାଷ୍ଟର କିଛି ଦିନ ପାଇଁ ଗାଁକୁ ଗଲେ କିନ୍ତୁ ଆଉ ଫେରିଲେ ନାହିଁ ।

ଯେତେବେଳେ ଷ୍ଟେସନ ମାସତରକୁ ଖୋଜା ହେଲା ସେତେବେଳେ ଜଣା ପଡିଲା ଯେ ଷ୍ଟେସନ ମାଷ୍ଟର ନିଜ ପରିବାର ଲୋକଙ୍କ ସହ ନିଧନ କରି ଯାଇଛନ୍ତି ତାଙ୍କ ଖାନ୍ଦାନରେ ଆଉ କେହି ବଞ୍ଚି ନଥିଲେ ତେବେ ଗାଁ ଲୋକଙ୍କ କହିବା ଅନୁଯାଇ ଝିଅ ଆତ୍ମାକୁ ଯିଏ ଦେଖିଥାଏ ସେ ପାଗଳ ହୋଇଥାଏ ନଚେତ ମୃ-ତ୍ୟୁ ପାଇଥାଏ । ତେବେ ଏହି ଘଟନା ପରେ ଯେଉଁ ଷ୍ଟେସନ ମାଷ୍ଟର ଆସିଲେ ସେ ଗୋଟେ ଦିନ କାମ କରିବା ପରେ ଅର୍ଜି ଦେଇଥିଲେ ଯେ ଏଠି କାମ କରି ହବ ନାହିଁ ମତେ ଅନ୍ୟ ସ୍ଥାନକୁ ଯିବାକୁ ଅନୁମତି ପ୍ରଦାନ କରନ୍ତୁ । ଦୁଇ ତିନୋଟି ଷ୍ଟେସନ ମାଷ୍ଟର ଆସିଲେ କିନ୍ତୁ ସମସ୍ତଙ୍କ ଏହି ଅବସ୍ଥା ହେଲେ କେହି ରହି ପାରିଲେ ନାହିଁ ।

ଧୀରେ ଧୀରେ କଥା ବଢିଲା ସେହି ଗାଁ ପାଖ ଗାଁ ଡେପୁଟି ସିଏମ ସୁଦୀପ ମଲାଙ୍କର ଥିଲା ଯାହା ପରେ ସେ ମଧ୍ୟ ଏହି କଥାକୁ ମାନିଲେ ଆଉ ୧୯୬୮ ରେ ସେହି ଷ୍ଟେସନକୁ ବନ୍ଦ କରି ଦିଆ ଗଲା । ଏହା ପରେ ୨୦୦୭ରେ ପାରା ନର୍ମାଲ ଆକ୍ଟିଭୀଟି ଲୋକ ଆସି ଗାଁରେ ପହଞ୍ଚିଥିଲେ, ଆଉ ଏହି ଘଟଣା ଉପରେ ଯାଞ୍ଚ କଲେ କିନ୍ତୁ ତାଙ୍କୁ ଏହି ଭଳି କିଛି ଜଣା ପଡିଲା ନାହିଁ କି ତାଙ୍କ ମେସିନ ମଧ୍ୟ କିଛି ଡିଟେକ୍ଟ କଲା ନାହିଁ ଯାହା ପରେ ଲୋକଙ୍କୁ ସରକରା ବୁଝାଇବା ଆରମ୍ଭ କଲେ ଯେ ସେଠି କିଛି ନାହିଁ ।

୯ ସେପ୍ଟେମ୍ବର ୨୦୦୯ରେ ଏହି ଷ୍ଟେସନକୁ ପୁନର ଆରମ୍ଭ କରା ଗଲା । ମମତା ବେନେରାଜି ଏହି ଷ୍ଟେସନକୁ ଆରମ୍ଭ କରିଥିଲେ ସିଏ ସେହି ସମୟରେ ରେଲୱେ ମିନିଷ୍ଟର ଥିଲେ । ତେବେ ଏହା ପରେ ବି ଲୋକ ସେହି ଷ୍ଟେସଙ୍କୁ ଯାନ୍ତି କିନ୍ତୁ ସରକାର ତରଫରୁ ସନ୍ଧ୍ୟା ୫ତ ପରେ ଏଠି ଟ୍ରେନ ରଖିବା ପାଇଁ ମନା କରା ଯାଇଛି ଆଉ ଏହା ପରେ କିଛି ଦୁର୍ଘଟଣା ମଧ୍ୟ ଘଟି ନାହିଁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *