ବିବାହର ଖୁସି ୨୪ ଘଣ୍ଟା ଭିତରେ ବଦଳିଲା ଶୋକରେ, ନବବଧୂ ର ହେଲା ଅଚାନକ ମୃତ୍ୟୁ- କେମିତି ଜାଣନ୍ତୁ

ବାହାଘରର ୨୪ ଘଣ୍ଟା ପରେ କନ୍ୟାର ଅଜଣା କାରଣରୁ ମୁର୍ତ୍ୟୁ ହେଲା । ବାହାଘରର ଖୁସି ଦୁଃଖରେ ପରିଣତ ହେଲା । କନ୍ୟାର ମୁର୍ତ୍ୟୁ ପରେ ପୁଅ ଓ ଝିଅର ପକ୍ଷର ଲୋକମାନେ ସଦମାରେ ଅଛନ୍ତି । ସିୱିଲ ହସ୍ପିଟାଲରେ ମହିଳା ଚିକିତ୍ସା ସହିତ ତିନି ଡାକ୍ତର ପ୍ୟାନଲ ରେ ପୋଷ୍ଟମୋଟମ କରିଥିଲେ । ପୋଲିସ ବଡି ପୋଷ୍ଟମୋଟମ ହେବା ପରେ ମାମଲା ଦର୍ଜ କରିକି ଶବ ପଠେଇଦେଲା । ସନ୍ଧ୍ୟାକୁ ଗମ୍ଭୀର ଅବସ୍ଥାରେ ମହିଳାଙ୍କ ଅନ୍ତିମ ସଂସ୍କାର କରାଗଲା । ଛୋଟୀ ବଜରିଯା ପୁଲିସ ଚୌକୀ ରୁ ଜାଣିବାକୁ ମିଳିଲା କି ଗାନ୍ଧୀ ୱାର୍ଡ ନିୱାସୀ କୈଲାଶ ଯାଦବର ପୁଅ ଅଜୟ ଯାଦୱ ର ଡୋଢୀ ଗାଁ ଜିଲ୍ଲା ଲଲିତପୁର ନିବାସୀ ତେଜପାଲ ଯାଦବଙ୍କ ଝିଅ ପୂଜା ସହିତ 27 ଜୁନ କୁ ସିଧି ଧର୍ମଶାଳାରେ ବାହାଘର ହେଇଥିଲା ।

Image Courtesy: Google

ବାହାଘର ସରିବା ପରେ ଗୁରୁବାର ଝିଅ ବିଦା ହେଲା । କୈଲାଶ ଯାଦବଙ୍କ ଘରେ ବୋହୁ ଆସିବା ପରେ ପରିବାରର ସମସ୍ତେ ଖୁସି ମନଉଥିଲେ । ପାଖା ପାଖୀ ରାତି ୧ ବେଳକୁ ବୋହୁର ଅଚାନକ ଦେହ ଖରାପ କାରଣରୁ ବୋହୂଙ୍କୁ ଶିବିଲ ହସ୍ପିଟାଲ ନେଇଗଲେ । ଅନ ଡିଉଟି ଡକ୍ଟର ମାନେ ଚିକିତ୍ସା ପାଇଁ ପୂଜା କୁ ହସ୍ପିଟାଲରେ ଭର୍ତ୍ତି କରିଦେଲେ । ସକାଳ ୧୦ଟାରେ ପରିବାରର ଲୋକମାନେ ବୋହୁକୁ ଘରକୁ ନେଇଯାଉଥିବା ସମୟରେ ବୋହୁଙ୍କର ଦେହ ଆହୁରି ଖରାପ ହେଇଗଲା ।

Image Courtesy: Google

ପରିବାରର ସଦସ୍ୟ ମାନେ ଅନ୍ୟ ପ୍ରାଇଭେଟ ହସ୍ପିଟାଲ ନେଇଗଲେ କିନ୍ତୁ ସେଠି ଡକ୍ଟର ମାନେ ସିବିଲ ହସ୍ପିଟାଲ ନେଇଯିବାକୁ କହିଲେ । ତାପରେ ସିବିଲ  ହସ୍ପିଟାଲ ନେଇକି ଆସିଲା ପରେ ଡକ୍ଟର ମହିଳାଙ୍କୁ ମୃତ ଘୋଷଣା କରିଦେଲେ । ପୂଜାର ମୁର୍ତ୍ୟୁ ଖବର ତାଙ୍କ ଘରେ ଜଣାଗଲା । ଏହି କଥା ଶୁଣିକି ପୂଜାର ପରିବାର ସଦସ୍ୟ ଦିନ ୧ଟାରେ ପଳେଈ ଆସିଲେ । ଝିଅ ପକ୍ଷର ଲୋକମାନେ ପୋଲିସଙ୍କୁ ପୋଷ୍ଟମୋଟମ କରିବାକୁ ମନା କଲେ କାରଣ ସେ କହିଲେ ଯେ ଆମର ପୁଅ ପକ୍ଷ ପ୍ରତି କୌଣସି ସନ୍ଦେହ ନାହିଁ ଝିଅର ମୁର୍ତ୍ୟୁ କୌଣସି ରୋଗ କାରଣରୁ ହୋଇଛି ।

Image Courtesy: Google

କିନ୍ତୁ ପୋଲିସ ଓ ପ୍ରଶାସନିକ ଅଧିକାରୀ ମାନେ ପୋଷ୍ଟମୋଟମ କରିବା ଜରୁରୀ ଭାବିଲେ । ସିୱିଲ ହସ୍ପିଟାଲରେ ମହିଳା ଚିକିତ୍ସା ସହିତ ତିନି ଡାକ୍ତର ପ୍ୟାନଲ ରେ ପୋଷ୍ଟମୋଟମ କରିଥିଲେ । ସିବିଲ ହସ୍ପିଟାଲରେ ପୂଜାକୁ ଚିକିତ୍ସା କରୁଥିବା ଡ.ଅଭିନାଶ ସକସେନା କହିଲେ କି ଯେତେବେଳେ ପୂଜା ହସ୍ପିଟାଲ ଆସିଲେ ସେହି ସମୟରେ ତାର ବିପି ବହୁତ ବଢିଥିଲା । ପୂଜା ପିଠିରେ ବହୁତ କଷ୍ଟ ହଉଥିବାର କହୁଥିଲେ , ସେହି ହିସାବରେ ତାଙ୍କ ଚିକିତ୍ସା କରାଯାଉଥିଲା । ସକାଳେ ତାଙ୍କ ପରିବାରର ସଦସ୍ୟ ନିଜ ଇଚ୍ଛାରେ ପୂଜାଙ୍କୁ ନେଇଗଲେ । ଅନ୍ୟ ଜଣେ ଡ.ହିମାଂଶୁ ଶର୍ମା କିଛି ଯାଞ୍ଚ କରିବାକୁ ମଧ୍ୟ କହିଥିଲେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *