ହତ୍ୟା ପଛରେ ଟଙ୍କା ନା ରହିଛି ଅନ୍ୟ କିଛି ରହସ୍ୟ ?

କହିବାକୁ ଗଲେ ଦଶହରା ପର୍ବ ଆରମ୍ଭ ହୋଇ ସାରିଛି । ଏହିଭଳି ସମୟରେ ଓଡିଶାର ରାଜଧାନୀ ଭୁବନେଶ୍ଵରରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସୁଛି । ରାଜଧାନୀର ପାତ୍ରପଡା ପୋଖରୀରେ ମନୀଷ ଅନୁରାଗ ନାମକ ଯୁବକର ମୃ-ତ ଦେହ ମିଳିଛି । ପୂଜା ସମୟରେ ଏହିଭଳି ଖବର ସାମ୍ନାକୁ ଆସିବା ପରେ ସମସ୍ତେ ଆଚମ୍ବିତ ହୋଇ ଯାଇଛନ୍ତି । ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କୁ ପ୍ରଥମ ଅ-ପ-ହ-ର-ଣ କରାଗଲା ଓ ଏହା ପରେ ହ-ତ୍ୟା ।

ମୃ-ତ୍ୟୁ ପରେ ବର୍ତ୍ତମାନ ମନୀଷ ଅନୁରାଗଙ୍କ ମୃ-ତ୍ୟୁକୁ ନେଇ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଠୁଛି । ଗୋଟିଏ ପରେ ଗୋଟିଏ ସତ ବି ସାମ୍ନାକୁ ଆସୁଛି । ସୂଚନା ଅନୁସାରେ ଗତକାଲି ଦିନ ସନ୍ଧ୍ୟା ସମୟରେ ମନୀଷ ନିଜର ଏକ ସାଙ୍ଗ ଦୋକାନରେ ବସିଥିଲେ ।

ଠିକ ସେହି ସମୟରେ ସେଠି ଗୋଟିଏ ଗାଡି ଆସି ଲାଗି ଥିଲା ଓ ସେମାନେ ସଙ୍ଗେ ସଙ୍ଗେ ମନୀଷକୁ ଅ-ପ-ହ-ର-ଣ କରି ନେଇ ଗଲେ । ଏହା ପରେ ମନୀଷ ଘର ଲୋକମାନଙ୍କୁ ଫୋନ କରି କହିଲେ କି ତାଙ୍କୁ ଅ-ପ-ହ-ର-ଣ କରାଯାଇଛି ଓ ତାଙ୍କୁ ମା-ରି-ଛ-ନ୍ତି ଓ ଆଜି ସକାଳେ ମନୀଷଙ୍କ ମୃ-ତ ଦେହ ମିଳିଛି । ସ-ନ୍ଦେ-ହ କାରାଯାଉଛି କି ପୂର୍ବ ଶତ୍ରୁତା କାରଣରୁ ମନୀଷଙ୍କ ଜୀବନ ଯାଇଛି । ଯେଉଁ ସ୍ଥାନରୁ ମନୀଷଙ୍କୁ ଅ-ପ-ହ-ର-ଣ କରାଯାଇ ଥିଲା ସେହି ସ୍ଥାନର ସି-ସି-ଟି-ଭି ଫୁଟେଜକୁ ପୋ-ଲି-ସ ଯାଞ୍ଚ କରୁଛି ।

ମିଳିଥିବା ସୂଚନା ଅନୁସାରେ ଅ-ପ-ହ-ର-ଣ ହୋଇଥିବା ଗାଡିର ନମ୍ବର ମଧ୍ୟ ପୋ-ଲି-ସ-କୁ ମିଳି ଯାଇଛି । ମନୀଷଙ୍କ ମୃ-ତ୍ୟୁ ପରେ ତାଙ୍କର ପୁରା ପରିବାର ଭା-ଙ୍ଗି ଯାଇଛି । ମନୀଷଙ୍କ ନିର୍ବନ୍ଧ ସରି ଯାଇ ଥିଲା ଓ ଆସନ୍ତା ୨୧ ତାରିଖ ଦିନ ମନୀଷଙ୍କ ବିବାହ ହୋଇଥାନ୍ତା ।

କିନ୍ତୁ ବିବାହ ପୂର୍ବରୁ ମନୀଷଙ୍କ ହ-ତ୍ୟା ହୋଇ ଯାଇଛି । ବର୍ତ୍ତମାନ ପୋ-ଲି-ସ ମନୀଷଙ୍କ ହ-ତ୍ୟାକୁ ନେଇ ଯାଞ୍ଚ ଆରମ୍ଭ କରି ଦେଇଛି । ଭୁବନେଶ୍ଵର ଡ଼ିସିପି ଉମାଶଙ୍କର ଦାସଙ୍କ ଅନୁସାରେ ମନୀଷଙ୍କ ପୋସ୍ଟମର୍ଟେମ କରିବା ପରେ ଆଗକୁ ଯା-ଞ୍ଚ କରାଯିବ ।

ଗତକାଲି ମନୀଷ ଇନ୍ଫୋସିଷ୍ଟ ଥାନା ପାଖାପାଖି ଏକ ଦୋକାନରେ ବସି ଥିଲେ ଓ ସେହି ସମୟରେ ସେ ଦୁଇ ଜଣ ଯୁବକଙ୍କ ସହ ଗୋଟିଏ କାରରେ ଆସିଥିଲେ । ଯାହା ବିଷୟରେ ସେ ଫୋନରେ ନିଜ ବାପାଙ୍କୁ କହିଥିଲେ । କିନ୍ତୁ ଆଜି ତାଙ୍କର ମୃ-ତ ଶରୀର ପାତ୍ରପଡା ପୋଖରୀରେ ମିଳିଛି । ବର୍ତ୍ତମାନ ଏମ୍ସ ହସ୍ପିଟାଲକୁ ମନୀଷଙ୍କ ପୋସ୍ଟମର୍ଟେମ କରାଯିବ । ଗତକାଲି କେଉଁ ଯୁବକ ସହ ମନୀଷ ଯାଇ ଥିଲେ ଓ ଏହି ସ୍ଥାନକୁ ସେ କେମିତି ଆସିଲେ ଏହି ସବୁ କଥାର ଯାଞ୍ଚ କରାଯିବ ।

Leave a Reply

Your email address will not be published. Required fields are marked *