କଣ ସତରେ ବାହା ହୋଗଲେ Sradha Panigrahi ? ଦେଖନ୍ତୁ Video

ବନ୍ଧୁଗଣ ଓଲିଉଡ ଇଣ୍ଡଷ୍ଟ୍ରି ଙ୍କୁ ଅଭିନେତା ଓ ଅଭିନେତ୍ରୀ ମାନଙ୍କର ଅଭିନୟ ବିଷୟରେ କିଏ ବା ନ ଜାଣେ ? ସେମାନେ ଏତେ ସୁନ୍ଦର ଓ ଜବରଦସ୍ତ ଅଭିନୟ କରିଥାନ୍ତି ଯାହାକୁ ଦର୍ଶକ ମାନେ ଖୁବ ପସନ୍ଦ କରିବା ସହ ତାଙ୍କର ଅଭିନୟକୁ ବହୁତ ସାରା ଭଲ ପାଇବା ମଧ୍ୟ ଦେଇଥାନ୍ତି । ତେବେ ଟେଲିଭିଜନ ଜଗତରେ ଅଭିନୟ କରୁଥିବା କଳାକାର ମାନେ ମଧ୍ୟ କିଛି କମ ନୁହନ୍ତି । ବିଶେଷ କରି ଟେଲି ଅଭିନେତ୍ରୀ ମାନେ ନିଜର ଅଭିନୟ ସହ ନିଜର ଷ୍ଟାଇଲ, ବ୍ୟକ୍ତିଗତ ଲାଇଫ କୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ରେ ରହିବାର ନଜର ଆସିଥାନ୍ତି । ଆଜି ଆମେ ଆପଣଙ୍କୁ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ଙ୍କ ମ୍ୟାରେଜ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ଟେଲି ଅଭିନେତ୍ରୀ ତଥା ଖୁବ କମ ସମୟରେ ଓଲିଉଡ ଜଗତରେ ଲୋକପ୍ରିୟତା ହାସଲ କରିଥିବା ଶ୍ରଦ୍ଧା ପାଣିଗ୍ରାହୀ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ଚମତ୍କାର ଅଭିନୟ ଦ୍ଵାରା ଦର୍ଶକ ମାନେ ବାନ୍ଧି ରଖିଛନ୍ତି । ଦର୍ଶକ ଏମାନେ ମଧ୍ୟ ତାଙ୍କର ଅଭିନୟ କୁ ଖୁବ ପସନ୍ଦ କରିଥାନ୍ତି । ତେବେ ଶ୍ରଦ୍ଧା ଦେଖିବାକୁ ଯେତିକି ସୁନ୍ଦର ତାଙ୍କର ଅଭିନୟ ମଧ୍ୟ ତା ଠାରୁ ଅଧିକ ସୁନ୍ଦର ଅଟେ ।

ତେବେ ଆପଣ ମାନେ ଜାଣିଥିବେ ଶ୍ରଦ୍ଧା ପଣିଗ୍ରାହୀ ଙ୍କ ନିର୍ବନ୍ଧ ଅଭିନେତା ରାଜେଶ ଙ୍କ ସହ ସରିଥିଲା । ଦୁହେଁ ପରସ୍ପରକୁ ପ୍ରେମ କରି ବିବାହ କରିବାକୁ ନିସ୍ପତି ନେଇଥିଲେ । କିନ୍ତୁ କୌଣସି ବ୍ଯକ୍ତିଗତ କାରଣ ପାଇଁ ଦୁହିଙ୍କର ନିର୍ବନ୍ଧ ଭାଙ୍ଗି ଯାଇଥିଲା ଆଉ ଦୁହେଁ ପରସ୍ପର ଠାରୁ ଅଲଗା ମଧ୍ୟ ହୋଇ ଯାଇଛନ୍ତି ।

ତେବେ ବର୍ତ୍ତମାନ ସମୟରେ ଶ୍ରଦ୍ଧା ଙ୍କ ମ୍ୟାରେଜ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ରେ ଶ୍ରଦ୍ଧା ତାଙ୍କ ବନ୍ଧୁ ମାନଙ୍କ ସହ ନଜର ଆସୁଛନ୍ତି ବୋହୁ ବେଶ ରେ । ତେବେ ଶ୍ରଦ୍ଧା ବୋହୁ ବେଶ ରେ ସଜବାଜ ହୋଇ ଖୁବ ସୁନ୍ଦର ଲାଗୁଛନ୍ତି ।

ସେ ନାଲି ରଙ୍ଗର କେହେଙ୍ଗା ପିନ୍ଧିବା ସହ ବିଭିନ୍ନ ପ୍ରକାରର ଗହଣା ମଧ୍ୟ ପିନ୍ଧିଛନ୍ତି ଯାହା ତାଙ୍କର ପର୍ଶନାଲିଟି କୁ ବେଶ ସୁଟ କରୁଛି । ତେବେ ଶ୍ରଦ୍ଧା ଏହି ଭିଡିଓ ରେ ବିବାହ ପାଇଁ ପ୍ରସ୍ତୁତ ହେଉଛନ୍ତି କହିଲେ କିଛି ଭୁଲ ହେବ ନାହି । କିନ୍ତୁ ଅଭିନେତ୍ରୀ ଶ୍ରଦ୍ଧା ସତରେ ବିବାହ ପାଇଁ ରେଡି ହେଉଛନ୍ତି କି ଏହା ତାଙ୍କର ଅଭିନୟର ଏକ ଝଲକ ତାହା ବିଷୟରେ କୌଣସି ସ୍ପଷ୍ଟ ସୂଚନା ରହି ନାହି ।

ତେବେ ସେ ଯାହା ବି ହେଉ କିନ୍ତୁ ଶ୍ରଦ୍ଧା ବୋହୁ ବେଶ ରେ ଖୁବ ଗରଜେସ ଓ ପ୍ରୀତି ଲାଗୁଛନ୍ତି । ସେ ଏବେ ମଧ୍ୟ ତାଙ୍କର ଅଭିନୟ କ୍ଯାରିୟର ଜାରି ରଖିଛନ୍ତି ଆଉ ତାଙ୍କ ଫ୍ୟାନ୍ସ ମାନଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ଘର କରି ପାରିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ଙ୍କ ବୋହୁ ବେଶ ବା ନୂଆ ଲୁକ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *