‘ଦ କପିଲ ଶର୍ମା ଶୋ’ରେ Bharti Singh ଉଡାଇଲେ ଖିଲାଡ଼ି Kumarଙ୍କ ମଜାକ, ତା ପରେ ଯାହା ହେଲା ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଟିଭିରେ ପ୍ରସାରିତ ହେଉଥିବା ସୋ ଗୁଡିକ ନିଶାଚୟ ଦେଖୁଥିବେ । ଟିଭିରେ ପ୍ରସାରିତ ହେଉଥିବା ହିନ୍ଦୀ ସିରିଏଲ ଓ କମେଡି ସୋ ଗୁଡିକ ଏତେ ମାତ୍ରାରେ ପପୁଲାର ହୋଇଛି ଯେ ସେଥିରେ ଅଭିନୟ କରୁଥିବା କଳାକାର ମାନେ ମଧ୍ୟ ଖୁବ ଚର୍ଚ୍ଚାରେ ରହିଛନ୍ତି । ଆପଣ ମାନେ ସୋନି ଟିଭିରେ ପ୍ରସାରିତ ହେଉଥିବା ସୋ “ଦ କପିଲ ଶର୍ମା” ନିଶ୍ଚୟ ଦେଖୁଥିବେ । ଆଜି ଆମେ ଆପଣ ମାନଙ୍କୁ ଏହି ସୋ ରେ ସ୍ପେଶାଲ ଅତିଥି ଭାବେ ଯୋଗ ଦେଇଥିବା ବଲିଉଡ ଷ୍ଟାର ଅକ୍ଷୟ କୁମାର ଙ୍କୁ କାମେଡି କୁଇନ ଭାରତୀ ସିଂ କିପରି ମଜାଦାର ଡାଇଲଗ କହିଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ସୋନି ଟିଭିରେ ପ୍ରସାରିତ ହେଉଥିବା ସୋ “ଦ କପିଲ ଶର୍ମା” ରେ କମେଡି ଅଭିନେତା କପିଲ ଶର୍ମା ଅଭିନୟ ଜାରି ରଖିଛନ୍ତି । ଏହି ସୋ ରେ ଏତେ ମଜାଦାର ବିଷୟ ବସ୍ତୁ ଆଲୋଚନା କରାଯାଏ ଯାହାକୁ ଦେଖି ନ ହସି ରହି ହେବ ନାହି ।

ତେବେ ଏହି ସୋ ରେ ବଲିଉଡ ଷ୍ଟାର ଅକ୍ଷୟ କୁମାର ଓ ତାଙ୍କ ସହିତ ଅଭିନେତ୍ରୀ ଉମା କୋରାଶୀ ଓ ବୋନୀ କପୁର ସ୍ପେଶାଲ ଅତିଥି ଭାବେ ଯୋଗ ଦେଇଥିଲେ । ଅଭିନେତା ଅକ୍ଷୟ ଏତେ ଧମାକାଦାର ଏଣ୍ଟ୍ରି ମାରିଛନ୍ତି ଜହକୁ ଦେଖି କପିଲ ଶର୍ମା ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

କପିଲ ଓ ଅକ୍ଷୟ ଙ୍କ ମଧ୍ୟରେ ଖୁବ ମଜାଦାର ବାର୍ତ୍ତାଳାପ ହେବାର ଦୃଶ୍ୟ ଏହି ଭିଡିଓ ରୁ ଜଣା ପଡୁଛି । ଅକ୍ଷୟ କପିଲଙ୍କୁ କହିଛନ୍ତି ଏତେ ବର୍ଷ ଧରି ସେ ତାଙ୍କ ସୋ କୁ ଆସୁଛନ୍ତି ୟା ଠାରୁ ଅଧିକ ଆଉ କଣ ହୋଇପାରେ । କପିଲ ଦୁଇ ଅଭିନେତ୍ରୀଙ୍କୁ କହିଛନ୍ତି ତୁମେ ଦୁହେଁ ଅକ୍ଷୟଙ୍କୁ ଭାଇ କରିପାରି ଥିଲେ ବହୁତ ଭଲ ହୋଇଥାନ୍ତା । ଯାହାକୁ ଶୁଣିବା ପରେ ଦୁଇ ଅଭିନେତ୍ରୀ ହସି ହସି ଏହାର ଆନନ୍ଦ ନେଉଛନ୍ତି । କପିଲ ଦୁଇ ଅଭିନେତ୍ରୀଙ୍କୁ କହିଛନ୍ତି ମତେ ଦେଖା କରିବାକୁ ଆସି ଥିବାରୁ ଏତେ ସୁନ୍ଦର ଲାଗୁଛନ୍ତି ନା ଅକ୍ଷୟଙ୍କ ସହ ରହି ଏତେ ସୁନ୍ଦର ଲାଗୁଛନ୍ତି ।

ଉତ୍ତରରେ ଦୁଇ ଅଭିନେତ୍ରୀ ଉମା କୋରାଶି ଓ ବୋନୀ କପୁର କହିଛନ୍ତି ଆପଣ ଆମକୁ ଏଠାକୁ ଡାକିଛନ୍ତି ଯାହାକୁ ଶୁଣିବା ପରେ କପିଲ ହସି ଦେଉଛନ୍ତି । ଏହା ପରେ ଏହି ସୋ ରେ ଏଣ୍ଟ୍ରି ହେଉଛି କମେଡି କୁଇନ ଭାରତୀୟ ସିଂ ଙ୍କର । ଯିଏ ଆସି କହିଛନ୍ତି ସୋ ଆରମ୍ଭ ନ ହେଉଣୁ ଅକ୍ଷୟ ଆସି ପହଞ୍ଚି ସାରିଛନ୍ତି । ଭାରତୀଙ୍କର ସନ୍ଦେହ ହେଉଛି ଯେ ଅକ୍ଷୟ ଓ ସଲମାନ ଖାନ କେତେବେଳେ ଏହି ସୋ ରେ ଏଣ୍ଟ୍ରି ମାରୁଛନ୍ତି ତାହା ଜାଣି ହେଉ ନାହି ।

ଏହା ଛଡା ଭାରତୀ କହିଛନ୍ତି ଏତେ ଥର କେହି ମାଲିକ ବି ଆସୁ ନ ଥିବ କାମ ଦେଖିବାକୁ ଏହି କଥା ଶୁଣିବା ପରେ ଅକ୍ଷୟଙ୍କ ବ୍ଯତୀତ ସେଠାରେ ସମସ୍ତେ ହସି ହସି ଗଡି ଯାଇଛନ୍ତି । ଏହିପରି ଭାବେ ଭାରତୀ ସିଂ ଅକ୍ଷୟ କୁମାରଙ୍କ ସହ ମଜାମସ୍ତି କରୁଥିବାର ନଜର ଆସୁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *