କରଣ ଅର୍ଜୁନ ଫିଲ୍ମର ଏହି ଅଭିନେତ୍ରୀ ଆଜି କରୁଛନ୍ତି ଏହିଭଳି କାମ, ଜାଣିଲେ ଆପଣ ମଧ୍ୟ ରହିଯିବେ ସ୍ତବ୍ଦ

ଯଦି ବଲିଉଡ ସିନେମା କଥା କହିବା ତ ଆଜି ବି ବହୁତ ଏମିତି ଫିଲ୍ମ ଅଛି ଯାହାର ଡାଇଲଗ୍ ଲୋକଙ୍କ ର ଏବେ ବି ମନେ ଅଛି । ଯେମିତି କି କରନ୍ଅର୍ଜୁନ ଫିଲ୍ମ ର ଡାଇଲଗ୍ ‘ମେରେ କରନ୍ଅର୍ଜୁନ ଆଏଙ୍ଗେ’ । ଏହି ଫିଲ୍ମର ଅଭିନେତ୍ରୀ ସମସ୍ତଙ୍କର ତ ମନେଥିବ ଏଥିରେ କାଜଲ ଏବଂ ଆଉ ଜଣେ ଅଭିନେତ୍ରୀ ଥିଲେ ଯାହାର ନା ମମତା କୁଲକର୍ଣ୍ଣି । ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଘଟଣା କଣ । ଆପଣମାନେ ମମତା କୁଲକର୍ଣ୍ଣି ଙ୍କୁ ଅନେକ ଫିଲ୍ମ ରେ ଦେଖିଛନ୍ତି ହେଲେ ଏ ଫିଲ୍ମ ରେ ତାଙ୍କ ଅଭିନୟ ଠୁ ନାଚ ବେଶୀ ଭଲ ଲାଗିଥିଲା ।

Image Courtesy: Google

ଆଜି ଆମେ ସେଇ ମମତା କୁଲକର୍ଣ୍ଣି ଙ୍କ ବିଷୟରେ ଏମିତି କଥା ଜାଣିବା, ଯାହା ଆଗରୁ କେବେ ଶୁଣି ନଥିବେ । ହେଲେ ପ୍ରଥମେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ସେ କରନ୍ଅର୍ଜୁନ ଫିଲ୍ମ ରେ ସଲମାନ ଖାଁ ସହ ନଜର ଆସିଥିଲେ । ଏକ ସମୟରେ ସେ ବଲିଉଡ ର ଜଣେ ପ୍ରସିଦ୍ଧ ଆଉ ସୁନ୍ଦର ଅଭିନେତ୍ରୀ ବୋଲି ଜଣାଥିଲେ । ଯଦି ଆମେ କହିବା ସେତେବେଳେ ସମସ୍ତେ ତାଙ୍କ ସୁନ୍ଦରତା ର ଦିବାନା ଥିଲେ ତ କିଛି ଭୁଲ ହେବ ନାହିଁ ।

Image Courtesy: Google

ଆଜି ଏ ଅଭିନେତ୍ରୀ ଏମିତି କିଛି କାମ କରୁଛନ୍ତି ଆପଣମାନେ ଜାଣି କି ଆଶ୍ଚର୍ଯ୍ୟ ହୋଇଯିବେ । ମମତା ବଲିଉଡ ର ସବୁଠୁ ଭଲ ଅଭିନେତ୍ରୀ ବୋଲି ଜଣାଥିଲେ ଓ ସେ ସଲମାନ ଖାଁ ଠୁ ଆରମ୍ଭ କରି ଅକ୍ଷୟ କୁମାର ଯାଏ ସମସ୍ତଙ୍କ ସହ ଅଭିନୟ କରିଛନ୍ତି । ହେଲେ ଏମିତି ସମୟ ବି ଆସିଛି ଯେ ତାଙ୍କ ସହ କେହି ଅଭିନେତା କାମ କରିବା କୁ ମଧ୍ୟ ରାଜି ହୋଇନଥିଲେ ।

Image Courtesy: Google

ସେ ବିବାହ କରିବା ପରେ ଡ୍ରଗସ୍ ବେପାର କରୁଥିଲେ । ୨୦୧୫ ରେ ସେ ଓ ତାଙ୍କ ସ୍ବାମୀ ୨୦୦୦ କୋଟି ଟଙ୍କାର ମାଲ୍ ସହିତ ଧରା ପଡିଥିଲେ । ଏମିତି ବି ଖବର ଆସିଥିଲା ଯେ ନିଜ ସ୍ବାମୀଙ୍କ ସହ ମିଶି ସେ ସବୁ କାମ କରୁଥିଲେ । ଏବଂ ସେ ଡ୍ରଗସ୍ ବି ନେଉଥିଲେ । ସେ ସମୟରେ ତାଙ୍କୁ ଚିହ୍ନିବା ଅସମ୍ଭବ ହୋଇପଡୁଥିଲା । ସେ ନିଜେ ଡ୍ରଗସ୍ ନିଅନ୍ତି କି ନାହିଁ ଏ ବିଷୟରେ ଆମେ କିଛି କହିପାରିବାନି ହେଲେ ଡ୍ରଗସ୍ ବେପାର ରେ ତାଙ୍କ ହାତ ଥିଲା ଏକଥା ସତ । ପରନ୍ତୁ ଆମେ ଏବେ ଏମିତି ଆଶା କରୁଛୁ ଯେ ବଲିଉଡ ର ଏ ଅଭିନେତ୍ରୀ ପୁଣି ଏମିତି କିଛି କାମ କରନ୍ତୁ ଯେ ଲୋକ ମାନେ ପୁଣି ତାଙ୍କ ଫ୍ଯାନ୍ ହୋଇଯିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *