କାନରେ ଯଦି ଏହି ପରି ଚିହ୍ନ ଦେଖିବାକୁ ପାଇ ଥାନ୍ତି ତେବେ ସାବଧାନ ହୁଅନ୍ତୁ, ହୋଇ ପାରେ କାନରେ କ୍ୟାନ୍ସର

ଆଜିକାଲି ର ଖରାପ ଖାଦ୍ୟଶୈଳୀ ଓ ଖରାପ ଲାଇଫ ଷ୍ଟାଇଲ କାରଣରୁ ଲୋକଙ୍କୁ ବହୁତ ପ୍ରକାର ରୋଗ ହେଉଛି ଏବଂ ସ୍ୱାସ୍ଥ୍ୟ ସବୁବେଳେ ଖରାପ ରହୁଛି । ଆଜି ଆମେ ଏହି ଲେଖନ ଅନୁଯାଇ କିଛି କହିବାକୁ ଚାହୁଁଛୁ ଯାହା ଦ୍ଵାରା ଆପଣ ନିଜ ଜୀବନରେ ଭଲ ରହି ପାରିବେ ଓ ଯଦି କାନ ସମ୍ବନ୍ଧିତ କିଛି ରୋଗ ହୁଏ ତେବେ ଆପଣ ମଧ୍ୟ ଜାଣି ଡକ୍ଟର ପାଖକୁ ଯାଇ ପାରିବେ ।

କାନରେ ପରିବର୍ତନ :

ଯେତେବେଳେ କାନରେ କ୍ୟାନ୍ସର ହେବାର ଡର ହୋଇ ଥାଏ ସେତେବେଳେ କ୍ୟାନ୍ସର ସେଲ୍ସ ବହୁତ ଜୋର ରେ ବଢି ଥାଏ ଏବଂ କାନରେ କେତେକ ଅଲଗା ଅଲଗା ପରିବର୍ତନ ହୋଇ ଥାଏ । ଡାକ୍ତରମାନଙ୍କ ଅନୁଯାଇ କାନ କ୍ୟାନ୍ସର ଦୁଇ ପ୍ରକାର ହୋଇଥାଏ, ପ୍ରଥମ କ୍ଲୋସ୍ଟୀଟୋମା ଏବଂ ଦ୍ଵିତୀୟ ସ୍କାୱମସ ସେଲ ସାର୍କିନୋମା ଅଟେ ।

ଏହି ଦୁଇ ପ୍ରକାର କ୍ୟାନ୍ସର କାନରେ ହୋଇ ଥାଏ, ଏହା ପରେ ଏହି ରୋଗ ପୁରା ବଡିରେ ସଂକ୍ରମିତ ହୋଇ ଥାଏ । ଯଦି ସଠିକ ସମୟରେ ଏହାର ଚିକିତ୍ସା ନହୁଏ ତେବେ ଏହା ଜୀବନ ନେଇ ପାରେ, କିନ୍ତୁ ସଠିକ ସମୟରେ ସଂକେତ ଚିହ୍ନି ଚିକିତ୍ସା କଲେ ତେବେ ଏହି ଭୟଙ୍କର ରୋଗକୁ ଘୁଞ୍ଚେଇ ହବ, ନଚେତ ଆପଣଙ୍କ ଜୀବନ ମଧ୍ୟ ଯାଇ ପାରେ ।

କାନ କ୍ୟାନ୍ସର :

ଆମେ ଆପଣଙ୍କୁ କହିଛୁ ଯେ କାନ କ୍ୟାନ୍ସର ଦୁଇ ପ୍ରକାର ହୋଇ ଥାଏ, ପ୍ରଥମ କ୍ଲୋସ୍ଟୀଟୋମା ଏବଂ ଦ୍ଵିତୀୟ ସ୍କାୱମସ ସେଲ ସାର୍କିନୋମା ଅଟେ । ଏହି ଦୁଇ ପ୍ରକାର କ୍ୟାନ୍ସର କାନ ଭିତରେ ବିକଶିତ ହୋଇ ଥାଏ ଏବଂ ପରେ ଏହା ପୁରା ଶରୀରକୁ ଆଘାତ କରି ଥାଏ । କାନ କ୍ୟାନ୍ସର ଚିକିତ୍ସା ପାଇଁ ସର୍ଜରୀ, କେମୋଥେରେପି, ରେଡିଏସନ ସାହାଯ୍ୟ ଦ୍ଵାରା କରା ଯାଏ । କିନ୍ତୁ ତା ପରେ ଜାଣିବା ନିହାତି ଆବଶ୍ୟକ ଯେ ରୋଗୀ କେଉଁ ପ୍ରକାର କ୍ୟାନ୍ସର ଦ୍ଵାରା ପୀଡିତ ଅଛନ୍ତି ଏବଂ ତାହା ଏହି ଲକ୍ଷଣ ଦ୍ଵାରା ଜଣା ଯାଇ ଥାଏ ।

କାନରୁ ଦ୍ରବ୍ୟ ବାହାରିବା ଏବଂ ଅନ୍ୟ ଲକ୍ଷଣ :

କାନ କ୍ୟାନ୍ସର ଗୋଟେ ଲକ୍ଷଣ ଏହା ଯେ ରୋଗୀ କାନରୁ ପାଣି ଭଳି ପଦାର୍ଥ ବା ରକ୍ତ ବାହାରି ଥାଏ ଏବଂ ଏହି କାରଣରୁ କାନ ସଂକ୍ରମଣ ବା କୁଣ୍ଡେଇବା ଆରମ୍ଭ ହୋଇ ଥାଏ । ଯଦି ଆପଣଙ୍କୁ ଏହି ପରି ସମସ୍ୟା ଅଛି ତେବେ ତୁରନ୍ତ ଡାକ୍ତରକୁ ଦେଖାନ୍ତୁ । ଇୟରଡ୍ରମ ଡ୍ୟାମେଜ ହବା ମଧ୍ୟ ଏହାର ବହୁତ ବଡ କାରଣ ଅଟେ । କାନରେ ଯଦି କିଛି ବାନ୍ଧି ହେଲା ଭଳି ଗଣ୍ଠି ହେଉଛି ତେବେ ଏହା ମଧ୍ୟ କାନ କ୍ୟାନ୍ସର ର ଲକ୍ଷଣ ଅଟେ ଏବଂ ଆପଣଙ୍କୁ ଶୁଣିବା ପାଇଁ ମଧ୍ୟ ସମସ୍ୟା ହୁଏ ।

Leave a Reply

Your email address will not be published. Required fields are marked *