ବନ୍ଧୁଗଣ ଏବେ ଓଡିଆ ଅଭିନେତା ପିଣ୍ଟୁ ନନ୍ଦ ଆଉ ନାହାନ୍ତି । ତାଙ୍କୁ ଝୁରୁଛି ତାଙ୍କ ପରିବାର ଓଡିଆ ଇଣ୍ଡଷ୍ଟ୍ରି ଆଉ ପରିବାର ଜନ । ମାତ୍ର ୪୫ ବର୍ଷ ବୟସରେ ପିଣ୍ଟୁ ଏ ଦୁନିଆ ରୁ ବିଦାୟ ନେଇଛନ୍ତି । ତେବେ ଗତ ବୁଧବାର ଦିନ ରାତି ୧୧ ଟା ୨୫ ମିନିଟରେ ସେ ଅଫେରା ରାଇଜକୁ ଚାଲି ଯାଇଛନ୍ତି । ଗତ ବୁଧବାର ଦିନ ରାତିରେ ସେ ହାଇଦ୍ରାବାଦରେ ଯଶୋଦା ହସ୍ପିଟାଲରେ ଆ-ଖି ବୁ-ଜି ଛନ୍ତି ।

ଆଉ ତାଙ୍କ ଅ-କା-ଳ ବି-ୟୋ-ଗ-ରେ ପୁରା ଓଲିଉଡ ଇଣ୍ଡଷ୍ଟ୍ରିକୁ ଶକ୍ତ ଝଟକା ଲାଗିଛି । ତେବେ ପିଣ୍ଟୁ ଙ୍କୁ ପ୍ରଥମେ ଦିଲ୍ଲୀ ନିଆ ଯାଇଥିଲା । ଲିଭର ଟ୍ରାନ୍ସ ପ୍ଳାଣ୍ଟ କରିବାକୁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ । ଆଉ ଡେରି ହେଲେ ତାହା ପିଣ୍ଟୁ ଙ୍କ ପାଇଁ ଘାତକ ହୋଇପାରେ ବୋଲି ଦିଲ୍ଲୀ ଡାକ୍ତର କହି ଦେଇଥିଲେ ପରିବାର ଲୋକଙ୍କୁ । ଏହା ପରେ ଫେବୃୟାରି ୭ ତାରିଖରେ ତାଙ୍କୁ ଦିଲ୍ଲୀ ନିଆ ଯାଇଥିଲା ।
ସେଠାରେ ତାଙ୍କ ଲିଭର ଟ୍ରାନ୍ସପ୍ଳାଣ୍ଟ ନ ହେବାରୁ ତାଙ୍କୁ ହାଇଦ୍ରାବାଦ ନିଆ ଯାଇଥିଲା । ହେଲେ ହାଇଦ୍ରାବାଦରେ ପିଣ୍ଟୁ ସବୁ ଦିନ ପାଇଁ ଆ-ଖି ବୁ-ଜି ଦେଇଛନ୍ତି । ତେବେ ପିଣ୍ଟୁ ଙ୍କୁ ହ-ରା-ଇ-ବା ପରେ ତାଙ୍କ ପୁରା ପରିବାର ଦୁଖରେ ଭାଙ୍ଗି ପଡିଛନ୍ତି । ବିଶେଷ କରି ତାଙ୍କ ମା । ତାଙ୍କ ମା ପିଣ୍ଟୁ ଙ୍କୁ ଦେଖି କେମିତି ଦୁଖରେ ଭାଙ୍ଗି ପଡିଛନ୍ତି ତାହାର ଭିଡିଓ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ପିଣ୍ଟୁ ଙ୍କ ମୃ-ତ ଶ-ରୀ-ର କୁ ଦେଖିବା ପରେ କୋହ ସମ୍ଭାଳି ପାରୁ ନାହାନ୍ତି ପିଣ୍ଟୁ ଙ୍କ ମା । ସେ ଆମ୍ବୁଲାନ୍ସ ଭିତରେ ପସିଯାଇ ନିଜ ପୁଅ ପାଖକୁ ଯାଉଛନ୍ତି । ଆଉ ତାକୁ ଦେଖି କାନ୍ଦି କାନ୍ଦି ବେହୋସ ହୋଇ ଯାଉଛନ୍ତି । କାରଣ ସେ ଗୋଟେ ମା । ଗୋଟେ ମା ତାର ଜନ୍ମ କଲା ପୁଅକୁ ହରାଇଛି ଆଜି କେମିତି ବା କୋହ ସମ୍ଭାଳିବ । ପିଣ୍ଟୁ ଙ୍କ ମା ଙ୍କର ବୟସ ବହୁତ ମନେ ହେଉଛି ।
ଭାଇରାଲ ହୋଇଥିବା ଭିଡିଓ ରେ ପିଣ୍ଟୁ ଙ୍କୁ ଶେଷ ଥର ପାଇଁ ଦେଖିବାକୁ ତାଙ୍କ ମା ଆମ୍ବୁଲାନ୍ସ ଭିତରକୁ ଯାଉଛନ୍ତି । ହେଲେ ନିଜକୁ ଆଉ ସମ୍ଭାଳି ପାରୁ ନାହାନ୍ତି । କାରଣ ମା ଥାଉ ଥାଉ ଆଜି ମା ଆଗରେ ପୁଅ ଟା ଚାଲିଗଲା କେଉଁ ମା ବା ସହି ପାରିବ । ଏ ଦୁନିଆରେ ଏମିତି କେଉଁ ମା ନାହି ଯିଏ ନିଜ ପୁଅକୁ ମ-ରି-ବା-ର ଦେଖି ପାରିବ । ସତରେ ଏ ଦୃଶ୍ୟ ଦେଖିଲେ ଛାତି ଫାଟି ପଡିବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।
