ଯଦି ଆପଣଙ୍କ କାନରେ ପୋକ ପସିଯାଏ ତେବେ ତାକୁ କାଢିବା ପାଇଁ କରନ୍ତୁ ଏହି ସରଳ ଉପାୟ 

ଏବେ ବର୍ଷା ଋତୁ ଚାଲିଛି, ଏବଂ ବହୁତ ସାରା କୀଟ ପତଙ୍ଗ ଜନ୍ମନ୍ତି ଓ କାନରେ ପସିବାର ସମ୍ଭାବନା ମଧ୍ୟ ଥାଏ । ଯଦି ଏହା କାନରେ ପସିଥାଏ ବହୁତ ଯନ୍ତ୍ରଣା ହୋଇଥାଏ ଓ ତାକୁ ବାହାର କରିବା ପାଇଁ ଆମକୁ ଡାକ୍ତରର ପରାମର୍ଶ ନେବାକୁ ପଡିଥାଏ । ଯଦି ଏହା ତୁରନ୍ତ କଢା ନ ଯାଏ ତେବେ ଏହା ବହୁତ କଷ୍ଟ ଓ ଯନ୍ତ୍ରଣା ଦିଏ ।

ଯଦି କୀଟ ଆପଣଙ୍କ କାନରେ ପଶେ ତାକୁ ସହଜ ଉପାୟରେ ଘରେ ବାହାର କରିହେବ ଡାକ୍ତର ପାଖକୁ ଯିବାର ଆବଶ୍ୟକ ନାହିଁ । ଆସନ୍ତୁ ଜାଣିବା କେଉଁ ଉପାୟରେ ପୋକକୁ କାନରୁ ବାହାର କରିବା । ପୋକ କାନରେ ପଶିଲା ବେଳେ ଏହି ଘରୋଇ ଉପାୟ କରନ୍ତୁ, ପୋକ ତୁରନ୍ତ ବାହାରକୁ ବାହାରିଯିବ ।

Image Courtesy: Google

ଏହି ଉପାୟ କରିବା ପାଇଁ ସାମଗ୍ରୀ ଘରେ ମିଳିଯିବ । ଦୁଇଟି ଜିନିଷ ପଥର ଲୁଣ ଓ  ପାଣି ଆବଶ୍ୟକ । ଏହା ସମସ୍ତଙ୍କ ଘରେ ଅତି ସହଜରେ ମିଳିଥାଏ । ଯଦି ପୋକ କାନରେ ପ୍ରବେଶ କରିଥାଏ ତେବେ ଆପଣ ପାଣିରେ ଲୁଣ ମିଶାଇ ଗୋଟେ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣକୁ କାନରେ ପକାନ୍ତୁ, ଓ କିଛି ସମୟ ରଖିଲା ପରେ କାନକୁ ଓଲଟାଇ ବାହାର କରିଦିଅନ୍ତୁ ।

Image Courtesy: Google

ଏମିତି କରିବା ଦ୍ଵାରା କାନରେ ଥିବା ପୋକ ଧୀରେ ଧରେ ବାହାରକୁ ଆସିଯିବ । କିନ୍ତୁ ମନେ ରଖନ୍ତୁ ଏହି ଉପାୟ ପିଲାମାନଙ୍କ କାନରେ କେବେ କରିବାକୁ ଚେଷ୍ଟା କରିବେନି କାରଣ ପିଲାମାନଙ୍କର କାନ ବହୁତ ସୂକ୍ଷ୍ମ ହୋଇଥାଏ । ସେଥିପାଇଁ ଏହା କେବଳ ବଡ ଲୋକଙ୍କ ପାଇଁ ଅଟେ ପିଲାଙ୍କ ପାଇଁ ନୁହେଁ ।

Image Courtesy: Google

ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ । ଏହି ଲେଖାଟି ଯଦି ଆପଣଙ୍କୁ ଭଲ ଲାଗିଥିବ ଆପଣ କମେଣ୍ଟ ବକ୍ସରେ ନିଜର ମାତା ମତ ଦେଇପାରିବେ । ଓ ନିଜ ସାଙ୍ଗମାନଙ୍କୁ ମଧ୍ୟ ସେୟାର କରିପାରିବେ । ଏମିତି ଆହୁରି ଭଲ ପୋଷ୍ଟ ଆପଣଙ୍କ ପାଇଁ ଆଣିବୁ। ଧନ୍ୟବାଦ

Leave a Reply

Your email address will not be published. Required fields are marked *