ନମସ୍କାର ବନ୍ଧୁଗଣ, ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଲିଉଡ ଇଣ୍ଡଷ୍ଟ୍ରି ର ଜଣାଶୁଣା ଚେହେରା ତଥା ଯିଏ ଗୌରା ନାଁ ରୁ ନିଜର ପରିଚୟ ଓଲିଉଡ ଜଗତରେ ବନାଇଥିଲେ ଅଭିନେତା ପିଣ୍ଟୁ ନନ୍ଦ ଆଉ ଏ ଦୁନିଆରେ ନାହାନ୍ତି । ସବୁ ଦିନ ପାଇଁ ସେ ଆ-ଖି ବୁ-ଜି ଦେଇଛନ୍ତି । ବୁଧର ରାତିରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ହାଇଦ୍ରାବାଦ ସ୍ଥିତ ଯଶୋଦା ହସ୍ପିଟାଲ ରେ ଦେ-ହା-ନ୍ତ ହୋଇଛି ।

ତାଙ୍କର ମୃ-ତ୍ୟୁ ପରେ ଏବେ ଚାରି ଆଡେ ଶୋ-କ-ର ଛା-ୟା ଖେଳି ଯାଇଛି । ପିଣ୍ଟୁ ନନ୍ଦ ଲିଭର ଶିରୋଷିଆ ରୋଗରେ ପୀଡିତ ଥିଲେ । ଯାହା ପାଇଁ ତାଙ୍କର ଲିଭର ଟ୍ରାନ୍ସ ପ୍ଳାଣ୍ଟ ପାଇଁ ତାଙ୍କୁ ଦିଲ୍ଲୀ ନିଆ ଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ଫେରାଇ ଦେଇଥିଲେ ଆଉ ହାଇଦ୍ରାବାଦ ଯିବାକୁ ପରାମର୍ଶ ଦେଇଥିଲେ । ତା ପରେ ପିଣ୍ଟୁ ନୁ ହାଇଦ୍ରାବାଦ ସ୍ଥିତ ଯଶୋଦା ମେଡିକାଲ କୁ ନିଆ ଯାଇଥିଲା ।

ସେଠାରେ ତାଙ୍କର ଚିକିତ୍ସା କିଛି ଦିନ ଚାଲିଥିଲା । କିନ୍ତୁ ଠିକ ସମୟରେ ଲିଭର ଦେବାକୁ ଡୋନର ନ ମିଳିବାରୁ ତାଙ୍କର ଅ-କା-ଳ ବି-ୟୋ-ଗ ଘଟିଛି । ତେବେ ପିଣ୍ଟୁ ଙ୍କ ପରିବାର ତାଙ୍କୁ ହ-ରା-ଇ ଦୁଖରେ ଭାଙ୍ଗି ପଡିଛନ୍ତି । ଗତ କାଲି ରାତିରେ ତାଙ୍କର ମର ଶରୀର କୁ ହାଇଦ୍ରାବାଦ ରୁ ଓଡ଼ିଶାକୁ ଅଣା ଯାଇ ସାରିଛି । ଆଉ ତାଙ୍କ ଘରକୁ ମଧ୍ୟ ନିଆ ଯାଇଛି । ତେବେ ପିଣ୍ଟୁ ଙ୍କ ପରିବାର କାନ୍ଦି କାନ୍ଦି ଗଡି ଯାଉଛନ୍ତି ତାଙ୍କୁ ହରାଇ ।

କେହି ବିଶ୍ଵାସ କରିପାରୁ ନାହାନ୍ତି କି ପିଣ୍ଟୁ ଆଉ ଏ ଦୁନିଆରେ ନାହାନ୍ତି । କିନ୍ତୁ କଥା ଟି ବିଶ୍ଵାସ ନ ହେଉଥିଲେ ମଧ୍ୟ ସତ୍ୟ ଅଟେ । ତେବେ ପିଣ୍ଟୁ ଙ୍କ ଭଉଣୀ ତାଙ୍କ ମ-ର ଶ-ରୀ-ର-କୁ ଦେଖିବା ପରେ ଆଉ ଧର୍ଯ୍ୟ ଧରି ରହିପାରୁ ନାହାନ୍ତି । ପିଣ୍ଟୁ ଙ୍କ ଭଉଣୀ କାନ୍ଦି କାନ୍ଦି ଗଡି ଯାଉଛନ୍ତି ଆଉ ଭାଇ ଭାଇ କହି ଅଚେତ ମଧ୍ୟ ହୋଇ ପଡ଼ୁଛନ୍ତି ।
ଗୋଟେ ଭାଇ କୁ ହ-ରା-ଇ-ବା-ର ଦୁଖ କେତେ ଯେ ଅଧିକ ତାହା କେବଳ ଗୋଟେ ଭଉଣୀ ହିଁ ବୁଝି ପାରିବ । ଭାଇ କୁ ହ-ରା-ଇ ପିଣ୍ଟୁ ଙ୍କ ଭଉଣୀ ଆଉ କାହାରେ ରାକ୍ଷୀ ବାନ୍ଧିବି ଆଉ କାହାକୁ ଭାଇ ବୋଲି ଡାକିବୀ କହି କାନ୍ଦି ପକାଉଛନ୍ତି । ତାଙ୍କ ଭଉଣୀ ଙ୍କ କାନ୍ଦ ଦେଖିଲେ ଆପଣଙ୍କ ଆଖି ରୁ ବି ଲୁହ ଝଋ ଆସିବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।
