କଣ ସତରେ Sabya ଓ Archita ହେବାକୁ ଯାଉଛନ୍ତି ବାପା ଓ ମା! ଦେଖନ୍ତୁ ସମ୍ପୂର୍ଣ ଖବର

ଓଲିଉଡ ଇଣ୍ଡଷ୍ଟ୍ରି ରେ ଅଭିନୟ କରୁଥିବା କଳାକାର ମାନେ ନିଜର ଜବରଦସ୍ତ ପର୍ଫୋମାଂସ ପାଇଁ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । କିଛି କଳାକାର ମାନେ ଶୁ-ଟି-ଙ୍ଗ ସେଟରୁ ପ୍ରେମ କରି ବିବାହ ବନ୍ଧନ ରେ ବାନ୍ଧି ହୋଇ ବେଶ ହସ ଖୁସିରେ ଜୀବନ ବିତାଉଛନ୍ତି । ଆଉ କିଛି କଳାକାର ମାନେ ବହୁତ ଜଲ୍ଦି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଅଭିନେତା ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ବହୁତ ଜଲ୍ଦି ବାପା ଓ ମା ହେବାକୁ ଯାଉଛନ୍ତି ଏହା ପଛରେ କଣ ରହିଛି ରହସ୍ୟ ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ଓଡିଆ ଜଗତର ସୁପର ଷ୍ଟାର ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଦୁହେନ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଫିଲମରେ ଏକାଠି ଅଭିନୟ କରିବାର ନଜର ଆସିଛନ୍ତି । ଦୁହିଙ୍କ ଯୋଡିକୁ ଦର୍ଶକ ଆମେ ବେଶ ପସନ୍ଦ କରିବା ସହ ଭଲ ପାଇବା ମଧ୍ୟ ଦେଇଛନ୍ତି । ତେବେ ରିୟଲ ଲାଇଫରେ ମଧ୍ୟ ଏହି ଦୁଇ ଯୋଡି ପରସ୍ପର ସହ ବିବାହ କରି ସାରିଛନ୍ତି । ଚଳିତ ବର୍ଷ ମାର୍ଚ୍ଚ ମାସ ୧ ରେ ଦୁହେଁ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।

ଦୁହେଁ ବିବାହ ପରେ ବହୁତ ହସ ଖୁସିରେ ଜୀବନ ଅତିବାହିତ କରିବାର ନଜର ଆସୁଛନ୍ତି । ତେବେ ବିବାହ ପରେ ଅର୍ଚ୍ଚିତା ପ୍ରଥମ ଥର ଗୋଟିଏ ଫିଲ୍ମରେ ଶୁ-ଟି-ଙ୍ଗ କରିଥିଲେ । ଏହି ଫିଲ୍ମ କୁ ଦର୍ଶକ ମାନେ ବହୁତ ସାର ଭଲ ପାଇବା ଦେବା ସହ ପ୍ରଶଂସା ମଧ୍ୟ କରିଛନ୍ତି । ତେବେ ବର୍ତ୍ତମାନ ସବ୍ୟ ଓ ଅର୍ଚ୍ଚିତା ବାପା ଓ ମା ହେବାକୁ ଯାଉଛନ୍ତି ବୋଲି ଖବର ସୋସିଆଲ ମିଡିଆରେ ପ୍ରଚାର ହେବାରେ ଲାଗିଛି । କିନ୍ତୁ ଏ କଥାର ସତ୍ୟତା କଣ ଏ ଯାଏଁ ସ୍ପଷ୍ଟ ହୋଇ ନାହି । ଏମିତି କି ଏହି ଦୁଇ ଯୋଡିଙ୍କ ତରଫରୁ କୌଣସି ଅଫିସିଆଲ ଆନାଉନ୍ସମେଣ୍ଟ ମଧ୍ୟ ହୋଇ ନାହି ।

ତେବେ ଏହି ଖବର ରି କେତେ ସତ ତାହା ସମୟ କହିବ । ଓଡିଆ ଜଗତରେ ଏହି ଦୁଅ ଯୋଡି ଅନେକ ହିଟ ଫିଲମରେ କାମ କରିବାର ନଜର ଆସିଛନ୍ତି । ଡୁହନେ ମ୍ୟାରେଜ କରି ନିଜର ଫୋଟୋ ଇ ଭିଡିଓ ସୋସିଆଲ ମିଡିଆରେ ନିଜ ଫ୍ୟାନ୍ସ ମାନଙ୍କୁ ସେୟାର କରୁଛନ୍ତି । ଆଗକୁ ଏହି ଦୁଇ ଯୋଡି ଏମିତି ହସ ଖୁସିରେ ଜୀବନ ବିତାନ୍ତୁ ଏହା ଆମର ଆଶା ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ଙ୍କ ଯୋଡି କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *